କଂଗ୍ରେସରୁ ଦୂରେଇ ଯାଇଥିଲେ ବି ଫେରିବାର ବାଟ ଖୋଲା ରଖିଛନ୍ତି ପାଇଲଟ
ନୂଆଦିଲ୍ଲୀ,୩୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମନୋମାଳିନ୍ୟକୁ ନେଇ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଆଉ ଏବେ ସେ କଂଗ୍ରେସ ଦଳଠାରୁ ବହୁ ଦୂରକୁ ଚାଲି ଯାଇଥିବା କୁହାଯାଉଛି। ହେଲେ ସେ ଦଳକୁ ଫେରିବାର…
୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…
ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିଲା। ପଥରରେ ନିର୍ମିତ ୪ ଫୁଟ ଉଚ୍ଚ ନଟରାଜଙ୍କ ମୂର୍ତ୍ତିକୁ…
କଂଗ୍ରେସ ଅଧ୍ୟକ୍ଷ ସୋମେନ ମିତ୍ରଙ୍କ ପରଲୋକ
କୋଲାକାତା,୩୦।୭: ପଶ୍ଚିମବଙ୍ଗ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ସୋମେନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ପରଲୋକ ହୋଇଛି। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ବେଳେ କିଛିଦିନ ହେବ ସେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ…
୨୪ ଘଣ୍ଟାରେ ସର୍ବାଧିକ ସଂକ୍ରମିତ
ନୂଆଦିଲ୍ଲୀ,୩୦।୭: ବେଳକୁ ବେଳ ଭୟଙ୍କର ହେବାକୁ ଯାଉଛି କରୋନା ସଂକ୍ରମଣ। ପୂର୍ବ ଆକଳନ ଅନୁଯାୟୀ ଦେଶରେ ଏବେ କରୋନା ମହାମାରୀ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୨,୧୨୩ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ…
ମୁଖ୍ୟମନ୍ତ୍ରୀଙ୍କ ଘରେ ବିଦ୍ରୋହ: ୯ ବିଧାୟକ ଅସନ୍ତୁଷ୍ଟ
ରାଞ୍ଚି, ୩୦।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସରକାରରେ ବିଦ୍ରୋହ ହେବା ପରେ ଏବେ ଝାଡ଼ଖଣ୍ଡରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସରକାରଙ୍କୁ ସମର୍ଥନ ଦେଉଥିବା କଂଗ୍ରେସ ଦଳର ୯ ଜଣ ବିଧାୟକ ବିଦ୍ରୋହ କରିଛନ୍ତି।…
ଦେଶରେ ୧୫୦ ଦିନରେ ସୁସ୍ଥ ହେଲେଣି ୧୦ ଲକ୍ଷ ସଂକ୍ରମିତ
ନୂଆଦିଲ୍ଲୀ,୩୦।୭: କରୋନା ମହାମାରୀ ଏବେ ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡି ନାହିଁ। ହେଲେ ଦେଶରେ ଯେଉଁପରି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ଭାବେ ଭୟ ବଢି ବଢି ଚାଲିଛି। ତେବେ…
ଦେବଦୂତ ପାଲଟିଲେ ହତ୍ୟାକାରୀ: ୧୦୦ଜଣଙ୍କ ଜୀବନ ନେଇଥିବା ଡାକ୍ତର ଗିରଫ
ଚଣ୍ଡିଗଡ଼, ୩୦।୭: ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ସଭିଏଁ ଦେବଦୂତ ବୋଲି ମନେ କରିଥାନ୍ତି। ତେବେ ହରିୟାଣାର ୬୨ ବର୍ଷ ବୟସ୍କ ଡାକ୍ତର ଦେବେନ୍ଦ୍ର ଶର୍ମା ଦେବଦୂତ ବଦଳରେ ହତ୍ୟାକାରୀ ପାଲଟିଛନ୍ତି। ସେ ୧୦୦ଜଣ ଟ୍ରକ୍ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା…
କରୋନାକୁ ହରାଇଲେ ୩୦ ମହିଳା ପୋଲିସ ଅଧିକାରୀ
ହାଇଦ୍ରାବାଦ,୩୦।୭: କରୋନା ମହାମାରୀ ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏଥିରେ କରୋନା ଯୋଦ୍ଧାଙ୍କ ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି। ତେବେ ତେଲେଙ୍ଗାନା ପୋଲିସର ପ୍ରାୟ ୩୦ ଜଣ ମହିଳା ପୋଲିସ ଅଧିକାରୀ କରୋନା ଯୁଦ୍ଧରେ…
ଦେଶର ଶିକ୍ଷା ବ୍ୟବସ୍ଥା ବଦଳିଲା
ପଞ୍ଚମ ଯାଏ ମାତୃଭାଷାରେ ଶିକ୍ଷା ନୂଆ ଜାତୀୟ ଶିକ୍ଷାନୀତି (ଏନ୍ଇପି)ରେ ପ୍ରସ୍ତାବିତ ପରିବର୍ତ୍ତନ ମଧ୍ୟରୁ ପ୍ରମୁଖ ହେଉଛି ୧୦+୨ ବ୍ୟବସ୍ଥାକୁ ଉଚ୍ଛେଦ କରିବା। ଏହା ବଦଳରେ ୫+୩+୩+୪ ସ୍କୁଲ କରିକୁଲମ୍ ବ୍ୟବସ୍ଥା କରାଯିବ। ଏହି ବ୍ୟବସ୍ଥାରେ ମୋଟ ସ୍କୁଲ ଶିକ୍ଷା ୧୨…
ବାହୁବଲୀ ନିର୍ଦ୍ଦେଶକଙ୍କ ଘରେ କରୋନା: ହୋମ୍ କ୍ୱାରାଣ୍ଟାଇନ୍ରେ ପୁରା ପରିବାର
ମୁମ୍ବାଇ,୩୦।୭: ବେଶ୍ ଲୋକପ୍ରିୟ ଫିଲ୍ମ ବାହୁବଲୀ ଓ ବାହୁବଲୀ-୨ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜାମୌଲି ଓ ତାଙ୍କ ପରିବାରର ମମସ୍ତ ସଦସ୍ୟଙ୍କ ନିକଟରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ସେମାନେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ଜଣାପଡ଼ିଛି।…
ରାତ୍ରିକାଳୀନ କଟକଣା କୋହଳ
ନୂଆଦିଲ୍ଲୀ,୩୦।୭: ଦେଶରେ କୋଭିଡ୍-୧୯ ସ୍ଥିତିକୁ ଅନୁଧ୍ୟାନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଅନ୍ଲକ୍-୩ ନିର୍ଦ୍ଦେଶନାମା(ଗାଇଡ୍ଲାଇନ) ଜାରି କରାଯାଇଛି। ଏହା ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ। ଜୁନ୍ ୨୯ତାରିଖରେ ଜାରି ହୋଇଥିବା ଅନ୍ଲକ୍-୨ ଆସନ୍ତା ଶୁକ୍ରବାର ଶେଷ ହେଉଛି। ତେଣୁ କଣ୍ଟେନ୍ମେଣ୍ଟ…
ନୂଆ ଶିକ୍ଷାନୀତି: ୫+୩+୩+୪
ନୂଆଦିଲ୍ଲୀ,୩୦।୭:ଏନ୍ଇପିରେ ରହିଥିବା ପ୍ରସ୍ତାବ ଅନୁଯାୟୀ ୧୦+୨ଶିକ୍ଷା ପାଟର୍ନ (ଢାଞ୍ଚା)ରେ ପରିବର୍ତ୍ତନ କରାଯିବ। ଅର୍ଥାତ୍ ୧୨ ବର୍ଷର ସ୍କୁଲ୍ ଶିକ୍ଷା ଓ ୩ ବର୍ଷର ଅଙ୍ଗନଓ୍ବାଡି ବା ପ୍ରାକ୍ ବିଦ୍ୟାଳୟ ଶିକ୍ଷାକୁ ନେଇ ୫+୩+୩+୪ ଶିକ୍ଷା ପାଟର୍ନ ପ୍ରସ୍ତୁତ ହେବ। ତଦନୁଯାୟୀ ୩ରୁ…
Archives


