ଜାତୀୟ

ରାସ୍ତାରେ ଅଣ୍ଡା ବିକ୍ରି କରୁଥିବା ସମୟରେ ନାବାଳକଙ୍କ ସହ ଘଟିଲା କିଛି ଏଭଳି

ଇନ୍ଦୋର,୨୪।୭କରୋନା ସଙ୍କଟ ଯୋଗୁ ସାରା ବିଶ୍ୱରେ ବେରୋଜଗାର ସମସ୍ୟା ଆହୁରି ବୃଦ୍ଧି ପାଇଛି। ଏହା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ଯେଉଁମାନେ ପ୍ରତିଦିନ ଠେଲା ଲଗାଇ ପରିବାର ପ୍ରତିପୋଷଣ କରୁଛନ୍ତି ସେମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ…

ପାଇଲଟଙ୍କୁ ଆଶ୍ୱସ୍ତି, ରାଜସ୍ଥାନ ହାଇକୋର୍ଟ ନେଲେ ବଡ ନିଷ୍ପତ୍ତିି

ଜୟପୁର,୨୪।୭: ସଚିନ ପାଇଲଟ ଏବଂ ତାଙ୍କ ୧୮ ସହଯୋଗୀ ବିଧାୟକଙ୍କ ବିରୋଧରେ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି। ମାମଲାର ସ୍ଥିତାବସ୍ଥା ବଜାୟ ରଖିବାକୁ ରାଜସ୍ଥାନ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏବେ ମାମଲାର…

କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ପିପିଇ କିଟ୍‌ ପିନ୍ଧି ମୁଖାଗ୍ନି ଦେଲେ ପତ୍ନୀ

ଜବଲପୁର,୨୪।୭: ଦେଶରେ ମହାମାରୀ କରୋନା ଯୋଗୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଛି। ଏପରିକି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ମଧ୍ୟପ୍ରଦେଶରୁ ସମ୍ପର୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ…

ଅଗଷ୍ଟ ୧୫ରେ ଲାଲକିଲ୍ଲାର ଚିତ୍ର ରହିବ ଏମିତି

ନୂଆଦିଲ୍ଲୀ,୨୪।୭: କରୋନା ମହାମାରୀ ଯୋଗୁ ଏବେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋଗ ଲଗାଇ ଦିଆଯାଇଛି। କରୋନା ସମୟରେ ଆଗକୁ ସ୍ବାଧୀନତା ଦିବସ ଆସୁଥିବାରୁ ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏଥର ଦିଲ୍ଲୀର ଐତିହାସିକ ଲାଲକିଲ୍ଲାର ଚିତ୍ର କିଛି ଭିନ୍ନ ଦେଖିବାକୁ…

ସବୁ ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ପାଖାପାଖି ୫୦ ହଜାର ନୂଆ ଆକ୍ରାନ୍ତ, ୭୪୦ ମୃତ

ନୂଆଦିଲ୍ଲୀ,୨୪।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ପାଖାପାଖି ୪୯,୩୧୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ…

ମୋ ସ୍ବାମୀଙ୍କ ଭଳି ଅନ୍ୟ କେହି ଭାରତରେ ଜନ୍ମ ନ ହୁଅନ୍ତୁ, କହିଲେ ଏହି ଗ୍ୟାଙ୍ଗଷ୍ଟାରଙ୍କ ସ୍ତ୍ରୀ

ଲକ୍ଷ୍ନୌ,୨୪।୭: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ରିଚା ଦୁବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଯଦି ଏପରି କାଣ୍ଡ କରିବା ପରେ ବିକାଶ ମୋ ସମ୍ମୁଖକୁ ଆସିଥାନ୍ତେ…

ସୁପ୍ରିମକୋର୍ଟରେ ବାଚସ୍ପତି ନିରାଶ

ନୂଆଦିଲ୍ଲୀ,୨୪ା୭(ପି.ଟି.):ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କ ପିଟିଶନ ଉପରେ ହାଇକୋର୍ଟ ଶୁକ୍ରବାର ରାୟ ପ୍ରଦାନ କରିବେ। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସି.ପି. ଜୋଷୀ ନିରାଶ ହୋଇଛନ୍ତି।…

୮୨% ଭାରତୀୟଙ୍କ ମତ: ଗୁରୁତ୍ୱ ହରାଇବ କାର୍ଯ୍ୟସ୍ଥଳ

ନୂଆଦିଲ୍ଲୀ,୨୪ା୭:ମହାମାରୀ କରୋନା ଯୋଗୁ ବିଭିନ୍ନ କାର୍ଯ୍ୟ ଘରେ ରହି କରିବାକୁ ପଡ଼ୁଛି। ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟକୁ ଲୋକମାନେ କାର୍ଯ୍ୟସ୍ଥଳକୁ ନ ଯାଇ ଘରେ ରହି କରୁଛନ୍ତି। ଏଭଳି ସ୍ଥିତିରେ ୮୨ ପ୍ରତିଶତ ଲୋକ ମହାମାରୀ ପରେ କାର୍ଯ୍ୟସ୍ଥଳୀ ଗୁରୁତ୍ୱ ହରାଇବ…

ସ୍ଥାୟୀ କମିଶନ ହେବେ ମହିଳା

ନୂଆଦିଲ୍ଲୀ,୨୪ା୭(ପି.ଟି.):ସୈନ୍ୟବାହିନୀରେ ମହିଳା ଅଫିସରମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ସଂକ୍ଷିପ୍ତ ସେବା କମିଶନ (ଏସ୍‌ଏସ୍‌ସି) ଯୋଜନାରେ ନିଯୁକ୍ତ ସମସ୍ତ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ନିମନ୍ତେ ବିଚାର କରିବା ପାଇଁ ଗତ ଫେବୃୟାରୀରେ ସୁପ୍ରିମକୋର୍ଟ…

କୋଭିଡ୍‌ ସେଣ୍ଟରରେ ନାବାଳିକାଙ୍କୁ ବଳାତ୍କାର, ୨ ଗିରଫ

ନୂଆ ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ କୋଭିିଡ୍‌ ସେଣ୍ଟରରେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଦିଲ୍ଲୀର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ପୀଡିତା ଜଣଙ୍କ…

କରୋନା ରୋଗୀଙ୍କୁ ଆଇସିୟୁରୁ ହସ୍ପିଟାଲ ବାହାରକୁ ନେଇଗଲେ, ଆଉ ତା’ପରେ…

ବିହାର: ବିହାରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ସେଠାରେ କରୋନା ପଜିଟିଭ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏତେ ସଂଖ୍ୟକ କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ୁଛି।…

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ କାଗଜପତ୍ର ସେ ଋଣ ନେଇଥିବା କଥା କହୁଛି। ଏହି ଚା’ ବିକ୍ରେତାଙ୍କୁ ଋଣ ଖିଲାପକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri