ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ
ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ ତେବେ ଜଳବାୟୁରେ ବି ଦେଶଭକ୍ତି ପରିଲକ୍ଷିତ ହେବା ସହ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଯାଏ।…
ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୧୪।୮: ଜମ୍ମୁ-କଶ୍ମୀରରେ ଅଗଷ୍ଟ ୧୫ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଶ୍ରୀନଗର ଉପକଣ୍ଠ ନୋଗାମରେ ପୋଲିସ ଟିମ୍ ଉପରେ ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୨ଜଣ ପୋଲିସକର୍ମୀ ଶହୀଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।…
ମୁଁ ବ୍ରାହ୍ମଣ, ଏନକାଉଣ୍ଟର ହୋଇଯିବ କହୁଥିବା ବିଧାୟକ ଗିରଫ
ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ଜ୍ଞାନପୁର ବିଧାୟକ ବିଜୟ ମିଶ୍ର ଗିରଫ ହୋଇଛନ୍ତି। ତାଙ୍କୁ ମଧ୍ୟପ୍ରଦେଶର ଆଗର ଜିଲାର ମାଲଓ୍ବାରୁ ତାଙ୍କୁ ଗିରଫ କରାଯାଇଛି। ନିକଟରେ ବିଜୟ ଏକ ଭିଡିଓ ଛାଡି ତାଙ୍କୁ ଏନକାଉଣ୍ଟର କରାଯିବା ନେଇ ଆଶଙ୍କା କରିଥିଲେ। ସୂଚନାଯୋଗ୍ୟ, ବିଧାୟକ ବିଜୟ…
ବରିଷ୍ଠ ଓକିଲ ପ୍ରଶାନ୍ତଭୂଷଣ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୧୪।୮: ମାନ୍ୟବର ସୁପ୍ରିମକୋର୍ଟଙ୍କ ଉପରେ ଦୁଇଟି ଅପମାନସୂଚକ ଟୁଇଟ୍ କରି ଫସିଯାଇଛନ୍ତି ବରିଷ୍ଠ ଓକିଲ ପ୍ରଶାନ୍ତଭୂଷଣ। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଅଗଷ୍ଟ ୨୦ରେ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ…
ଗର୍ଲଫ୍ରେଣ୍ଡଙ୍କ ସହ ହୋଟେଲ ଯାଇଥିଲେ ଯୁବକ, ପରେ ଘଟିଲା ଏମିତି
ଭୋପାଳ,୧୪।୮: ମଧ୍ୟପ୍ରଦେଶର ଉଜୈନରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହୋଟେଲ ରୁମ୍ରେ ଜଣେ ଯୁବତୀଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି। ଏହି ଘଟଣା କରିବା ପରେ ଅଭିଯୁକ୍ତ ଜଣକ ପଳାଇ ଯାଇଥିଲେ। ହୋଟେଲର ମ୍ୟାନେଜର ଏ ସମ୍ପର୍କରେ ପୋଲିସକୁ…
ଭେଣ୍ଟିଲେଟରକୁ ଯିବା ପୂର୍ବରୁ ପୁଅଙ୍କୁ ଗାଁରୁ ଏହି ଜିନିଷ ଆଣିବାକୁ କହିଥିଲେ ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟଲ ଯିବା ପୂର୍ବରୁ ପୁଅ ଅଭିଜିତ୍ ମୁଖାର୍ଜିଙ୍କୁ କଲ୍ କରି ଏକ ଅନୁରୋଧ କରିଥିଲେ। ସେ ପୁଅକୁ କହିଥିଲେ, ଗାଁ କଥା ବହୁତ ମନେ ପଡୁଛି। ମୋ ପାଇଁ ଗାଁରୁ…
ଗେହଲଟଙ୍କ ପାଖରେ ବସିବେ ନାହିଁ ପାଇଲଟ, ଜାଣନ୍ତୁ କାହିଁକି
ଜୟପୁର,୧୪।୮: ରାଜସ୍ଥାନ କଂଗ୍ରେସରେ ଯଦିଓ ସବୁ ସ୍ବାଭାବିକ ହୋଇଛି କିନ୍ତୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କୁ ଆଗକୁ ମଧ୍ୟ ତିକ୍ତ ବାସ୍ତବତାକୁ ସାମ୍ନା କରିବାକୁ ପଡିବ। ଉପମୁଖ୍ୟମନ୍ତ୍ରୀ ପଦରୁ ପଟାଯିବା ପରେ ସଚିନ ବିଧାନସଭାରେ ଅଶୋକ ଗେହଲଟଙ୍କ ପାଖ ସିଟ୍ରେ ନ…
ଚିନ୍ତା ବଢାଉଛି କରୋନା: ଗୋଟିଏ ଦିନରେ ୬୪,୫୫୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୦୭ ମୃତ
ନୂଆଦିଲ୍ଲୀ,୧୪।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଶୁକ୍ରବାର କରୋନା ଦେଶରେ ସବୁ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର ୫୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪…
ଓକିଲଙ୍କ ଉପରେ ଲାଗିଲା ୧୦୦ ଟଙ୍କା ଜରିମାନା, ଏମିତି ଭରିଲେ ଟଙ୍କା
ନୂଆଦିଲ୍ଲୀ,୧୪।୮: ପ୍ରତିଦିନ ସୁପ୍ରିମକୋର୍ଟକୁ ଭିନ୍ନ ଭିନ୍ନ ପ୍ରକାରର ମାମଲା ଆସେ। ନିକଟରେ ସେମିତି ଏକ ଏକ ମାମଲା ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟର ଜଣେ ଓକିଲଙ୍କ ଉପରେ କୋର୍ଟ ୧୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ତା’ପରେ ଓକିଲଙ୍କ ସହଯୋଗୀମାନେ ମିଶି ୫୦-୫୦ପଇସା…
ମୋଦି ସର୍ବାଧିକ ସମୟ କ୍ଷମତାରେ ଥିବା ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୪।୮: ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସର୍ବାଧିକ ସମୟ କ୍ଷମତାରେ ରହିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ୬ ବର୍ଷ ୭୯ ଦିନ ପୂରଣ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ମୋଟ ୨,୨୬୮ ଦିନ କ୍ଷମତାରେ ଥିଲେ।୨୦୧୪…
ଗେହଲଟଙ୍କ ଘରେ ପାଇଲଟ: କରମର୍ଦ୍ଦନ କଲେ
ଜୟପୁର, ୧୪।୮(ପି.ଟି.):ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଗୁରୁବାର କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ମାସେବ୍ୟାପୀ ବିଦ୍ରୋହ ପରେ ଘରବାହୁଡ଼ା କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ଅସନ୍ତୁଷ୍ଟ ବିଧାୟକମାନେ ଏହି ବୈଠକରେ…
‘ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ’
ନୂଆଦିଲ୍ଲୀ, ୧୪।୮:ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ଥାନର ଭାଜପା ବିଧାୟକମାନଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ପରାମର୍ଶ ଦେଇଥିବା ଜଣାପଡିଛି। ଗୋଷ୍ଠୀବିବାଦ ଦେଖାଦେଇଥିବା ରାଜ୍ୟର କଂଗ୍ରେସ ସରକାର ଅସ୍ଥିର ଏବଂ ଏହା ବେଶିଦିନ ତିଷ୍ଠିବ ନାହିଁ…
Archives


