ଜାତୀୟ

ମହାକାଶ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ସୁଯୋଗ

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ମହାକାଶ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲାଗି ଐତିହାସିକ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ଏହି ଅନୁମୋଦନ ଫଳରେ ମହାକାଶ ସମ୍ପତ୍ତି ସମସ୍ତଙ୍କ ପାଇଁ ମୁକ୍ତ ରହିବ ଏବଂ…

ଅଭାବନୀୟ ଘଟଣା: ଶୌଚ ଯାଇଥିବାବେଳେ ପ୍ରସବ କଲେ ମହିଳା, ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଲା ନବଜାତ

ଆଗ୍ରା, ୨୪।୬- ଉତ୍ତର ପ୍ରଦେଶର ଆଗ୍ରା ସହରରୁ ସମସ୍ତଙ୍କୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ପିନାହଟ ଥାନା ଅନ୍ତର୍ଗତ ଯୋଧପୁର ଗ୍ରାମରେ ଶିଳ୍ପି ଚୌହାନ ନାମକ ଜଣେ ଗର୍ଭବତୀ ମହିଳା ପଦାକୁ ଶୌଚ ହେବାକୁ ଯାଇଥିବାବେଳେ ହଠାତ୍‌…

ମହାରାଷ୍ଟ୍ର ପରେ ଏବେ ଚିନ୍ତା ବଢ଼ାଉଛି ଦିଲ୍ଲୀ: ଗତ ୨୪ଘଣ୍ଟାରେ ୩୭୮୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ, ୨୪।୬: ମହାରାଷ୍ଟ୍ର ପରେ ଏବେ ଦିଲ୍ଲୀରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବୁଧବାର ଆସିଥିବା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ…

ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ

କୋଲକାତା,୨୪।୬: ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ। ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ବୃଦ୍ଧି କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ସୁବେରେ ଲଗାତର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା…

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ

ମୁମ୍ବାଇ,୨୪।୫: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ପୋଷ୍ଟମାର୍ଟମ ରିପୋର୍ଟ ବୁଧବାରକୁ ଆସିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବାରୁ ହୋଇଥିବା ନେଇ ଦର୍ଶାଯାଇଛି। ଅର୍ଥାତ୍‌ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ଏହି…

କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍‌ୟୁଭି କାର୍‌ ବିକ୍ରି କଲେ ଯୁବକ

ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ପ୍ରକୋପରୁ…

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି

ମୁମ୍ବାଇ,୨୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ନେପୋଟିଜମ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲାର ଯାଞ୍ଚ କରାଯାଉ ବୋଲି ବିଭିନ୍ନ ମହଲରୁ ସ୍ବର ଉଠିଛି। ଇତିମଧ୍ୟରେ ବିଆର୍‌…

କରୋନା, ପେଟ୍ରୋଲ୍‌-ଡିଜେଲ ଦାମ୍‌କୁ ଅନ୍‌ଲକ୍‌ କରିଦେଇଛନ୍ତି ମୋଦି ସରକାର: ରାହୁଲ

ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍‌, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ମୋଦି ସରକାର କରୋନା ମହାମାରୀ ଓ ପେଟ୍ରୋଲ,…

ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମରେ ଯୋଗ ଦେବାକୁ କମ୍ପାନୀ ଦେଉଛି ବିଭିନ୍ନ ଅଫର୍‌

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ହଠାତ୍‌ ଲକ୍‌ଡାଉନ ଜାରି କରାଯାଇଥିଲା। ଫଳରେ ଦେଶରେ ଥିବା ଅଧିକାଂଶ ଦୋକାନ, କଳକାରଖାନା, କମ୍ପାନୀ ବନ୍ଦ ହୋଇଯାଇଥିଲା। ଆଉ ଏଥିରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ। କାରଣ ରୋଜଗାରର ମାଧ୍ୟମ…

ପାକିସ୍ତାନ ତୁଳନାରେ ଚାଇନା ଭାରତର ବଡ଼ ଶତ୍ରୁ

ନୂଆଦିଲ୍ଲୀ,୨୪।୬: ଭାରତ ପାଇଁ ପାକିସ୍ତାନ ତୁଳନାରେ ଚାଇନା ଅଧିକ ବିପଦ ସୃଷ୍ଟି କରୁଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରେ ୬୮ ପ୍ରତିଶତ ଭାରତୀୟ ଏଭଳି ମତ ଦେଇଛନ୍ତି। ଚାଇନା ଭାରତର ବଡ଼ ଶତ୍ରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୩୨ ପ୍ରତିଶତ ଲୋକ…

ବିବାହରେ କରୋନା ରୋଗୀଙ୍କ ପାଇଁ ୫୦ ବେଡ୍‌ ଦାନ କଲେ ଦମ୍ପତି

ମୁମ୍ବାଇ,୨୪।୬: କରୋନା ମହାମାରୀକୁ ନେଇ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନା ସଂକ୍ରମିତ ହାର କମ୍‌ ଥିଲେ ମଧ୍ୟ ଏବେ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେବେ କରୋନା ଯୁଦ୍ଧରେ ଲଢିବାକୁ କିଏ…

ମୋଦିଙ୍କ ଉପରେ ୭୨ ପ୍ରତିଶତରୁ ଅଧିକଙ୍କର ଭରସା: ରାହୁଲଙ୍କ ଉପରେ ବିଶ୍ୱାସ କମିଛି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି ୭୨.୬ ପ୍ରତିଶତ ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ଏନ୍‌ଡିଏ ଉପରେ ୭୩.୬ ପ୍ରତିଶତଙ୍କ ବିଶ୍ୱାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri