ଜାତୀୟ

ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ବିଜୟନ

ଥିରୁଭାନନ୍ତପୁରମ,୧୪।୮: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏଥର ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ ମନ୍ତ୍ରୀ କଡାକମପାଲ୍ଲୀ ସୁରେନ୍ଦ୍ରନ ଥିରୁଭାନନ୍ତପୁରମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ। ବିଜୟନ କେରଳର କୋଝିକୋଡେ ବିମାନ ଦୁର୍ଘଟଣା…

ବିହାର ନିର୍ବାଚନର ଦାୟିତ୍ୱ ନେଲେ ଫଡନବିଶ: ସୁଶାନ୍ତଙ୍କ ମୃତ୍ୟୁ ହେବ ମୁଖ୍ୟ ପ୍ରସଙ୍ଗ!

ପାଟନା,୧୪।୮: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ସାରିଲାଣି। ଭାଜପା ଏଥର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିବାକୁ…

କୋଭାକ୍ସିନ୍‌ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସଫଳ: ସ୍ବେଚ୍ଛାସେବୀଙ୍କୁ ଦିଆଗଲା ଦ୍ୱିତୀୟ ଡୋଜ୍‌

ନୂଆଦିଲ୍ଲୀ,୧୪।୮: ଭାରତ ବାୟୋଟେକ-ଆଇସିଏମ୍‌ଆର ପକ୍ଷରୁ ପ୍ରସ୍ତୁତ କରାଯାଉଥିବା କୋଭିଡ-୧୯ ଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ପରୀକ୍ଷଣ ପ୍ରାରମ୍ଭିକ ଫଳାଫଳ ପରେ କୁହାଯାଉଛି ଯେ, ଏହି ଭାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ। ସେହିପରି ୬ଟି ସହରରେ ଭାରତ ବାୟୋଟେକ ଓ…

ଜିତିଲେ ଗେହଲଟ

ଜୟପୁର,୧୪।୮: ରାଜସ୍ଥାନ ରାଜନୀତିରେ ଲାଗିରହିଥିବା ସଙ୍କଟ ଶେଷ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାର ଆସ୍ଥା ଭୋଟରେ ବିଧାନସଭାରେ ବିଜୟଲାଭ କରିଛନ୍ତି। ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ଗେହଲଟ କହିଥିଲେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ହେଲେ ଏହା…

ସ୍ବାଧିନତା ଦିବସରେ ଦେଶବାସୀଙ୍କୁ ବଡ ଉପହାର ଦେଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳିବ ସ୍ବାଧିନତା ଦିବସ। ଏହି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। କୁହାଯାଉଛି କି ‘ଓ୍ବାନ ନେଶନ ଓ୍ବାନ ରାଶନ କାର୍ଡ’ ପରେ ଏବେ ସରକାର…

ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାକୁ ସୀମାକୁ ପଠାଯାଏ: କାହିଁକି ଏଭଳି କହିଲେ ପାଇଲଟ

ଜୟପୁର,୧୪।୮: ବହୁ ବାଦ ବିବାଦ ପରେ ଶୁକ୍ରବାର ରାଜସ୍ଥାନରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ବର୍ଷା ଯୋଗୁ ଅଧିବେଶନ ବିଳମ୍ବରେ ଆରମ୍ଭ ହୋଇଥିଲା। ଗେହଲଟଙ୍କ ସରକାରରେ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ଶାନ୍ତି କୁମାର ଧାରିଓ୍ବାଲ ଗୃହରେ ବିଶ୍ୱାସ…

କେରଳ ବିମାନ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୨୨ ଅଧିକାରୀ କରୋନା ପଜିଟିଭ

ତିରୁଭାନନ୍ତପୁରମ,୧୪।୮: କେରଳ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨୨ ଅଧିକାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଜଣେ ଜିଲାପାଳ ଓ ସ୍ଥାନୀୟ ପୋଲିସ ଅଧିକାରୀ ଥିବା ସୂଚନା ରହିଛି। ମଲ୍ଲାପୁରମର ମେଡିକାଲ ଅଫିସର ଏହି ସୂଚନା…

ଚାଇନାକୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ,୧୪ା୮: ଲଦାଖର ଲାଇନ ଅଫ୍‌ ଆକ୍ଟୁଆଲ କଣ୍ଟ୍ରୋଲ (LAC) ଉପରେ ଭାରତ ଏବଂ ଚାଇନା ସେନା ମଧ୍ୟରେ ତିକ୍ତତା ଲାଗିରହିଛି। ଚାଇନା ଯେକୌଣସି ଚାଲବାଜି କରିପାରେ ବୋଲି ଆଶଙ୍କା କରି ଏହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି।…

ସୁଧୁରୁନି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୪।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ। ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ଶୁକ୍ରବାର ହେଲଥ୍‌ ବୁଲେଟିନ୍‌ ଜାରି କରାଯାଇଛି। ଏହି ହେଲଥ୍‌ ବୁଲେଟିନ୍‌ ଅନୁସାରେ ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି…

ଗାଲାଣ୍ଟ୍ରି ପୁରସ୍କାର ଘୋଷଣା: ଟପ୍‌-୩ରେ ଏହି ରାଜ୍ୟର ପୋଲିସ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଗାଲାଣ୍ଟ୍ରି ସାହସିକତା ଓ ସେବା ପୁରସ୍କାରର ଏକ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ପ୍ରଥମ ନମ୍ବରରେ ଜମ୍ମୁ-କଶ୍ମୀର ପୋଲିସ ରହିଥିବା…

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ, ଚିଖାଲି ପୋଲିସ ଷ୍ଟେଶନର କର୍ମଚାରୀମାନେ ପୂରା ପୋଲିସ…

ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ

ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ ତେବେ ଜଳବାୟୁରେ ବି ଦେଶଭକ୍ତି ପରିଲକ୍ଷିତ ହେବା ସହ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଯାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri