ଜାତୀୟ

ଏବେ ବି କୋମାରେ ଅଛନ୍ତି ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ ମଧ୍ୟ କୋମାରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ ମୁଖାର୍ଜୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ସେ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି।…

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ ପାଇଁ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି। ଆସିଫ୍‌ ଶେଖ୍‌ଙ୍କ ପ୍ରେମିକା ଜଣେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିଲେ। ଏହି ଘଟଣା ଆସିଫ୍‌ଙ୍କୁ…

ପାଣିକୁ ନେଇ ଏସିଡ୍‌ ଆଟାକ୍‌: ୨୩ ଆହତ

ଝାନ୍ସୀ, ୨୬।୮: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପାଣି ଭର୍ତ୍ତି କରିବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷଙ୍କ ଉପରକୁ ଛାତ ଉପରେ ଚଢ଼ି ଏସିଡ୍‌ ଆଟାକ୍‌ କରିଛନ୍ତି।…

ସଂସଦ ଭବନ ନିକଟରେ ସନ୍ଦିଗ୍ଧ ଯୁବକ: ବ୍ୟାଗ୍‌ରୁ କୋଡ୍‌ଓ୍ବାର୍ଡରେ ଲେଖାଥିବା ଚିଠି ଜବତ

ନୂଆଦିଲ୍ଲୀ, ୨୬।୮: ସଂସଦ ଭବନ ପାଖରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ହେପାଜତରେ ରଖି ପଚରା ଉଚରା କରାଯାଉଛି। ସେ ବିଜୟ ଚୌକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବାର ଦେଖି ପୋଲିସ ତାଙ୍କୁୁ ପଚରା ଉଚରା…

ଲକ୍‌ଡାଉନ୍‌ ଯୋଗୁ ୭୦ ଫିଲ୍ମର ଶୁଟିଂ ରହିଛି ଅଟକି: କ୍ଷତି ହେଲାଣି ୧୫ ଶହ କୋଟି

ମୁମ୍ବାଇ, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏହା ଦ୍ୱାରା ବଲିଉଡ୍‌ର ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ଗତ ୬ ମାସରେ ୧୫ ଶହ କୋଟିର କ୍ଷତି ହେଲାଣି। ଏହି ସମୟ ମଧ୍ୟରେ ୭୦ରୁ ଅଧିକ ଫିଲ୍ମର…

ବର୍ଷାରେ ସୂର୍ଯ୍ୟମନ୍ଦିରର ଦୃଶ୍ୟ ଶେୟାର କଲେ ମୋଦି

ନୂଆଦିଲ୍ଲୀ, ୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟରେ ବର୍ଷାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ବର୍ଷା ସମୟରେ ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରରେ ଦୃଶ୍ୟ ଦେଖାଯାଉଛି। ଏହି ଭିଡିଓ ସହିତ ସେ ଲେଖିଛନ୍ତି, ‘ମୋଢେରାର ଆଇକନିକ…

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ଧାର୍ମିକ ଉତ୍ସବ ବନ୍ଦ

ଲକ୍ଷ୍ନୌ,୨୬।୮: ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସବୁ ମହୋତ୍ସବ ବନ୍ଦ ରଖିବାକୁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ-ପ୍ରଶାସନ ସହ ଏକ ବୈଠକ କରି ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ…

ବ୍ୟାଙ୍କ ଆଗରେ ଜୋତା-ଚପଲ-ଛତା ଲାଇନ୍‌: ଟୋକନ‌ ହେଉଛି ବ୍ଲାକ୍‌

ଭଣ୍ଡରା, ୨୬।୮: ଫିଲ୍ମ ହଲ୍‌ରେ ଟିକେଟ୍‌ ବ୍ଲାକ୍‌ ହେବା ଦେଖାଯାଇଥାଏ। ତେବେ ବ୍ୟାଙ୍କରେ ସଞ୍ଚୟ ଟଙ୍କା ଉଠାଇବା ଲାଗି ଆସିଥିବା ଲୋକଙ୍କୁ ବ୍ଲାକ୍‌ରେ ଟୋକନ ବିକ୍ରି ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ୍ୟ। ଝାଡ଼ଖଣ୍ଡର ଭଣ୍ଡରାରେ ଥିବା…

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି ତାଙ୍କ ମୃତଦେହକୁ କୂଅରେ ପକାଇଦେଇଛନ୍ତି। କରୋନା ଯୋଗୁ ଡାଏରୀ ଫାର୍ମରେ ସେତେଟା ଲାଭ ହେଉ…

ମୁସଲମାନ୍‌ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ

ହାଇଦ୍ରାବାଦ୍‌, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାଗତିୟାଲ ଅଞ୍ଚଳରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କ…

ରାହୁଲ ପର୍ଦ୍ଦାପଛର ନାୟକ: ସୋନିଆ ନାମକୁ ମାତ୍ର ଅଧ୍ୟକ୍ଷା

ନୂଆଦିଲ୍ଲୀ, ୨୬।୮: କଂଗ୍ରେସର ନେତୃତ୍ୱ ସଙ୍କଟ ନେଇ ଦଳୀୟ ଅସନ୍ତୋଷ ଏବେ ପଦାରେ ପଡ଼ିଛି। ଦଳରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ବୋଲାଉଥିଲେ ମଧ୍ୟ ପ୍ରକୃତ ନିୟନ୍ତ୍ରଣ ରାହୁଲ ଗାନ୍ଧୀଙ୍କ ହାତରେ ଥିବା ଅଭିଯୋଗ ହୋଇଛି। ଏନେଇ ଦିଗ୍‌ ବିଜୟ ସିଂ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?