ରଶିଦ ମାସୁଦଙ୍କ ଦେହାନ୍ତ
ନୂଆଦିଲ୍ଲୀ,୬।୧୦: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଜି ରଶିଦ ମାସୁଦଙ୍କ ଉତ୍ତରାଖଣ୍ଡର ରୁର୍କିସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୋମବାର ସକାଳେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଏ ସମ୍ପର୍କରେ ତାଙ୍କ ପୁତୁରା ତଥା କଂଗ୍ରେସ ନେତା ଇମ୍ରାନ ମାସୁଦ ସୂଚନା…
ଯୁବକଙ୍କ ପେଟରୁ ବାହାରିଲା ଏମିତି କିଛି, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ
ଉତ୍ତର ପ୍ରଦେଶ ଉନ୍ନାଓ ଜିଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ର କୁସୁମ ନାମକ ଜଣେ ଯୁବକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।…
ହାଥରସ ଗଣବଳାତ୍କାର ମାମଲାର ଅଭିଯୁକ୍ତଙ୍କ ପାଇଁ ଲଢିବେ ଆଇନଜୀବୀ ଏପି ସିଂ
ନୂଆଦିଲ୍ଲୀ,୫।୧୦-ବରିଷ୍ଠ ଆଇନଜୀବୀ ଏପି ସିଂ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କ ପାଇଁ କୋର୍ଟରେ ମାମଲା ଲଢିବେ ବୋଲି ଜଣାପଡିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ରକ୍ଷା କରିବା ପାଇଁ ଅଖିଲ ଭାରତୀୟ କ୍ଷତ୍ରୀୟ ମହାସଭା ଏପି ସିଂଙ୍କୁ ନିଯୁକ୍ତ କରିଛି।…
ଭାରତ-ଚାଇନା ଟେନ୍ସନ; ୧୭ ନଭେମ୍ବରରେ ଭେଟାଭେଟି ହେବେ ମୋଦି-ଜିନ୍ପିଙ୍ଗ୍
ନୂଆଦିଲ୍ଲୀ, ୫।୧୦: ଭାରତ ଓ ଚାଇନା ମଧ୍ୟରେ କିଛି ମାସ ହେବ ଲାଗି ରହିଥିବା ସୀମା ବିବାଦକୁ ହ୍ରାସ କରିବା ଲାଗି ଉଦ୍ୟମ ଜାରି ରହିଛି। ଏହି ସମୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍…
ପଗଡ଼ି ଭିତରେ ନେଇ ଯାଉଥିଲେ ୪୭ ଲକ୍ଷ ମୂଲ୍ୟର ସୁନା
ନୂଆଦିଲ୍ଲୀ, ୫।୧୦: ଦିଲ୍ଲୀ ବିମାନ ବନ୍ଦରରେ ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଦୁବାଇରୁ ଏବଂ ଜଣେ ତାଜିକସ୍ତାନରୁ ଆସିଛନ୍ତି। ସେମାନଙ୍କ ନିକଟରୁ ମୋଟ୍ ୪୭…
ହାଥରସ ପୀଡିତାଙ୍କ ପରିବାରକୁ ଭେଟି ଫେରୁଥିବାବେଳେ ଆମ ଆଦମି ପାର୍ଟି ଏମ୍ପିଙ୍କ ଉପରକୁ କାଳି ଫୋପାଡିଲେ ଦୁର୍ବୃତ୍ତ
ଲକ୍ଷ୍ନୌ,୫।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାର ଲୋକଙ୍କୁ ସୋମବାର ଆମ ଆଦମି ପାର୍ଟି (ଏଏପି)ର ଏମ୍ପି ସଞ୍ଜୟ ସିଂ ଭେଟିଛନ୍ତି। କିଛି ସମୟ ଧରି ପୀଡିତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସଞ୍ଜୟ ଆଲୋଚନା କରିଥିଲେ। ଏହି ସମୟରେ ଆମ ଆଦମି…
ସିଆର୍ପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଶହୀଦ୍, ୫ ଆହତ
ଶ୍ରୀନଗର, ୫।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସିଆର୍ପିଏଫ୍ ୧୧୦ ବାଟାଲିୟନ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ୍ ହେବା ସହିତ ୫ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଭାରତ ସହ ଯୁଦ୍ଧ ହେଲେ ଅଟଳ ଟନେଲ୍କୁ ଧ୍ୱଂସ କରିବ ଚାଇନା: ଗ୍ଲୋବାଲ ଟାଇମ୍ସ୍ର ଧମକ
ନୂଆଦିଲ୍ଲୀ, ୫।୧୦: ଭାରତ ସହିତ ଯୁଦ୍ଧ ହେଲେ ଅଟଳ ଟନେଲ୍କୁ ଚାଇନା ଧ୍ୱଂସ କରିଦେବ। ଏଭଳି ଖବର ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍ରେ ପ୍ରକାଶ ପାଇଛି। ଅଟଳ ଟନେଲ ଯୋଗୁ ଭାରତୀୟ ସେନାଙ୍କୁ କୌଣସି ସହାୟତା ମିଳିପାରିବ ନାହିଁ।…
ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବାୟୁସେନା: ଭଦୌରିଆ
ନୂଆଦିଲ୍ଲୀ,୫ ।୧୦: ଲଦ୍ଦାଖ ସୀମାରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ସୋମବାର ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ କହିଛନ୍ତି ଭାରତ ଦୁଇ ପଟରୁ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ ବାୟୁସେନା…
ଫେସ୍ବୁକ୍ରୁ ପ୍ରେମ, ବିବାହ ପାଇଁ ପ୍ରେମିକ ମନା କରିବାରୁ ଘଟିଲା ଏମିତି
ଡେରାଡୁନ୍,୫ା୧୦: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ର ଜଣେ ଯୁବତୀ ଏବଂ ଝାଡ଼ଖଣ୍ଡର ଗରଓ୍ବା ଜିଲାର ଜଣେ ଯୁବକଙ୍କ ମଧ୍ୟରେ ଫେସ୍ବୁକ୍ରୁ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କୁ ତାଙ୍କ ପୁଅ ବିବାହ କରିବ…
କୋଭାକ୍ସିନ୍ରେ ମିଶାଯିବ ଆଲହାଇଡ୍ରୋକ୍ସିକ୍ୟୁଇମ୍-୨
ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ୍ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଛି। ଅଧିକ ସୁଫଳ ମିଳିବା ପାଇଁ କୋଭାକ୍ସିନ୍ରେ ଆଲହାଇଡ୍ରୋକ୍ସିକ୍ୟୁଇମ୍-୨ ନାମକ ଏକ ବୁଷ୍ଟର ମିଶ୍ରିତ କରାଯିବ। ଏହି ବୁଷ୍ଟର ଟିକାର ହ୍ୟୁମାନ…
ବିହାର ନିର୍ବାଚନ: ୩ ଯୁବ ଚେହେରା ନେଇ ଚର୍ଚ୍ଚା…
ପାଟନା, ୫।୧୦: ବିହାର ବିଧାନସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଚଳିତ ନିର୍ବାଚନରେ ଭାଜପା, ଆର୍ଜେଡ଼ି ଏବଂ ଏଲ୍ଜେପି ପକ୍ଷରୁ ୩ ଯୁବ ଚେହେରାଙ୍କୁ ନେଇ ଭୋଟ ରାଜନୀତି କରିବେ ବୋଲି…
Archives


