ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…

ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍‌ ମୁମ୍ବାଇ ପୋଲିସ କରିଛି। ଆସିଫ୍‌ ଶେଖ୍‌ଙ୍କ ପ୍ରେମିକା ଜଣେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିଲେ। ଏହି ଘଟଣା ଆସିଫ୍‌ଙ୍କୁ ଭାରି ବାଧିଥିଲା। ଅଟୋ ଡ୍ରାଇଭରଙ୍କ ସହିତ ତାଙ୍କର ଆପେ ଆପେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ସେ ସହର ସାରା ବୁଲି ବୁଲି ଅଟୋ ଡ୍ରାଇଭରଙ୍କ ମୋବାଇଲ୍‌ ଫୋନ୍‌ ଚୋରି କରୁଥିଲେ। ମୋବାଇଲ୍‌ ଫୋ ଚୋରି ହେବା ସମ୍ପର୍କରେ ଥାନାରେ ଏତଲା ଦିଆଯାଇଥିଲା। ଶେଷରେ ପୋଲିସ ଆସିଫ୍‌ଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥବଲେ। ଇତିମଧ୍ୟରେ ଆସିଫ୍‌ ୭୦ ଜଣ ଅଟୋ ଡ୍ରାଇଭରଙ୍କ ମୋବାଇଲ୍‌ ଫୋନ୍‌ ଚୋରି କରିଥିବା ସମ୍ପର୍କରେ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଏବେ ଆସିଫ୍‌ଙ୍କ ପ୍ରତିଶୋଧ ନେବା ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କୁ ଆକ୍ରମଣ ହେଲେ ମାମଲା କର

ନୂଆଦିଲ୍ଲୀ, ୨୦।୬(ପି.ଟି.): ଡାକ୍ତର ଏବଂ ସ୍ବାସ୍ଥ୍ୟସେବା ପେସାଦାରଙ୍କୁ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ମହାମାରୀ ରୋଗ (ସଂଶୋଧନ) ଆଇନ, ୨୦୨୦ ବଳରେ ମାମଲା ରୁଜୁ କରିବାକୁ...

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ସାବରିମାଲା

ଥିରୁଭାନନ୍ତପୁରମ,୧୭।୭: କରୋନା କାଳରେ ଦୀର୍ଘ ଦିନ ପରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର। ପାରମ୍ପରିକ ମାସିକ ପୂଜା ପାଇଁ ଜୁଲାଇ ୧୭ରୁ ଜୁଲାଇ ୨୧...

କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ, ୪୭ହଜାର ନେଇଛନ୍ତି ଅବସର

ନୂଆଦିଲ୍ଲୀ,୨।୮: କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର ବୁଧବାର ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି।...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ବ୍ୟବସାୟୀ ଅରୁଣ ପିଲ୍ଲାଇ ଗିରଫ

ହାଇଦ୍ରାବାଦ୍‌,୭।୩: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ହାଇଦ୍ରାବାଦସ୍ଥିତ ବ୍ୟବସାୟୀ ଅରୁଣ ପିଲ୍ଲାଇଙ୍କୁ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଏହି ଦୁର୍ନୀତି ସହ ଜଡ଼ିତ ମାମଲାରେ...

ଯାତ୍ରୀ ପାଲଟିଲେ ପାଇଲଟ

ନୂଆଦିଲ୍ଲୀ,୨।୧୨: ଜଣେ ସାଧାରଣ ଯାତ୍ରୀ ପୁଣେରୁ ଦିଲ୍ଲୀ ବିମାନ ଉଡାଇ ସଫଳତାର ସହ ଲ୍ୟାଣ୍ଡ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଏକ...

ଅସଦାଚରଣ ପୀଡ଼ିତାଙ୍କଠାରୁ ରାଖୀ ବାନ୍ଧିଲେ ମିଳିବ ଜାମିନ

ଭୋପାଳ, ୩।୮: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ରାୟକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜାମିନ ଲାଗି ଆବେଦନ କରିଥିବା ଜଣେ...

ଗୁଜରାଟ ପରାଜୟର କାରଣ ଖୋଜିବାକୁ କମିଟି ଗଠନ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧: ସଦ୍ୟ ସମାପ୍ତ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ମୂଲ୍ୟାୟନ କରିବା ସହ ପ୍ରତିକାର ପଦକ୍ଷେପ ସମ୍ପର୍କରେ ପ୍ରସ୍ତାବ ଦେବା ଲାଗି ଦଳ ପକ୍ଷରୁ...

ସର୍ଜରୀ କରି ପ୍ରସିଦ୍ଧ ଅଭିନେତାରୁ ହେଲେ ଅଭିନେତ୍ରୀ, ଏହି ଫିଲ୍ମରେ ମିଳିଲା ମହିଳା ଭୂମିକା

ନେଟ୍‌ଫ୍ଲିକ୍ସ ସୁପରହିଟ୍‌ ଶୋ ‘୧୩ ରିଜିନ୍‌ସ ବୟ’ରୁ ଲୋକପ୍ରିୟ ଅଭିନେତା ଟମି ଡାର୍ଫମ୍ୟାନ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି, ଲିଙ୍ଗ ପରିବର୍ତ୍ତନ କରି ପୁରୁଷରୁ...

Advertisement
Archives

Model This Week