ନୂଆ ସଂକ୍ରମଣ: ୧୦ ରାଜ୍ୟରୁ ୭୫% ମାମଲା

ନୂଆଦିଲ୍ଲୀ, ୨୭।୯: ଶନିବାର ୮୫,୩୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫% ଆକ୍ରାନ୍ତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଦ୍ୟାବଧି ୭ କୋଟି ନମୁନା ପରୀକ୍ଷଣ ହୋଇଛି। ଦୈନିକ ଯାଞ୍ଚ ଏବଂ ପରୀକ୍ଷଣ କ୍ଷମତା ୧୪ ଲକ୍ଷ ଟପିଛି। ନୂତନ ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ଆଗରେ ରହିଛି। ସେହିପରି ୭୫% ସଂକ୍ରମଣ ଚିହ୍ନଟ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ, ତାମିଲନାଡୁ, ଉତ୍ତରପ୍ରଦେଶ, ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୦୮୯ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ମହାମାରୀ କରୋନା ଭିତରେ ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଓଡ଼ିଶାରେ ପହଞ୍ଚିଲା କରୋନା ଔଷଧ ରେମ୍‌ଡେସିଭିର୍‌। ଏ ନେଇ ସ୍ବାସ୍ଥ୍ୟ...

ଦୂତାବାସ ଭିତରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତଦେହ…

ନୂଆଦିଲ୍ଲୀ,୭।୩ : ଭାରତ ପାଇଁ ପାଲେଷ୍ଟାଇନରୁ ଦୁଃଖଦ ଖବର ଆସିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ…

ନୂଆଦିଲ୍ଲୀ,୨୮।୩ : ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ଘୃଣା ମନ୍ତବ୍ୟକୁ ତ୍ୟାଗ କରିବା ଜରୁରୀ ବୋଲି ସୁପ୍ରିମ୍‌କୋର୍ଟ ମଙ୍ଗଳବାର କହିଛନ୍ତି। ଘୃଣା ଭାଷଣ...

ଲୋକସଭା ନିର୍ବାଚନକୁ ନେଇ ଅଖିଳେଶଙ୍କ ବଡ ଘୋଷଣା

ଲକ୍ଷ୍ନୌ,୨୪ ।୧୧: ଆସନ୍ତା ୨୦୨୪ ମସିହାରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବଡ ଘୋଷଣା କରଛନ୍ତି...

ଭାଜପା ଯେତେ ଜିତିବ ସେତେ ବିରୋଧ ଦେଖିବ : ମୋଦି

ନୂଆଦିଲ୍ଲୀ, ୨୯ା୩: ଭାଜପା ଯେତେ ନିର୍ବାଚନ ଜିତିବ ସେତିକି ଅଧିକ ବିରୋଧୀମାନଙ୍କ ଆକ୍ରୋଶରେ ସମ୍ମୁଖୀନ ହେବ ବୋଲି ମଙ୍ଗଳବାର ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ...

ମୋଦିଙ୍କ ପାଇଁ ଅକ୍ଟୋବର ୭ ଏକ ଐତିହାସିକ ଦିନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୯।୯:ଚଳିତ ବର୍ଷ ଅକ୍ଟୋବର ୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି। କାରଣ ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର...

ଜନସଂଖ୍ୟା ନେଇ ନୀତୀଶଙ୍କ ବିବାଦୀୟ ମନ୍ତବ୍ୟ, ପୁରୁଷ ଦାୟିତ୍ୱହୀନ-ମହିଳା ଅଶିକ୍ଷିତ …

ପାଟନା,୮।୧ : ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବିହାରର ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ କାରଣ...

Advertisement
Archives

Model This Week