ଜାତୀୟ

କରୋନା ଲଢ଼େଇରେ ହିରୋ ସାଜିଛନ୍ତି ୧୮୦ ମୌଲବୀ

ମୁମ୍ବାଇ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ୧୮୦ ଜଣ ମୌଲବୀ କରୋନା ଲଢ଼େଇରେ ହିରୋ ସାଜିଛନ୍ତି। ସେମାନେ ଘରଘର ବୁଲି ସଚେତନତା ବାର୍ତ୍ତା ଦେଉଛନ୍ତି। କିଭଳି କରୋନା ସଂକ୍ରମଣରୁ ଦୂରେଇ ରହିହେବ ସେ ନେଇ ଲୋକଙ୍କୁ…

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ ଖବରଦାତା ସମ୍ମିଳନୀରେ ହାଥରସ ଘଟଣାରେ ମୋଦିଙ୍କ ନିରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।…

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୬।୧୦: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୯ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗରେ ଦିଲ୍ଲୀର ସ୍ପେଶାଲ କୋର୍ଟ ବିଚାରପତି ଭାରତ ପରାଶର ଦିଲ୍ଲୀପଙ୍କୁ…

ପୀଡ଼ିତାଙ୍କ ଭାଇ, ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ହୋଇଥିଲା ୫ ଘଣ୍ଟା କଥାବାର୍ତ୍ତା

ଲକ୍ଷ୍ନୌ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ଘଟଣାରେ ନୂଆ ନୂଆ ଖବର ମିଳିବାରେ ଲାଗିଛି। ଏବେ କୁହାଯାଉଛି ଯେ, ପୀଡ଼ିତାଙ୍କ ଭାଇ ଏବଂ ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ୫ ଘଣ୍ଟା କଥାବାର୍ତ୍ତା ହୋଇଥିଲା। ଅଭିଯୁକ୍ତ ସନ୍ଦୀପ୍‌ ଏବଂ ପୀଡ଼ିତାଙ୍କ ଘର…

ସିନେମା ହଲରେ ଉପସ୍ଥିତ ରହିବେ ୫୦ ପ୍ରତିଶତ ଦର୍ଶକ

ନୂଆଦିଲ୍ଲୀ,୬ ।୧୦: କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୫ ନିୟମ ଅନୁଯାୟୀ ଅକ୍ଟୋବର ୧୫ରେ ଖୋଲିବାକୁ ଯାଉଛି ସିନେମା ହଲ୍ ଓ ଥିଏଟର । ଏବେ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର(ଏସ୍‌ଓପି) ଜାରି କରିଛନ୍ତି ।…

ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର ନ୍ୟାୟିକ ହାଜତର ସମୟ ସୀମାକୁ ମଙ୍ଗଳବାର ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା…

ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା ୮୦ ହଜାରରୁ ଅଧିକ ଫେକ୍‌ ଆକାଉଣ୍ଟ

ମୁମ୍ବାଇ, ୬।୧୦: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ଖବର ଯୋଡ଼ି ହେବାରେ ଲାଗିଛି। ଏବେ ମୁମ୍ବାଇ ପୋଲିସ ପକ୍ଷରୁ ନୂଆ ତଥ୍ୟ ପଦାକୁ ଆସିଛି। ମୁମ୍ବାଇ ପୋଲିସକୁ ବଦନାମ୍‌ କରିବା ଲାଗି ତିଆରି ହୋଇଥିଲା…

ହାଥରସ୍‌ ଯାଉଥିବା ୪ ଗିରଫ: ପିଏଫ୍‌ଆଇ ଏଜେଣ୍ଟ୍‌ ବୋଲି କହିଲା ପୋଲିସ

ନୂଆଦିଲ୍ଲୀ, ୬।୧୦: ଉତ୍ତରପ୍ରଦେଶର ହାଥରସ୍‌ ବଳାତ୍କାର ନେଇ ସାରାଦେଶରେ ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀରୁ ହଥାରସ୍‌ ଯାଉଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ କେରଳର ମଲ୍ଲପୁରମର ଜଣେ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରହିଛନ୍ତି। ସେମାନେ ବିଚ୍ଛିନ୍ନତାବାଦି ସଂଗଠନ…

ଯୋଗୀ ସରକାରଙ୍କ ସତ୍ୟପାଠ: ରାତ୍ରରେ ସଂସ୍କାର ନ କରିଥିଲେ ସକାଳେ ଥିଲା ଦଙ୍ଗାର ଆଶଙ୍କା

ନୂଆଦିଲ୍ଲୀ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିିତ୍ୟନାଥ ସରକାର ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ରାତ୍ରରେ ପୀଡ଼ିତାଙ୍କ ମୃତଦେହ ସଂସ୍କାର ହୋଇ ନ ଥିଲେ ସକାଳେ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କା…

ବିହାର ନିର୍ବାଚନ: ଜନତାଙ୍କୁ ଚିରାଗଙ୍କ ଖୋଲା ପତ୍ର

ପାଟନା,୬ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ମଧ୍ୟ ବେଳକୁ ବେଳ ହେଉଛି ସରଗରମ । ଏନ୍‌ଡିଏରୁ ବାହାରିବା ପରେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ମୁଖ୍ୟ ଚିରାଗ ପାଶୱାନ ସୋମବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି…

ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ପ୍ରତିଶତ କମିଲା

ନୂଆଦିଲ୍ଲୀ, ୬।୧୦: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୧ ହଜାର ୨୬୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହା ୯୮ ହଜାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତେବେ ଏହା ଏବେ…

ଜେଡିୟୁ, ଆର୍‌ଜେଡି ପ୍ରାର୍ଥୀ ତାଲିକା ଘୋଷିତ

ପାଟନା,୬।୧୦: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ସୋମବାର ଜେଡିୟୁ ଓ ଆର୍‌ଜେଡି ପକ୍ଷରୁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି। ଆର୍‌ଜେଡି ପକ୍ଷରୁ ୧୫ ଜଣଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଦଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri