ଜାତୀୟ

ନକଲି ମହିଳା ପୋଲିସ ଅଫିସରଙ୍କ ଦାଦାଗିରି : ମାସ୍କ୍‌ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ଆଦାୟ କରୁଥିଲେ ଜରିମାନା

ଭୋପାଳ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାସ୍କ୍‌ ନ ପିନ୍ଧିଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ସୁଯୋଗ ନେଇ କେତେକ…

ରଣବୀରଗଡ଼ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ: ସର୍ଚ୍ଚ ଅପରେଶନ୍‌ ଜାରି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗର ଉପକଣ୍ଠରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ସର୍ଚ୍ଚ ଅପରେଶନ୍‌ ଅଭିଯାନ ଆରମ୍ଭ କରାଯାଇଛି। ଶ୍ରୀନଗର ଉପକଣ୍ଠରେ ଥିବା ରଣବୀରଗଡ଼ରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ନେଇ ଶନିବାର ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ଖବର…

ଭାରତରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ: ଗତ ୨୪ ଘଣ୍ଟାରେ ପାଖାପାଖି ୫୦ହଜାର ପଜିଟିଭ କେସ୍‌

ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବଢ଼ିବା ସହ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।…

ପିପିଇ କିଟ୍‌ ସହ ଖେଳୁଛନ୍ତି ମାଙ୍କଡ

ପିପିଇ କିଟ୍‌ କରୋନା ଯୋଦ୍ଧାଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର। ଏହା ହେଉଛି ସେହି ଯୋଷାକ ଯାହାକି କରୋନା ରୋଗୀ ଏବଂ ଯୋଦ୍ଧାଙ୍କ ମଧ୍ୟରେ କାନ୍ଥଭଳି କାମ କରିଥାଏ। ହେଲେ ତାମିଲନାଡୁର ଏକ କୋଭିଡ୍‌ କେୟାର ସେଣ୍ଟରରେ ବ୍ୟବହୃତ ପିପିଇ କିଟ୍‌…

ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଭୋପାଳ, ୨୫।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ଆସିବା ପରେ ଶିବରାଜ ତାଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କୁ ନମୁନା ପରୀକ୍ଷା କରିବା ଲାଗି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌…

ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍‌ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର ବୋଲି…

ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ବାଲଙ୍କ ଏକ ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର…

ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ।…

ଇନସ୍ପେକ୍ଟରଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଏସ୍‌ଆଇ

ନୂଆଦିଲ୍ଲୀ, ୨୫।୭: ନୂଆଦିଲ୍ଲୀର ୧୨୨ ସିଆର୍‌ପିଏଫ୍‌ ବାଟାଲିୟନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସବ୍‌ ଇନସ୍ପେକ୍ଟର(ଏସ୍‌ଆଇ) କରନେଲ୍‌ ସିଂ ବରିଷ୍ଠ ଇନସ୍ପେକ୍ଟର ଦଶରଥ ସିଂଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ରାତିରେ ଦୁଇଜଣଙ୍କ…

୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ ହାଇଓ୍ବେ ନିର୍ମାଣ ବାଟରେ ଆସୁଥିଲା। ଏହାକୁ କାଟି ରାସ୍ତା ନିର୍ମାଣ ଲାଗି ଯୋଜନା କରାଯାଇଥିଲା।…

ଘାତକ ମିଶାଇଲ ‘ହାମର’

ନୂଆଦିଲ୍ଲୀ: ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି। ଏକା ସମୟରେ ଦୁଇ ଶତ୍ରୁ ଦେଶ କବଳରୁ ସୀମାକୁ ସୁରକ୍ଷା ଦେବାକୁ…

ମାସ୍କ୍‌ ବାଣ୍ଟିବା ବାହାନାରେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ଟଙ୍କା ମାଗିଲେ ମହିଳା…

ଲକ୍ଷ୍ନୌ, ୨୫।୭: ଜଣେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ମାଗୁଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି। ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏହା ଘଟିଛି। ମହିଳାଙ୍କ ଅନ୍ୟ ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ମଧ୍ୟାହ୍ନରେ କରନେଲ୍‌ଗଞ୍ଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri