ଜାତୀୟ

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲା: ଜାମିନକୁ ନେଇ ବିରୋଧ ପ୍ରଦର୍ଶନ କଲା ଭାଜପା

ମୁମ୍ବାଇ,୧୨ ।୯: ମହାରାଷ୍ଟ୍ରରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ମାଡ ମାମଲାରେ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏବେ ଏହାକୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଅତିରିକ୍ତ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ…

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ ତାଙ୍କ ସ୍ବାମୀଙ୍କର ଦୁଇଦିନ ପୂର୍ବରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗିପଡ଼ି ସେ…

ଥଣ୍ଡା ପଡିଲେ ଚିରାଗ

ପାଟନା,୧୨ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର ଗସ୍ତ କରିଛନ୍ତି । ତାଙ୍କ ଗସ୍ତ ପରେ ଲୋକଜନଶକ୍ତି ପାର୍ଟି(ଏଲ୍‌ଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ…

ରାଜଧାନୀରେ ଝୁମ୍ପୁଡ଼ି ରାଜନୀତି: ଭାଜପା-ଏପିପି ମୁହାଁମୁହିଁ

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟାଇବା ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ରେଲଓ୍ବେ ସୁରକ୍ଷା ଜୋନ୍‌ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ହଟାଯିବ। ନିର୍ଦ୍ଦେଶ ଅନୁସାରେ…

ପ୍ରଥମଥର ବିମାନ ବନ୍ଦରରେ ହେଲା କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୨ ।୯: କରୋନା ମହାମାରୀ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏହାର ଟେଷ୍ଟିଂ ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ଦେଶର ସବୁ ସ୍ଥାନରେ ଟେଷ୍ଟିଂ ସୁବିଧା ଲପଲବ୍ଧ ହେଲାଣି । ତେବେ ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିମିଟେଡ(ଡିଆଏଲ)ପକ୍ଷରୁ…

ଡ୍ରମରୁ ଗହମ ବାହାର କରୁଥିଲେ ମହିଳା, ଗହମ ବଦଳରେ ବାହାରିଲା…

ଲକ୍ଷ୍ନୌ,୧୨ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାର ଫୁଲବାହାର ଥାନା ଅଞ୍ଚଳର ଜଣେ ମହିଳା ଘରେ ଥିବା ଡ୍ରମରୁ ଗହମ ବାହାର କରୁଥିଲେ। ଏଥିରୁ ଗହମ ବାହାରିବା ପରିବର୍ତ୍ତେ ଏକ ବିରାଟ ଅଜଗର ବାହାରିଲା। ଏହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ।…

ସମତଳ ହେବ ଆବର୍ଜନା ପାହାଡ଼

ନୂଆଦିଲ୍ଲୀ, ୧୨।୯: ରାଜଧାନୀ ଦିଲ୍ଲୀର ପୂର୍ବ ଅଞ୍ଚଳରେ ଥିବା ଗାଜିପୁରର ଏସିଆର ବୃହତମ ଆବର୍ଜନା ପାହାଡ଼ ସମତଳ କରାଯିବ। ମାଟି ଉପରେ ଏହାକୁ ସ୍ତର ସ୍ତର କରି ବିଛାଇ ଦିଆଯିବ। ୭୦ ଏକର ପରିମିତ ଜମିରେ ଥିବା ଏହି ଆବର୍ଜନା ପାହାଡ଼ର…

ଟିକା ନ ଆସିବା ପର୍ଯ୍ୟନ୍ତ କୋହଳ ହେବନି କଟକଣା: ମୋଦି

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକା ପାଳନ କରିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଟିକା ଆସିନି ସେ ପର୍ଯ୍ୟନ୍ତ କଟକଣା କୋହଳ…

ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟଙ୍କ ପରଲୋକ

ମୁମ୍ବାଇ,୧୨ ।୯: ବଲିଉଡ୍ ଗାୟିକା ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟ ପୋଡୱାଲଙ୍କ ଶନିବାର ମାତ୍ର ୩୫ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ହେବ ସେ କିଡ୍‌ନୀ ସମସ୍ୟାରେ ପୀଡିତ ଥିବା ବେଳେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ…

ଭାରତର କୂଟନୀତି ଆଗରେ ମୁଣ୍ଡ ନୋଇଲା ଚାଇନା: ୫ ବନ୍ଧକ ଯୁବକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ, ୧୨।୯: ଭାରତର କୂଟନୀତି ଆଗରେ ଶେଷରେ ଚାଇନା ମୁଣ୍ଡ ନୋଇଛି। ସେପ୍ଟେମ୍ବର ୪ରେ ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଚାଇନା ସୈନ୍ୟ ଉଠାଇନେଇଥିଲେ। ଶେଷରେ ୮ ଦିନ ପରେ ଯୁବକମାନେ ଘରକୁ ଫେରିଛନ୍ତି। ଶନିବାର ଚାଇନା ସୈନ୍ୟ ସେମାନଙ୍କୁ କିବିତୁ…

ରିଆ ଚକ୍ରବର୍ତ୍ତି ଡ୍ରଗ୍ସ ମାମଲା: ମୁମ୍ବାଇ, ଗୋଆ ସମେତ ୭ ସ୍ଥାନରେ ଚଢାଉ

ମୁମ୍ବାଇ,୧୨ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାକୁ ନେଇ ଯାଞ୍ଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଏବେ ପୁରା ଆକ୍ସନ ମୁଡର ରହିଛି । ଡ୍ରଗ୍ସ କାରବାର ସହ ସମ୍ପୃକ୍ତ ଥିବା…

ବିହାର ବିଧାନସଭା ନିର୍ବାଚନ: ନୀତୀଶଙ୍କୁ ଭେଟିଲେ ନଡ୍ଡା

ପାଟନା, ୧୨ ।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳ ଏହାକୁ ନେଇ ରାଜନୀତି ବି ହେଲାଣି ସରଗରମ । ଶନିବାର ଏନ୍‌ଡିଏ ସିଟ୍ ଶେୟାରିଂକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଶୀର୍ଷ ନେତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri