ଭାରତ-ଚାଇନା ସୀମା ବିବାଦ: ବ୍ରିଗେଡିୟର, କର୍ନେଲ ସ୍ତରରେ କଥାବାର୍ତ୍ତା
ନୂଆଦିଲ୍ଲୀ,୧୫।୬: ଭାରତ-ଚାଇନା ସୀମା ବିବାଦର ସମାଧାନ କରିବାକୁ ଏବେ ବ୍ରିଗେଡିୟର ଓ କର୍ନେଲ ସ୍ତରରେ କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦ୍ଦାଖର ଗଲଓ୍ବା ନଦୀ ଓ ହଟ୍ ସ୍ପ୍ରିଙ୍ଗରେ ଚାଲିଥିବା ପ୍ରବେଶ ଉଦ୍ୟମକୁ ନେଇ କଥାବାର୍ତ୍ତା ମାଧ୍ୟମରେ…
୨୪ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଥରିଲା ଗୁଜରାଟ
ଅହମଦାବାଦ,୧୫।୬: ଗୁଜରାଟରେ ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଅନୁଭୂତ ହେଲା ଭୂକମ୍ପ। ସୋମବାର ଗୁଜରାଟର କଚ୍ଛରେ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛରୁ…
ନିକଟରେ ଲକ୍ଡାଉନ ପାଇଁ ନାହିଁ କୌଣସି ଯୋଜନା: କେଜରିଓ୍ବାଲ
ନୂଆଦିଲ୍ଲୀ,୧୫।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଥିଲା କି କରୋନା ସଂକ୍ରମଣକୁ ଦେଖି ସରକାର ପୁଣିଥରେ ଦିଲ୍ଲୀରେ ଲକ୍ଡାଉନ ଘୋଷଣା କରି ପାରନ୍ତି। ହେଲେ…
୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍ଆର୍ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରେ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ୩୪ ଦିନରୁ ୭୬ ଦିନ…
ଅହଂକାର ଅଜ୍ଞାନତାଠାରୁ ଅଧିକ ଭୟଙ୍କର: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍ଡାଉନ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ସୋମବାର ରାହୁଲ ଗାନ୍ଧୀ ସରକାରଙ୍କ କରୋନା ଲଢ଼େଇ ବିରୋଧରେ ମନ୍ତବ୍ୟ ଦେଇଛନ୍ତି।…
ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କର ହେବ କରୋନା ଟେଷ୍ଟ
ମୁମ୍ବାଇ, ୧୫।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୋମବାର ମୁମ୍ବାଇ ସ୍ଥିତ ପବନ ହଂସ ଶ୍ମଶାନ ନିକଟ ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯିବ। ବିହାର ପାଟନାରୁ ଶୁଶାନ୍ତଙ୍କ ବାପା ମୁମ୍ବାଇ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ…
ସର୍ବଦୀଳୟ ବୈଠକରେ କଂଗ୍ରେସର ଦାବି: ସମସ୍ତଙ୍କର ହେଉ କରୋନା ଟେଷ୍ଟ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଏଏପି)ର ନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ କରୋନା…
ସାତ ଦିନ ପାଇଁ ବନ୍ଦ ହେଲା ସିଲିଗୁଡି ନିୟନ୍ତ୍ରିତ ବଜାର
ସିଲିଗୁଡି,୧୫।୬: ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲାର ସିଲିଗୁଡି ନିୟନ୍ତ୍ରିତ ବଜାରକୁ ଆସନ୍ତା ଏକ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି। ନିକଟରେ ଚିହ୍ନଟ କେତେଜଣ କରୋନା ରୋଗୀଙ୍କର ଏହି ବଜାର ସହ ସମ୍ପର୍କ ଥିବାରୁ ଉକ୍ତ ବଜାରକୁ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ,…
କରୋନା ସଙ୍କଟରେ ଭାରତ ପାଖରେ ରହିଛି ଶ୍ରେଷ୍ଠ ମାନବ ସମ୍ବଳ: ଜୟଶଙ୍କର
ନୂଆଦିଲ୍ଲୀ,୧୫।୬: କରୋନା ସଙ୍କଟ ସମୟରେ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ତେବେ ଭାରତ ପାଖରେ ଶ୍ରେଷ୍ଠ ମାନବ ସମ୍ବଳ ରହିଛି। ଯାହାକିି ଆଗାମୀ ସମୟରେ ପୃଥିବୀ ଲାଗି ବେଶ୍ ବିଶ୍ୱାସନୀୟ ହୋଇପାରିବ। ପ୍ରୋଟେକ୍ଟରର୍ସ ଅଫ୍ ଇମିଗ୍ରାଣ୍ଟସ୍ର ୩ ବାର୍ଷିକ…
ଆଇଟିବିପିର ‘ପେଟ ମୁକ୍ତ-୨୦୨୦’ ଅଭିଯାନ: ଫିଟ୍ ରହିବା ପାଇଁ ଅଧିକାରୀ ସ୍ବାମୀଙ୍କ ସହିତ ସ୍ତ୍ରୀ ମଧ୍ୟ କରିବେ ବ୍ୟାୟାମ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍ଡାଉନ୍-୫ ସହିତ ଅନ୍ଲକ୍ ଦେଶରେ ଜାରି ରହିଛି। ଏପରିସ୍ଥଳେ ଆଇଟିବିପିର ଅଧିକାରୀଙ୍କୁ ଫିଟ୍ ରଖିବା ଲାଗି ‘ପେଟ ମୁକ୍ତ-୨୦୨୦’(ବେଲି ଫ୍ରି-୨୦୨୦) ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ଫିଟ୍…
ଇସ୍ଲାମାବାଦରେ ଭାରତୀୟ ଉଚ୍ଚାୟୁକ୍ତର ଦୁଇ ଅଧିକାରୀ ନିଖୋଜ
ନୂଆଦିଲ୍ଲୀ,୧୫।୬: ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ୨ ଭାରତୀୟ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ଏହି ସୂଚନା ଅନୁଯାୟୀ, ପାକିସ୍ତାନରେ ଭାରତୀୟ ଉଚ୍ଚାୟୁକ୍ତର ୨ ଅଧିକାରୀ ସୋମବାର ନିଖୋଜ ହୋଇଯିବା ପରେ ଏବେ ତାଙ୍କୁ ଖୋଜିବା କାମ…
ଦିଲ୍ଲୀରେ ବଢୁଛି କରୋନା ମୃତକଙ୍କ ସଂଖ୍ୟା: ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀରେ ସଙ୍କଟ ସୃଷ୍ଟି ହୋଇଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ କବରସ୍ତାନରେ ସ୍ଥାନର ଅଭାବ ଦେଖାଦେଇଛି। ସ୍ଥାନୀୟ ଜଦିଦ୍ କବରସ୍ତାନରେ ଗତ ଅଢ଼େଇମାସ ମଧ୍ୟରେ ସର୍ବାଧିକ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି।…
Archives


