ଜାତୀୟ

ବିଦେଶରୁ ଫେରିବେ ଭାରତୀୟ

ନୂଆଦିଲ୍ଲୀ,୫ା୫(ପି.ଟି.): କରୋନା ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ମେ’ ୭ରୁ ବଡ଼ ଅଭିଯାନ ଆରମ୍ଭ ହେବ ବୋଲି ସୋମବାର ସରକାର ଘୋଷଣା…

୨୪ ଘଣ୍ଟାରେ ୧,୦୭୪ ସୁସ୍ଥ

ନୂଆଦିଲ୍ଲୀ, ୫ା୫: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବଢ଼ିବା ସହ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି। ଏହା ଭିତରେ ଏକ ଖୁସିଖବର ମଧ୍ୟ ସାମ୍ନାକୁ ଆସିଛି। ତାହାହେଲା ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧,୦୭୪ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।…

ପ୍ଲାଜ୍‌ମା ଥେରାପିର ଅଧିକ ପରୀକ୍ଷା ଆବଶ୍ୟକ: ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ,୫ା୫: କରୋନା ଭୂତାଣୁକୁ ନାଶ କରିବା ପାଇଁ ପ୍ଲାଜ୍‌ମା ଥେରାପି ଉପଯୁକ୍ତ ଚିକିତ୍ସା ବୋଲି କହିହେବ ନାହିଁ। ଏହି ଚିକିତ୍ସାର ପ୍ରଭାବ ସମ୍ପର୍କରେ ନିଶ୍ଚିତ ହେବାକୁ ହେଲେ ବ୍ୟାପକ ନିୟନ୍ତ୍ରିତ ପରୀକ୍ଷା କରାଇବାକୁ ପଡ଼ିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି।…

ସିଆରପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ

ଶ୍ରୀନଗର,୪।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାରାରେ ସୋମବାର ପୁଣି ଏକ ଆତଙ୍କବାଦୀମାନେ ଆକ୍ରମଣ କରନdନ୍ତି।ହୋଇଛି। କଶ୍ମୀର ଘାଟିର କୁପଓ୍ବାରା ଜିଲା ହନ୍ଦଓ୍ବାରାରେ ସିଆରପିଏଫ୍‌ର ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଏନ୍‌କାଉଣ୍ଟରରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ…

କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ସିଲ୍‌ ହେଲା ବିଏସ୍‌ଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଲୋଧି ରୋଡ଼ର ଥିବା ବିଏସ୍‌ଏଫ୍‌ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଏହି ଖବର ଜଣାପଡ଼ିବା ପରେ ବିଏସଏଫ୍‌ର ମୁଖ୍ୟାଳୟର ୨ଟି ମହଲାକୁ ସିଲ୍‌ କରାଯାଇ ବିଶୋଧନ ପ୍ରକ୍ରିୟା ଜାରି ରହିଛି ବୋଲି ବିଏସ୍‌ଏଫ୍‌ର ଅଧିକାରୀ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର,୪।୫: କରୋନା ମହାସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ କୁକର୍ମରୁ ବାଦ ପଡ଼ୁନି। କେତେବେଳେ ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ତ ଆଉ କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ସୋମବାର ଜମ୍ମୁ-କଶ୍ମୀରର ରାଜୌରୀ…

ସୁରଟରେ ପ୍ରବାସୀ ଶ୍ରମିକ-ପୋଲିସ ମୁହାଁମୁହିଁ

ସୁରଟ,୪।୫: କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ତୃତୀୟ ଥର ଲକ୍‌ଡାଉନକୁ ବୃଦ୍ଧି କରାଯିବାରୁ ପ୍ରବାସୀ ଶ୍ରମିକମାନେ ଧର୍ଯ୍ୟହରା ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁଜରାଟ ସୁରଟରେ  ପ୍ରବାସୀ ଶ୍ରମିକ ଓ ପୋଲିସ ସୋମବାର ମୁହାଁମୁହିଁ ହୋଇଛନ୍ତି। ଦେଖୁ ଦେଖୁ ପରିସ୍ଥିତି ଏଭଳି…

ସାମାଜିକ ଦୂରତ୍ୱ ନ ରଖିଲେ ପରିସ୍ଥିତି ହେବ ଭୟଙ୍କର

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ସୋମବାରଠାରୁ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ତେବେ ବିଗତ ଦିନ ଗୁଡିକୁ ଦେଖିଲେ ସହଜରେ ଅନୁମାନ କରାଯାଉଛି କି ଗତ ୩ ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି…

ଲକ୍‌ଡାଉନ ୩.୦: ମହାରାଷ୍ଟ୍ରର ୫ଟି ଜିଲାରେ ଖୋଲିବନି ମଦ ଦୋକାନ

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଚାଲିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣାଧିନ ହେଉନାହିଁ। ଲକ୍‌ଡାଉନ ୩.୦ ସମୟରେ…

ଇ-ରିକ୍ସା ଚାଳକଙ୍କୁ ମିଳିବ ୫୦୦୦ ଟଙ୍କା କରୋନା ସହାୟତା

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ଲୋକ କାମଧନ୍ଦା ଅଭାବରୁ ଅସୁବିଧାରେ ପଡ଼ିଛନ୍ତି। ଦିଲ୍ଲୀରେ ପରିବହନ ସେବା ବନ୍ଦ ଥିବାରୁ ଇ-ରିକ୍ସା ଚାଳକଙ୍କ…

ନଏଡାରେ କରୋନାଜନିତ ପ୍ରଥମ ମୃତ୍ୟୁ

ନଏଡା,୪।୫: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର(ନଏଡା) ଜିଲାରେ କରୋନାରେ ଜଣେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନଏଡା…

ଘର ବାହୁଡା ଶ୍ରମିକଙ୍କୁ ଦେବାକୁ ପଡିବନି ଭଡା, ମିଳିବ ଏକ ହଜାର ଟଙ୍କା

ପାଟନା,୪।୫: ଲକ୍‌ଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ରେଳ ଭଡାକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ନୀତୀଶ କହିଛନ୍ତି ବିହାର ଫେରୁଥିବା ଶ୍ରମିକମାନଙ୍କୁ କୌଣସି ଭଡା ଦେବାକୁ ପଡିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri