Posted inଜାତୀୟ

ଅନ୍‌ଲାଇନରେ ପାଠ ପଢି ପାରୁ ନ ଥିବା ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି କନଷ୍ଟେବଳ

ନୂଆଦିଲ୍ଲୀ,୧୮ ।୧୦: କରୋନା ମହାମାରୀ ପରଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏବେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢାଯାଉଛି । ଏତିକି ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଜଧାନୀ ଦିଲ୍ଲୀର କନଷ୍ଟେବଳ ଥାନ ସିଂ । ରେଡ ଫୋର୍ଟ ଅଞ୍ଚଳରେ କିଛି ପିଲାଙ୍କୁ ନେଇ ସେ ଏକ ମନ୍ଦିର ପ୍ରାଙ୍ଗଣରେ ପାଠ ପଢାଉଛନ୍ତି । ବିଶେଷ କରି ଏମାନେ ଲନ୍‌ଲାଇନରେ ପାଠପଢି ପାରୁ ନାହାଁନ୍ତି । କନଷ୍ଟେବଳ ଥାନ କହିଛନ୍ତି, ଯେଉଁମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି ତଥା କରୋନା ମହାମାରୀ ସମୟରେ ଯେଉଁପିଲାମାନେ ଅନ୍‌ଲାଇନରେ ପାଠ ପଢି ପାରୁ ନାହାଁନ୍ତି ସେମିତି ପିଲାଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । ବାସ୍ତବରେ ପାଠ ନ ପଢି ଏମାନେ ଭୁଲ୍ ବାଟରେ ଚାଲି ନ ଯାଆନ୍ତୁ ଅବା କୌଣସି ଅପରାଧରେ ସାମିଲ ନ ହୁଅନ୍ତୁ ବୋଲି ସେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ଏହି ଗରିବ ପିଲାମାନଙ୍କୁ ପାଠ ପଢାଉଛନ୍ତି । ସଚନାଯୋଗ୍ୟ, କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଏବେ ସାରା ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି କହିଲେ ଚଳେ ।


Enter your email to get our daily news in your inbox.

All Right Reserved By Dharitri.Com

‘ମାନବାଧିକାର ରିପୋର୍ଟରେ ସତ୍ୟତା ନାହିଁ’

କୋଲକାତା,୨୮।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ କାଲକୁତା ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲା ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ସେହି ରିପୋର୍ଟରେ କୌଣସି...

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଡିସିଜିଆଇରେ କଲା ଆବେଦନ: ଜରୁରୀକାଳୀନ ସ୍ଥିତିରେ ଦିଆଯିବ କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟିଶ୍‌ ଡ୍ରଗ୍‌ ନିର୍ମାତା ଆଷ୍ଟ୍ରାଜେନିକା ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା...

ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆ-ଶରଦ-ମମତାଙ୍କ ସମର୍ଥନ ଲୋଡିଲେ ଦ୍ରୌପଦୀ

ନୂଆଦିଲ୍ଲୀ,୨୪।୬: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ...

କରୋନା ପରେ ସ୍କୁଲ ଖୋଲିଲେ ମଧ୍ୟ ୩.୪୮ ଲକ୍ଷ ପିଲା ପଢ଼ିବାକୁ ଆସୁ ନାହାନ୍ତି …

ନୂଆଦିଲ୍ଲୀ,୨୭।୧୦ : ବିନାଶକାରୀ କରୋନା ସଂକ୍ରମଣ ପରେ ଜୀବନ ପ୍ରାୟ ସ୍ବାଭାବିକ ଫେରିଛି। ସ୍କୁଲଗୁଡ଼ିକରେ ନିୟମିତ ଭାବେ ପାଠପଢ଼ା ଜାରି ରହିଛି। ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ...

ମହିଳା ଟ୍ରେନ୍ ଯାତ୍ରୀଙ୍କ ନିକଟରୁ ଶହେ ଜିଲୋଟିନ୍ ଛଡ, ୩୫୦ ଡିଟୋନେଟର ଜବତ

କୋଝିକୋଡ,୨୬ ।୨: କେରଳର କୋଝିକୋଡ ରେଲୱେ ଷ୍ଟେଶନରୁ ଜଣେ ମହିଳା ଯାତ୍ରୀଙ୍କ ନିକଟରୁ ୧୦୦ ଜିଲୋଟିନ ଛଡ ଓ ୩୫୦ ଡିଟୋନେଟର ଜବତ ହୋଇଥିବା ସୂଚନା...

ବିଦ୍ୟୁତ୍‌ ନାହିଁ, ବିଲ୍‌ ୬୦ ହଜାର

ଶାମ୍‌ଲି,୨୩।୧୧: ବିଦ୍ୟୁତ୍‌ ସଂଯୋଗ ଦିଆଯାଇନାହିଁ। କିନ୍ତୁ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିସିଟି ବିଲ୍‌ ଆସୁଛି। ଉତ୍ତର ପ୍ରଦେଶର ଶାମ୍‌ଲି...

ରାହୁଲ ଗାନ୍ଧୀଙ୍କ ଭଳି ଲୋକ ଗଣତନ୍ତ୍ର ପାଇଁ ବିପଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ସୋମବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗାନ୍ଧୀ ପରିବାର ନିଜକୁ ସମସ୍ତଙ୍କଠାରୁ ଅଲଗା ଏବଂ...

ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ, ୨୩।୯: ଚଳିତ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୨୦୧୯ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି। ଏନେଇ ଏଏପି...

Advertisement
Archives

Model This Week