ଆଇସିଏସ୍ଇ, ଆଇଏସ୍ସି ପାଠ୍ୟକ୍ରମ ହ୍ରାସ
ଲକ୍ଷ୍ନୌ,୬ା୭: କରୋନା ମହାମାରୀ ଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ଚଳିତ ଶିକ୍ଷାବର୍ଷ ପାଇଁ ଆଇସିଏସ୍ଇ ଏବଂ ଆଇଏସ୍ସି ପାଠ୍ୟକ୍ରମ ହ୍ରାସ କରାଯାଇଛି। ହ୍ରାସ ପାଇଥିବା ପାଠ୍ୟକ୍ରମ କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ (ସିଆଇଏସ୍ସିଇ) ଓ୍ବେବ୍ସାଇଟରେ ପ୍ରକାଶ ପାଇଛି।…
‘ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତ୍ୱ’
ନୂଆଦିଲ୍ଲୀ,୬ା୭(ଆଇଏଏନ୍ଏସ୍): ରାଜଧାନୀ ଦିଲ୍ଲୀରେ ରହିଥିବା ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀମାନଙ୍କୁ ଦୀର୍ଘମିଆଦୀ ଭିଜା ଯୋଗାଇ ଦିଆଯିବା ସହ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ସ୍ଥାୟୀ ଭାବେ ରହିବାର ସୁଯୋଗ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ଆଇନର…
ରୁଷିଆକୁ ଟପିଲା ଭାରତ
ନୂଆଦିଲ୍ଲୀ,୬ା୭(ପି.ଟି.): ଦେଶରେ କୋଭିଡ୍-୧୯ ସଂକ୍ରମଣ ବେକାବୁ ହେଲାଣି। ଗୋଟିଏ ଦିନରେ ସର୍ବାଧିକ ୨୪,୮୫୦ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୬୧୩ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରବିବାର ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬.୯୦,୩୯୬ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୧୯,୨୬୮କୁ…
ପୋଲିସ ବର୍ବରତା ଥମୁନାହିଁ
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୬ା୭ : ଏକ ସଭ୍ୟ ସମାଜର ପରିଚୟ ହେଉଛି ଏହାର ପ୍ରଭାବୀ ବିଚାର ଓ ପୋଲିସ ବ୍ୟବସ୍ଥା। ଯେତେବେଳେ ଦେଶରେ ଜଙ୍ଗଲରାଜ ଚାଲିଛି ବୋଲି କୁହାଯିବ ସେତେବେଳେ ବୁଝିବାକୁ ପଡ଼ିବ ଯେ ପୋଲିସର ନିଷ୍କ୍ରିୟତା ଓ କଚେରୀର ଅପାରଗତା ରହିଛି।…
କେବେ ଆସିବ କରୋନା ଟିକା, ସରକାର ଦେଲେ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ,୫।୭:ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର୍) କରୋନା ଭାଇରସ୍ ଟିକା ପ୍ରସ୍ତୁତ କରିବା ଅଭିଯାନକୁ ଜୋର୍ଦାର କରି ଅଗଷ୍ଟ ୧୫ ତାରିଖରେ ଏହି ଟିକା ଲଞ୍ଚ୍…
ବର୍ଷେ ପର୍ଯ୍ୟନ୍ତ ଜାରି ରହିବ କରୋନା ନିୟମ
ଥିରୁଭାନନ୍ତପୁରମ୍,୫।୭: ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେରଳ ସରକାର। କରୋନା ସଂକ୍ରମଣକୁ ରୋକିବା ପାଇଁ ରବିବାର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଆଗାମୀ ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି…
ମହମବତୀ କାରଖାନାରେ ଲାଗିଲା ନିଆଁ, ୭ଜଣଙ୍କ ଜୀବନଗଲା
ଗାଜିଆବାଦ୍, ୫।୭: ଉତ୍ତରପ୍ରଦେଶର ଗାଜିଆବାଦ ଜିଲା ମୋଦିନଗର ଅଞ୍ଚଳରେ ଥିବା ଏକ ମହମବତୀ ତିଆରି କାରଖଶାରେ ଭୀଷଣ ନିଆଁ ଲାଗିଯାଇଛି। ଫଲରେ ୭ଜଣ ଜୀବନ୍ତଦଗ୍ଧ ହୋଇଥିବାବେଳେ ୪ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏବେ ବି କାରଖାନା ଭିତରେ ଅନେକ କର୍ମଚାରୀ…
ମିଳିଲାନି ସାହାଯ୍ୟ, ମା’ଙ୍କ ମୃତଦେହକୁ ବ୍ୟାଗ୍ରେ ବାନ୍ଧି ନେଲେ ପୁଅ
ମୁମ୍ବାଇ,୫।୭: ମୁମ୍ବାଇର ଏକ ଡାକ୍ତରଖାନାରେ କର୍ମଚାରୀଙ୍କ ଉଦାସୀନତା ହେତୁ ଜଣେ ଯୁବକ ନିଜ ମା’ଙ୍କ ମୃତଦେହକୁ ଏକ ବ୍ୟାଗରେ ପୂରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି। କରୋନା ଯୋଗୁ ମା’ଙ୍କ ମୃତ୍ୟୁ ହେବାରୁ କୌଣସି କର୍ମଚାରୀ ମୃତଦେହ ନେବାକୁ ରାଜି ନ…
ନିଜ ଇଚ୍ଛାରେ କରୋନା ସଂକ୍ରମିତ ହେବାକୁ ଚାହୁଁଛନ୍ତି ୩୦ ହଜାରରୁ ଅଧିକ ଲୋକ !
ନୂଆଦିଲ୍ଲୀ,୫।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବା ଟିକା ବାହାରି ପାରି ନାହିଁ। ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏବେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କାମରେ ଲାଗି…
ନିର୍ବନ୍ଧ ଭାଙ୍ଗିବାରୁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଆଉ ତା’ପରେ
ଜୟପୁର,୫।୭: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାର ପତରୋଡାରେ ଗ୍ରାମରେ ଏକ ନିଆରା ଘଟଣା ଘଟିଛି। ନିର୍ବନ୍ଧ ଭାଙ୍ଗିଯିବାରୁ ଜଣେ ଯୁବକ ନିରାଶ ହୋଇ ପାଣି ଟାଙ୍କି ଉପରେ ଚଢି ନିଜ ରାଗ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଯେଉଁ ଯୁବତୀଙ୍କ ସହ ତାଙ୍କ ନିର୍ବନ୍ଧ…
ଚାଇନାକୁ ଚେତାବନୀ ଦେଲେ ରାଜନାଥ
ନୂଆଦିଲ୍ଲୀ,୫।୭: ପୂର୍ବ ଲଦ୍ଦାଖର ଗଲଓ୍ବାନ ଘାଟିରେ ଭାତର-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସିଧାସଳଖ ଚାଇନାକୁ ଚେତାବନୀ ଦେଇଛନ୍ତି। ରବିବାର ଦିଲ୍ଲୀରେ ଏକ କୋଭିଡ ସେଣ୍ଟର ପରିଦର୍ଶନରେ…
ଚାକିରି ଦେବ ପତଞ୍ଜଳି !
ନୂଆଦିଲ୍ଲୀ,୫।୭: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ(ସିଆର୍ପିଏଫ୍)ର ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବ ବୋଲି ଜଣାପଡିଛି। ଏମାନଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ତେବେ ପତଞ୍ଜଳିର ଟେକ୍ନିକାଲ, ସିକ୍ୟୁରିଟି, ଇଲେକ୍ଟ୍ରିକାଲ ୟୁନିଟ,…
Archives


