Posted inଜାତୀୟ

ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ ରାହୁଲ ପ୍ରଶ୍ନ ଉଠାଇଥିବା ବେଳେ ଶୁକ୍ରବାର ସେ ପୁଣିଥରେ ମୋଦିଙ୍କ ଉପରେ ବର୍ଷିଛନ୍ତି। ରାହୁଲ ଦେଶର ଅର୍ଥବ୍ୟବସ୍ଥା, ଜିଏସ୍‌ଟି, ବେରୋଜଗାର ଆଦିକୁ ନେଇ କହିଛନ୍ତି ମୋଦି ଦେଶକୁ ନଷ୍ଟ କରୁଛନ୍ତି। ଟୁଇଟର ମାଧ୍ୟମରେ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଚାରୋଟି ପ୍ରଶ୍ନ ମାଧ୍ୟମରେ ବିମୁଦ୍ରିକରଣ, ଜିଏସ୍‌ଟି, କରୋନା ମହାମାରୀର ମୁକାବିଲା ଓ ଅର୍ଥବ୍ୟବସ୍ଥାକୁ ନେଇ ସେ ମୋଦିଙ୍କୁ ଘେରିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ରାଫାଲ ଯୁଦ୍ଧ ବିମାନ କ୍ରୟକୁ ନେଇ ରାହୁଲ ବାୟୁସେନାକୁ ଶୁଭେଚ୍ଛା ଜଣାଇଥିବା ବେଳେ ମୋଦି ସରକାରଙ୍କୁ ପ୍ରଶ୍ନ କରିଥିଲେ କି ରାଫାଲ ଯୁଦ୍ଧ ବିମାନ ୫୨୬ କୋଟି ବଦଳରେ କାହିଁକି ୧,୬୭୦ କୋଟିରେ କିଣାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଗ୍ରାରୁ ହଟିଲେ ଭାରତ, ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୭।୮: ପୂର୍ବ ଲଦାଖର ଗୋଗ୍ରା ଫ୍ରିକ୍ସନ ପଏଣ୍ଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିର ପ୍ରାୟ ୧୫ ମାସ ପରେ ଉଭୟ...

ମହାରାଷ୍ଟ୍ରରେ ଲାଗୁ ହେବ ପୁରୁଣା ପେନସନ ଯୋଜନା, ଶିନ୍ଦେ ଦେଲେ ସଙ୍କେତ…

ମୁମ୍ବାଇ,୨୨।୧ : ଗୋଟିଏ ପଟେ ଯେତେବେଳେ କଂଗ୍ରେସ କିମ୍ବା ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ପୁରୁଣା ପେନସନ ଯୋଜନା ପୁନଃସ୍ଥାପିତ ହେଉଛି, ସେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକ...

ଦିନେ ନା ଦିନେ ସତ ସାମ୍ନାକୁ ଆସିବ: ମୋଦି

ନୂଆଦିଲ୍ଲୀ, ୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କର୍ନାଟକର ତୁମାକୁରୁ ଜିଲାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ହାଲ)ର ଦେଶର ସର୍ବବୃହତ ହେଲିକପ୍ଟର ଉତ୍ପାଦନ ୟୁନିଟର ଉଦଘାଟନ କରିଛନ୍ତି।...

ବିଏସଏଫ ଟିମ୍‌ ଉପରେ ଚୋରା ଚାଲାଣକାରୀଙ୍କ ଆକ୍ରମଣ: ୪ ଯବାନ ଆହତ…

ମାମାଭଗିନା ,୭।୧ : ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣକାରୀଙ୍କ ଦ୍ୱାରା ବିଏସଏଫ ଯବାନଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ଜଣେ ମହିଳା ପ୍ରହରୀଙ୍କ ସମେତ...

ହିଜାବ ବିବାଦ: ଚାକିରି ଛାଡ଼ିଲେ ଅଧ୍ୟାପିକା

ବେଙ୍ଗାଲୁରୁ,୧୯।୨: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବକୁ ନେଇ କିଛିଦିନ ହେଲା ବିବାଦ ଲାଗି ରହିଥିବାବେଳେ ଏହାର ପ୍ରତିବାଦରେ ତୁମ୍‌କୁରୁସ୍ଥିତ ଜୈନ୍‌ ପିୟୁ କଲେଜର ଜଣେ ଅଧ୍ୟାପିକା ଚାକିରିରୁ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୧୦।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ...

ଶିବସେନା, କଂଗ୍ରେସ, ଏନ୍‌ସିପିର ରାଜ୍ୟପାଳଙ୍କ ସହ ହୋଇ ପାରିଲାନି ସାକ୍ଷାତ୍‌

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିବା ବେଳେ ଏବେ କିନ୍ତୁ ସରକାର ଗଠନକୁ ନେଇ ଭାଜପା ଓ ଶିବସେନା ପାଗ ଭିଡୁଥିବା ଆଲୋଚନାର ବିଷୟ...

ଶରଣାର୍ଥୀ ଥଇଥାନକୁ ନେଇ ତ୍ରିପୁରା ଜଳୁଛି

ଅଗରତାଲା, ୨୨।୧୧: ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ବିରୋଧରେ ବିକ୍ଷୋଭ ଶନିବାର ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ...

Advertisement
Archives

Model This Week