ସିଲ୍ ହୋଇପାରେ ଅଯୋଧ୍ୟା: ଜଳପଥରେ ବି କଡ଼ା ସୁରକ୍ଷା
ଅଯୋଧ୍ୟା,୩୧।୭: ଅଗଷ୍ଟ ପ୍ରଥମ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମିପୂଜା କାର୍ଯ୍ୟ କରାଯିବାକୁ ସ୍ଥିର କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ସମେତ ଫୈଜାବାଦ…
ଏହି ଅଭିନେତ୍ରୀଙ୍କୁ ବଲିଉଡ୍ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ
ପାଟନା,୩୧।୭:ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ ଥିବା ମହେଶ୍ୱର ହଜାରୀ। ସୁଶାନ୍ତଙ୍କ ଆତ୍ମହତ୍ୟାରେ ଫଶିଯାଇଥିବା ରିୟା ଜଣେ ସୁପାରି କିଲର୍, ସେ…
ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ !
ନୂଆଦିଲ୍ଲୀ,୩୧।୭: କରୋନା ଭାଇରସ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେବାକୁ ଏବେ ବିଭିନ୍ନ ଭ୍ୟାକ୍ସିନ ପ୍ରସ୍ତୁତ କାରୀ ସଂସ୍ଥା ସେମାନଙ୍କ ସମସ୍ତ ଶ୍ରମ ଲଗାଇ ଦେଇଛନ୍ତି କହିଲେ ଚଳେ। ଏବେ ଏହି ଭ୍ୟାକ୍ସିନ ପ୍ରସ୍ତୁତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି…
ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ
ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍ ହୋଇଯାଇଥିଲା। କାରଣ ଯୁବକ ଜଣକ ଏକ ଭିନ୍ନ ତରିକାରେ ମଦ ଚୋରା ଚାଲାଣ କରୁଥିଲେ।…
ମୋବାଇଲରେ କଥା ହେଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା
ଲକ୍ଷ୍ନୌ,୩୧।୭: ଏଥର କଡ଼ା ହୋଇଛି ମୋଟରଯାନ ନିୟମ। ଏଣିକି ଉତ୍ତରପ୍ରଦେଶରେ ଗାଡ଼ି ଚଲାଉଥିବା ବେଳେ ମୋବାଇଲରେ କଥା ହେଲେ ୧୦ ହଜାର ଟଙ୍କା ଜରିମାନ ଦେବାକୁ ପଡିବ ବୋଲି ସୂଚନା ରହିଛି। ପ୍ରଥମେ ୧ ହଜାର ଓ ଦ୍ୱିତୀୟ ଥର ଧରା…
ପଞ୍ଚମ ସ୍ଥାନରେ ଭାରତ: ମାସକରେ ଗଲାଣି ୧୮ ହଜାରରୁ ଉର୍ଦ୍ଧ୍ୱ ଜୀବନ
ନୂଆଦିଲ୍ଲୀ,୩୧।୭: ଦେଶରେ କରୋନା ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଗୋଟିଏ ଦିନରେ ୫୫ ହଜାରରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରି ସାରିଛି। ଯାହା ଉଭୟ ସରକାର…
୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ
ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୫,୦୭୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା…
ଅନ୍ଲକ୍-୩: ରାଜଧାନୀରୁ ହଟିଲା ରାତ୍ରୀକାଳିନ କର୍ଫ୍ୟୁ
ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍ଡାଉନ୍ ଅବଧି ବହୁ ପୂର୍ବରୁ ଶେଷ ହୋଇଛି। ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଅନ୍ଲକ-୩। ପୂର୍ବରୁ ମାସ ମାସ ଧରି ଲକ୍ଡାଉନ ହେବା ଫଳରେ ଦେଶର ଅର୍ଥନୀତି ଏକ ପ୍ରକାର ଭୂଷୁଡି…
ଆଜି ହୋଇଥିଲା ଦେଶରେ ପ୍ରଥମ ମୋବାଇଲ କଲ୍, ଜାଣନ୍ତୁ କିଏ କାହାକୁ କରିଥିଲେ ଫୋନ୍
ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ୨୫ ବର୍ଷ ପୂର୍ବେ, ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ ଚଳାଉଥିଲେ। ମୋବାଇଲ ଫୋନ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟେଲିକମ ବଜାରରେ ପରିଣତ ହୋଇଛି।…
ଅଯୋଧ୍ୟା ପୂଜକ, ୧୫ ପୋଲିସଙ୍କୁ କରୋନା
ଅଯୋଧ୍ୟା,୩୧ା୭:ବହୁ ପ୍ରତୀକ୍ଷିତ ରାମମନ୍ଦିର ଭୂମିପୂଜା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ପର୍ବ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ରେ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏଭଳି ସ୍ଥିତିରେ ଅଯୋଧ୍ୟାର ରାମମନ୍ଦିର ନିକଟରେ କର୍ତ୍ତବ୍ୟରତ ୧୫ ପୋଲିସ ଓ ଜଣେ ପୂଜକଙ୍କୁ କରୋନା…
ଚାଇନା ସୀମାରେ ବଢ଼ୁଛି ଉତ୍ତେଜନା: ଆଉ ୩୫ ହଜାର ଯବାନ ମୁତୟନ ହେବେ
ନୂଆଦିଲ୍ଲୀ,୩୧ା୭:ଚାଇନା ସୀମାରେ ଦୀର୍ଘଦିନ ହେଲା ଉତ୍ତେଜନା ଲାଗି ରହିଛି। ବିବାଦର ସମାଧାନ ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ଜାରି ରହିଥିଲାବେଳେ ଭାରତ ଅତିରିକ୍ତ ୩୫ ହଜାର ଯବାନଙ୍କୁ ପୂର୍ବ ସୀମାରେ ମୁତୟନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହା ଫଳରେ ୩,୪୮୮…
ଜୟା ଜେଟ୍ଲୀଙ୍କୁ ୪ ବର୍ଷ ଜେଲ
ନୂଆଦିଲ୍ଲୀ, ୩୧ା୭(ପି.ଟି.):ପ୍ରତିରକ୍ଷା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷା ଜୟା ଜେଟ୍ଲୀ ଓ ଅନ୍ୟ ଦୁଇଜଣଙ୍କୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୦୦-୦୧ରେ ପ୍ରତିରକ୍ଷା ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିଲା।…

