Posted inଜାତୀୟ

ବିବାହ କରିବାକୁ ଯାଉଥିଲେ କନ୍ୟା, ଘଟିଲା ଏମିତି

ରୋହତକ,୨୬।୮: ହରିୟାଣାର ରୋହତକ ଜଣେ ବିବାହ କରିବାକୁ ଯାଉଥିବା ଜଣେ କନ୍ୟାଙ୍କୁ କିଛି ବ୍ୟକ୍ତି ବନ୍ଧୁକ ଦେଖାଇ ଅପହରଣ କରିନେଇଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ଏକ ଭୟ ସୃଷ୍ଟି ହୋଇଛି।  ଯୁବତୀଙ୍କ ଭାବିସ୍ବାମୀ ଏନେଇ ଥାନାରେ ଏତଲା ଦେଇଥିଲେ। ଅପହରଣର ୬ ଘଣ୍ଟା ପରେ ମୁଖ୍ୟ ଅଭିଯୁକ୍ତଙ୍କ ପିଉସୀ ଘରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ମୁତାବକ ଦଳିତ ସମ୍ପଦାୟର ଏହି ଯୁବତୀଙ୍କୁ ସେହି ଗ୍ରାମର ଉଚ୍ଚ ସମ୍ପଦାୟର ଯୁବକ ମୋହିତ ଅପହରଣ କରିନେଇଥିଲେ। ବିବାହ ଠିକ୍‌ ହେବା ପୂର୍ବରୁ ମଧ୍ୟ ମୋହିତ ତାଙ୍କୁ ହଇରାଣ କରୁଥିବା ଯୁବତୀ ଜଣଙ୍କ ପୋଲିସ ନିକଟରେ କହିଛନ୍ତି। ସେହିପରି ଯୁବତୀଙ୍କ ପିତା କହିଥିଲେ ଅଭିଯ୍‌fକ୍ତଙ୍କୁ ଫାଶୀ ଦିଆଯାଉ। ମୋହିତଙ୍କ ଯୋଗୁ ତାଙ୍କ ଝିଅର ଶୀଘ୍ର ବିବାହ କରିଦେବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତ ଲାଗି ଚାଇନା ଯିବ ଡବ୍ଲ୍ୟୁଏଚ୍‌ଓ ଟିମ୍‌

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଟିମ୍‌ ଆସନ୍ତା ସପ୍ତାହରେ ତଦନ୍ତ ଲାଗି ଗସ୍ତ...

କରୋନା ସଂକ୍ରମଣ ରୋକିବ ହୋମିଓପ୍ୟାଥି ଔଷଧ ‘ଆର୍ସେନିକ୍‌ ଅଲବୁମ୍‌-୩୦’: ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏଡଭାଇଜରି ଜାରି

ଜୟପୁର,୩।୨: ସାରା ପୃଥିବୀରେ କରୋନା ଭୁତାଣୁ ସଂକ୍ରମଣ ନେଇ ଆତଙ୍କ ଖେଳି ଯାଇଛି। ଇତିମଧ୍ୟରେ ଭାରତର କେରଳରେ ୨ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି।...

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି...

ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ

ନୂଆଦିଲ୍ଲୀ,୩।୩: ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି।...

ଧରାପଡ଼ିବା ଭୟରେ ଗ୍ୟାସରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପୋଡ଼ୁଥିଲେ ତହସିଲଦାର, କବାଟ ଭାଙ୍ଗି…

ସିରୋହି: ରାଜସ୍ଥାନର ସିରୋହିର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ତହସିଲଦାର ତାଙ୍କ ଗ୍ୟାସ ଚୁଲାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍‌ ପୋଡ଼ି...

ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ

ଜମ୍ମୁ,୫ା୫(ଆଇଏଏନ୍‌ଏସ୍‌): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନ ଆଗରେ...

ସବ୍‌କା ସାଥ୍‌-ସବ୍‌କା ବିକାଶ-ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮: ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ସହିତ ସବ୍‌କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ...

ଗୁଲାମ ନବିଙ୍କ ଇସ୍ତଫା ପରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ପାର୍ଟି ଅଧ୍ୟକ୍ଷ ନିର୍ବାଚନକୁ ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲୁସି) ରବିବାର ବସିବ । ଏହି ବୈଠକରେ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମକୁ ମଞ୍ଜୁରି ମିଳିବ ।...

Advertisement
Archives

Model This Week