ଜାତୀୟ

ଛାପିଲାନି ଚାଇନା ସରକାରଙ୍କ ମୁଖପତ୍ର

ନୂଆଦିଲ୍ଲୀ, ୧୪।୮:କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ପ୍ରତିନିଧିଙ୍କ ସାକ୍ଷାତ୍‌କାରକୁ ବେଜିଂରେ ଥିବା ଭାରତୀୟ ଦୂତାବାସ ଖଣ୍ଡନ କରିଥିବାବେଳେ ଏହାକୁ ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଛାପିବାକୁ ମନା କରିଦେଇଛି। ଚାଇନାରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତ ମୋଇନ୍‌ ଉଲ୍‌ ହକ୍‌ କଶ୍ମୀର ପ୍ରସଙ୍ଗରେ…

ଖାତାରେ ଅଢ଼େଇ କୋଟି, ଦେଉଛନ୍ତି ଦେଢ଼ କୋଟି

ନୂଆଦିଲ୍ଲୀ,୧୪।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଟିକସ ସଂସ୍କାର ‘ଫେସ୍‌ଲେସ୍‌ ଟାକ୍ସ ଆସେସ୍‌ମେଣ୍ଟ ଏବଂ ଅପିଲ୍‌’କୁ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହା ଟିକସ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି କୁହାଯାଉଛି। ଟିକସ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଏହା କମାଇବା ସହ ଟିକସଦାତାଙ୍କ…

ପିପିଇ କିଟ୍‌ ପିନ୍ଧି ବାଇକ୍‌ରେ କରୋନା ଲକ୍ଷଣ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଲେ ଟିଏମ୍‌ସି ନେତା

କୋଲକାତା, ୧୩।୮: ପଶ୍ଚିମବଙ୍ଗର ଝାରଗ୍ରାମ ଜିଲାର ଜଣେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା କରୋନା ଲକ୍ଷଣ ପ୍ରକାଶ ପାଇଥିବା ବ୍ୟକ୍ତିଙ୍କୁ ବାଇକରେ ନେଇ ହସ୍ପିଟାଲରେ ଛାଡ଼ିଛନ୍ତି। ବ୍ୟକ୍ତିଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗାଡ଼ କରିବାରେ ବିଫଳ ହୋଇଥିଲେ। ଶେଷରେ ଟିଏମ୍‌ସିର ଗୋପୀବଲ୍ଲଭପୁର…

କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ, ୧୩।୮: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କୁ ଗୁରୁବାର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ମୂତ୍ର ସଂକ୍ରମଣ ଲାଗି ଗତ ଅଗଷ୍ଟ ୩ରେ ୭୨ ବର୍ଷୀୟ ସିଦ୍ଦରମେୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ…

୩ୟ କନ୍ୟା ସନ୍ତାନ ହେବାରୁ ଅଢ଼େଇ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକିଲା ବାପା

ନୂଆଦିଲ୍ଲୀ, ୧୩।୮: ତୃତୀୟ କନ୍ୟା ସନ୍ତାନ ହେବାରୁ ଏଥିରେ ନାରାଜ ପ୍ରକାଶ କରି ନିଜର ଅଢ଼େଇ ମାସର ଶିଶୁକୁ ୪୦ ହଜାର ଟଙ୍କାରେ ବିକି ଦେଇଛି କଳି ଯୁଗର ଜଣେ ବାପା। ଏହି ସ୍ପର୍ଶକାତର ଘଟଣାଟି ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଯାଇଛି।…

କରୋନାରେ ମୃତ ବାଳକଙ୍କ ଶବ ନେଲେ ନାହିଁ ପରିବାର: ଅନ୍ତିମ ସଂସ୍କାର ପାଇଁ ଠେଲାରେ ବୋହି ନିଆଗଲା

ହାଇଦ୍ରାବାଦ, ୧୩।୮: ମହାମାରୀ କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ତେବେ ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜଣେ କରୋନା ରୋଗୀଙ୍କୁ ଅବହେଳା କରିବା ଘଟଣା ସମ୍ମୁଖକୁ ଆସିଛି। ଆନ୍ଧ୍ରପ୍ରଦେଶରେ କରୋନା…

୧୩ ବର୍ଷ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିବାରୁ ମୁଣ୍ଡରେ ଲାଗିଥିଲା ଗଭିର ଆଘାତ

ନୂଆଦିଲ୍ଲୀ,୧୩।୮: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଦୁଇଦିନ ତଳେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ଜଣାପଡିଥିଲା। ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର କରୋନା ଚିକିତ୍ସା ସହ ବ୍ରେନ୍‌ ସର୍ଜରୀ କରାଯାଇଛି। ତେବେ ବ୍ରେନ୍‌ ସର୍ଜରୀ ପରେ…

୩୬ ଘଣ୍ଟା ଧରି ଗଛରେ ଫସି ରହିଥିଲା ଭାଲୁ, ଏମିତି ହେଲା ଉଦ୍ଧାର

ରାୟପୁର,୧୩ା୮: ଛତିଶଗଡ଼ର କୋରିୟା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୧୫ କିଲୋମିଟର ଦୂର ସଲଓ୍ବା ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଗୋଟିଏ ଭାଲୁ ଗଛ ଉପରେ ବନ୍ଧା ଯାଇଥିବା ତାରରେ ଫସିଯାଇଥିଲା। ଯାହାକୁ ବୈକୁଣ୍ଠପୁର ବନ ବିଭାଗ କର୍ମଚାରୀମାନେ ୩ ଘଣ୍ଟା…

ଲାଲକିଲାରେ ଖଲିସ୍ତାନ ପତାକା ଉଡାଇବା ଯୋଜନା: ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩।୮: ସ୍ବାଧିନତା ଦିବସକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଭିଡ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ତେବେ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ଖବରରୁ ଜଣାପଡିଛି କି ପ୍ରତିବନ୍ଧିତ…

ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ, ୧୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ସେ ଚେତାଶୂନ୍ୟ ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ଭାରତୀୟ ସେନା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କର ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ…

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ ବିଜୟୀ ହେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ଇତ୍ୟାଦି। ଘରେ ରୁହନ୍ତୁ…

ମା’ଙ୍କ ସାମ୍ନାରେ ପୁଅକୁ ଗୁଳି, କୋଳରେ ଟଳିପଡି ଏମିତି କହିଲେ ପୁଅ

ଲକ୍ଷ୍ନୌ,୧୩।୮: ଉତ୍ତରପ୍ରଦେଶର ହାପୁର ଜିଲାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହିତ ଯାଉଥିବା ଜଣେ ୧୮ ବର୍ଷ ବୟସ୍କ ଯୁବକଙ୍କୁ ଅପରାଧୀମାନେ ହତ୍ୟା କରିଛନ୍ତି। ମୋହିତ ନାମକ ଏହି ଯୁବକ ମାଙ୍କୁ ଛାଡିବାକୁ ଯାଉଥିଲେ। ସେ ମା’ଙ୍କୁ ବସ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri