ଜାତୀୟ

କୋର୍ଟରେ କରୋନା ସଂକ୍ରମଣ

ପାନିପଥ, ୫।୭: ହରିୟାଣାର ଗୁଡ଼ଗାଓଁ କୋର୍ଟରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। କୋର୍ଟର ଜଣେ ମହିଳା ବିଚାରପତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ ବିଚାରପତିଙ୍କୁ ୧୪ ଦିନ ଛୁଟି ମଞ୍ଜୁର କରାଯାଇ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି।…

ଦିଲ୍ଲୀରେ ସ୍ଥାପିତ ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର

ନୂଆଦିଲ୍ଲୀ, ୫।୭: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ସ୍ଥାପିତ କରାଯାଇଛି। ଏହି ସେଣ୍ଟରର ପରିଦର୍ଶନ ମୁଖ୍ୟମନ୍ତ୍ରୀ…

ଅର୍ଥମନ୍ତ୍ରୀଙ୍କୁ ବିଷଧର ସର୍ପ ସହ ତୁଳନା କଲେ ଟିଏମ୍‌ସି ନେତା

ବାଙ୍କୁରା,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣଙ୍କୁ ଏକ ବିଷଧର ସର୍ପ ସହ ତୁଳନା କରିଛନ୍ତି ଜଣେ ଟିଏମ୍‌ସି ନେତା। ସେ କହିଛନ୍ତି କଳା ନାଗ କାମୁଡିଲେ ତା’ର ବିଷରେ ଯେମିତି ଲୋକଙ୍କର ମୃତ୍ୟୁ ହୁଏ ଠିକ୍‌ ସେହିପରି ଅର୍ଥମନ୍ତ୍ରୀ ଏବେ ଦେଶର ଅର୍ଥନୀତିକୁ…

ଭାରତୀୟ ଯବାନଙ୍କୁ ନିମ୍ନମାନର ସ୍ନୋ ସୁଟ୍‌ ଯୋଗାଉଥିବା କମ୍ପାନୀକୁ ବାରମ୍ବାର ମିଳୁଛି ଠିକା

ନୂଆଦିଲ୍ଲୀ, ୫।୭: ସିଆଚେନ୍‌ ଗ୍ଲାସିଅରରେ ମୁତୟନ ଥିବା ଭାରତୀୟ ଯବାନଙ୍କୁ ପ୍ରବଳ ଥଣ୍ଡାରୁ ସୁରକ୍ଷିତ ରହିବା ଲାଗି ସ୍ନୋ ସୁଟ୍‌ ଯୋଗାଇ ଦିଆଯାଉଛି। ଏହା ଶ୍ରୀଲଙ୍କାର ରେନ୍‌ଓ୍ବେର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଯୋଗାଇ ଦିଆଯାଉଛି। ଏହି ସ୍ନୋ ସୁଟ୍‌ ଗୁଡ଼ିକ ନିମ୍ନମାନର…

ଆମେରିକା, ବ୍ରାଜିଲ ପରେ ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୫ା୭ ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଛାଲିଛି। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୭୩ ହଜାର ୧୬୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି।…

ଟିକ୍‌ଟକ୍‌ ବ୍ୟାନ ହେବା ପରେ ଏବେ ନିଦ ହଜିଲାଣି ଦେଶୀ ଆପ୍‌ ମାଲିକଙ୍କର

ନୂଆଦିଲ୍ଲୀ,୫।୭: ଚାଇନାର ଆପ୍‌ ଟିକ୍‌ଟକ୍‌ ବନ୍ଦ ହେବା ପରେ ଏବେ ଦେଶୀ ଆପ୍‌ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍‌ଟକ୍‌ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି।…

କରୋନା ସଂକ୍ରମଣ: ଭାରତ ଆମେରିକା-ବ୍ରାଜିଲ୍‌କୁ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୫।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୯୪୭ରେ ପହଞ୍ଚିଛି। ଏବେ ଭାରତ ରୁଷ୍‌ ପାଖାପାଖି ପହଞ୍ଚି ଯାଇଛି। ରୁଷ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୪…

ସିଆର୍‌ପିଏଫ୍‌ ଯବାନଙ୍କ ଆଉ ଏକ ଦେଶସେବା

ନୂଆଦିଲ୍ଲୀ,୫।୭: କରୋନା ମହାମାରୀ ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ଦୂରେଇ ଦେବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଯବାନ। ସାଧାରଣ ଜନତାଙ୍କୁ ଘରେ ସୁରକ୍ଷିତ ରହିବାକୁ କହି ଏମାନେ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ହେଲେ ଏହି କରୋନା…

ଶିବରାଜ-ସିନ୍ଧିଆ ଟଣାଓଟରା: ଛିଣ୍ଡୁନି ବିଭାଗ ଭାଗବଣ୍ଟା

ଭୋପାଳ, ୫।୭: ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୩ ଦିନ ବିତିଲାଣି। ତେବେ କାହାକୁ କେଉଁ ବିଭାଗ ମିଳିବ ସେନେଇ ଭାଗବଣ୍ଟା ଛିଣ୍ଡୁନି।…

ଡରାଇ ଚାଲିଛି କରୋନା: ୨୪ ଘଣ୍ଟାରେ ୨୪ହଜାର ଅତିକ୍ରମ କରି ପୁଣି କଲା ରେକର୍ଡ

ନୂଆଦିଲ୍ଲୀ,୫।୭: ସମସ୍ତଙ୍କ ଚିନ୍ତା ବଢାଇ ଚାଲଛି କରୋନା ସଂକ୍ରମଣ। ଦେଶରେ ସଂକ୍ରମଣର ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୨୪,୮୫୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି…

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ପୁଣି ଆକ୍ରମଣ: ଆଇଇଡ଼ି ବିସ୍ଫୋରଣ କଲେ ଆତଙ୍କବାଦୀ

ଶ୍ରୀନଗର, ୫।୭: ଜମ୍ମୁ-କଶ୍ମୀର ପୁଳଓ୍ବାମା ଜିଲାରେ ରବିବାର ପୁଣି ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସକାଳ ୭ଟା ୪୦ରେ ଆତଙ୍କବାଦୀମାନେ ୧୮୨ ବାଟାଲିୟନ ସିଆର୍‌ପିଏଫ୍‌ ଟିମ୍‌କୁ ଲକ୍ଷ୍ୟ କରି ଆଇଇଡ଼ି ବିସ୍ଫୋରଣ କରିଛନ୍ତି। ଏଥିରେ ଜଣେ ଭାରତୀୟ…

ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍‌ରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ, ୫।୭: କାରଗିଲ୍‌ର ଟାଇଗର ହିଲ୍‌କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର ଯୋଗେନ୍ଦ୍ର ସିଂଙ୍କ ଯୋଗୁ ଟାଇଗର ହିଲ୍‌ରେ ତ୍ରିରଙ୍ଗା ଉଡ଼ିଥିଲା। ତାଙ୍କ ସୂଚନା ଯୋଗୁ ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri