Posted inଜାତୀୟ

ମୋଦିଙ୍କ ଜନ୍ମଦିନ ପାଇଁ ଚାଲିଛି ପ୍ରସ୍ତୁତି, ଏଥର ଏମିତି କରାଯିବ ପାଳନ

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ସେପ୍ଟେମ୍ବର ୧୭ରେ ୭୦ ବର୍ଷରେ ପଦାର୍ପଣ କରିବେ। ଏହି ଦିନ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ ପାଇଁ ଯୋଜନା ପାଇଁ ପ୍ରସ୍ତୁତି ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ମହାସଚିବଙ୍କୁ ନେଇ ଏକ ବୈଠକ କରିଛନ୍ତି। ମୋଦି ୭୦ତମ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଏହି ବୈଠକରେ ଅନେକ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଦିନ ଦେଶର ୭୦ଟି ଯାଗାରେ ବିଭିନ୍ନ ସ୍ଥାନରେ ମାସ୍କ ବିତରଣ, ଭୋଜନ ବିତରଣ, ରକ୍ତଦାନ ଶିବିର ଏବଂ ବିଭିନ୍ନ ବୈଠକ ଆୟୋଜନ ହେବ। ଏହି ସମୟରେ ସାମାଜିକ ଦୂରତା ଅବଲମ୍ବନକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ଏହାସହ ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମଧ୍ୟ ଏହି ନିୟମ କଡାକଡି ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍‌ କୀ ବାତ୍‌’ ନ ଶୁଣିବାରୁ ସ୍କୁଲ ପିଲାଙ୍କୁ ୧୦୦ ଲେଖାଏ ଜରିମାନା

ଡେରାଡୁନ୍‌,୫ା୫: ଏପ୍ରିଲ ୩୦ରେ ପ୍ରସାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୧୦୦ତମ ଅଧ୍ୟାୟକୁ ଦେଶବିଦେଶରେ ଶୁଣାଯାଇଥିଲା। ଏଥିପାଇଁ ଭାଜପା...

ଜୋଷୀମଠ ଭୂମି ଧସିବା ଘଟଣାକୁ ନେଇ କମିଟି ଗଠନ କଲେ କେନ୍ଦ୍ର ସରକାର, ୩ ଦିନରେ ବେଦାକୁ ପଡିବ ରିପୋର୍ଟ

ନୂଆଦିଲ୍ଲୀ,୭ ।୧: ଉତ୍ତରାଖଣ୍ଡର ଜୋଷୀମଠ ଭୁମି ଧସିବା ଘଟଣାକୁ ନେଇ କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜୋଷୀମଠ ଭୁମି...

ବଞ୍ଚି ରହିଛି ଭାଇଚାରା: ଘର ଛାଡି ପଳାଉଥିବା ମୁସଲମାନ୍‌ଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଲେ ହିନ୍ଦୁ

ନୂଆଦିଲ୍ଲୀ, ୧।୩: ଦିଲ୍ଲୀରେ ଘଟିଥିବା ଭିଡ଼ ହିଂସାପରେ ଲୋକେ ନିଜର ସୁରକ୍ଷା ନେଇ ସନ୍ଦେହରେ ପଡ଼ିଛନ୍ତି। ଶାହିନ ବାଗ୍‌ଠାରୁ ମାତ୍ର ୨ କିମି ଦୂରରେ ଦକ୍ଷିଣ-ପୂର୍ବ...

ଟୁଇନ୍ସ ବେବିଙ୍କୁ ଧରି ମୁମ୍ବାଇରେ ପହଞ୍ଚିଲେ ଇଶା ଅମ୍ବାନୀ: ଗ୍ରାଣ୍ଡ ଓ୍ବେଲକମ୍‌ ପାଇଁ ଏୟାରପୋର୍ଟରେ ପହଞ୍ଚିଲେ ପୁରା ପରିବାର

ମୁମ୍ବାଇ,୨୪।୧୨: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଇ ଇଶା ଅମ୍ବାନୀ ନିକଟରେ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ରେ ଯାଆଁଳା ସନ୍ତାନଙ୍କୁ...

କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ...

କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସିସିଡିର କାମଚଳା ଅଧ୍ୟକ୍ଷ ହେଲେ ଏସ୍‌.ଭି. ରଙ୍ଗନାଥ

ବେଙ୍ଗାଲୁରୁ,୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିବା ପରେ ଚାରିଆଡେ ବିଷାଦର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍‌.ଭି....

କୋଭାକ୍ସିନ୍‌ ଡବଲ ମ୍ୟୁଟାଣ୍ଟ୍‌ ଷ୍ଟ୍ରେନ୍‌କୁ କରିବ ନଷ୍ଟ…

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍‌ ଏବଂ...

Advertisement
Archives

Model This Week