ଜାତୀୟ

ଜେଏମ୍‌ଏମ୍‌ ନେତାଙ୍କୁ ଗୁଳି କରି ହତ୍ୟା: ଘର ଅଗଣାରେ ସ୍ତ୍ରୀ-ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଧାନବାଦ, ୧୧।୧୦: ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ ନେତା ଶଙ୍କର ରଓ୍ବାନି ଏବଂ ତାଙ୍କ ସ୍ତ୍ରୀ ବାଳିକା ଦେବୀଙ୍କ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହା ଘଟିଥିବା ପୋଲିସ ଅନୁମାନ କରୁଛି। ସୁଦାମଡ଼ିହ ଥାନା ଅନ୍ତର୍ଗତ ଭୈରା ଗୋରଖୁଣ୍ଟି ସ୍ଥିତ ବାସ…

ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସରକାରରେ ବିଦ୍ରୋହ: ଦିଲ୍ଲୀରେ ୧୨ବିଧାୟକ

ଅଗରତାଲା, ୧୧।୧୦: ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ସରକାରରେ ବିଦ୍ରୋହ ସୃଷ୍ଟି ହୋଇଛି। ଶାସକଦଳର ୧୨ ଜଣ ଅସନ୍ତୁଷ୍ଟ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ଡେରା ପକାଇ ରହିଛନ୍ତି। ବିଧାୟକମାନେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.…

ବିହାର ନିର୍ବାଚନ: ଲଢିବା ପୂର୍ବରୁ ମଉଳିଗଲା ୭ ପ୍ରାର୍ଥୀଙ୍କ ସ୍ୱପ୍ନ

ପାଟନା, ୧୧ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ ହୋଇଛି । ହେଲେ ଏଥିରେ ୭ ଜଣ ପ୍ରାର୍ଥୀଙ୍କ ସ୍ୱପ୍ନ ନିର୍ବାଚନ ଲଢିବା ପୂର୍ବରୁ ମଉଳି ଯାଇଛି । ବକ୍ସର ନିର୍ବାଚନ ମଣ୍ଡଳୀର ପ୍ରାର୍ଥିପତ୍ର ଯାଞ୍ଚ…

ଭାରତମାଳା ପରିଯୋଜନାରେ ୧୨ ହଜାରରୁ ଅଧିକ କିମିର ସଡ଼କ ପଥର କାର୍ଯ୍ୟ ଶେଷ ହୋଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୧।୧୦: ଭାରତମାଳା ପରିଯୋଜନା ଅନ୍ତର୍ଗତ ଦେଶରେ ୧୨ ହଜାର ୪୧୩ କିମିର ସଡ଼କ ପଥର କାର୍ଯ୍ୟ ୨୦୨୦ ଅଗଷ୍ଟ ସୁଦ୍ଧା ଶେଷ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଏସମ୍ପର୍କରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା…

ହାଥରସ ମାମଲାକୁ ନେଇ ଟୁଇଟ୍ କରି ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୧ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାଥରସ ଘଟଣାକୁ ନେଇ ରବିବାର ଏକ ଟୁଇଟ୍ କରିଛନ୍ତି । ଉକ୍ତ ଟୁଇଟ୍‌ରେ ସେ କହିଛନ୍ତି ଦେଶରେ ଦଳିତ, ମୁସ୍‌ଲିମ ଓ ଆଦିବାସୀଙ୍କୁ ଆଜିବି ଅନେକ ଲୋକ ମାନବ ଭଳି ଭାବନ୍ତି…

ମୋଦି ଗରିବଙ୍କ ହାତମୁଠା କଲେ ଟାଣ: ଏବେ ଜମିର ପାଲଟିଲେ ମାଲିକ

ନୂଆଦିଲ୍ଲୀ, ୧୧।୧୦: ଗ୍ରାମୀଣ ଗରିବଙ୍କ ହାତମୁଠା ଟାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଗରିବ ଏବେ ଜମିର ମାଲିକ ପାଲଟିଛନ୍ତି।…

ପଶ୍ଚିମବଙ୍ଗ: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ବଢ଼ିଲା

କୋଲକାତା, ୧୧।୧୦: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ୍‌ ଧନଖରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଇନ ବ୍ୟବସ୍ଥାର ଭୟାବହ ସ୍ଥିତି ନେଇ ରାଜ୍ୟପାଳ ମମତାଙ୍କୁ ସୂଚନା ଦେବାକୁ କହିଥିଲେ। ତେବେ ସଚିବାଳୟ ପକ୍ଷରୁ ଏସମ୍ପର୍କରେ କୌଣସି…

ବିଚାରପତି ରମନାଙ୍କ ବିରୋଧରେ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ

ହାଇଦ୍ରାବାଦ, ୧୧।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌, ଜଗନମୋହନ ରେଡ୍ଡୀ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଏନ.ଭି. ରମନାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ସେ ଏନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ପାଖକୁ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଛନ୍ତି।…

ସୁପ୍ରିମକୋର୍ଟ ଗଲେ ରିପବ୍ଲିକ ଟିଭି ସିଏଫ୍‌ଓ

ନୂଆଦିଲ୍ଲୀ,୧୧।୧୦: ଟିଭି ରେଟିଂ ପଏଣ୍ଟ (ଟିଆର୍‌ପି) ଦୁର୍ନୀତିକୁ ନେଇ ମୁମ୍ବାଇ ପୋଲିସ ପକ୍ଷରୁ ଅକ୍ଟୋବର ୯ରେ ସମନ ଜାରି କରାଯିବା ପରେ ଏହାକୁ ବିରୋଧ କରି ରିପବ୍ଲିକ ଟିଭିର ସିଏଫ୍‌ଓ ଶିବ ସୁନ୍ଦରମ୍‌ ସୁପ୍ରିମକୋର୍ଟ ଯାଇଛନ୍ତି। ମୁମ୍ବାଇ ପୋଲିସକୁ ଅଟକାଇବା ସହ…

ବଳାତ୍କାର ତଦନ୍ତ ୨ ମାସରେ ଶେଷକର

ନୂଆଦିଲ୍ଲୀ, ୧୧ା୧୦: ହାଥ୍‌ରସ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ଓ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାରା ଦେଶରେ ସମାଲୋଚନା ଥମିନାହିଁ। ଏଭଳି ସ୍ଥିତିରେ ବଳାତ୍କାର, ଯୌନ ନିର୍ଯାତନା ଆଦି ମହିଳା ବିରୋଧୀ ଅପରାଧ ମାମଲାର ତଦନ୍ତରେ ପୋଲିସର ବିଫଳତା…

ଏହି ରାଜ୍ୟରେ ମଦ୍ରାସା ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି

ଗୁଆହାଟୀ, ୧୦।୧୦: ଆସାମରେ ଶାସକ ଭାଜପା ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ବନ୍ଦ କରାଯିବ। ଏହି ପ୍ରକ୍ରିୟା ଆସନ୍ତା ମାସ ଅର୍ଥାତ୍‌ ନଭେମ୍ବରରୁ ଆରମ୍ଭ ହେବ। ଧାର୍ମିକ ଶିକ୍ଷା ଦେବା ସରକାରଙ୍କ…

‘ସୌଭାଗ୍ୟବତୀ ଯୋଜନା’ରେ ଗର୍ଭବତୀ ମହିଳା, ନବଜାତ ଶିଶୁଙ୍କୁ ମିଳିବ ସ୍ବତନ୍ତ୍ର କିଟ୍‌

ଡେରାଡୁନ, ୧୦।୧୦: ଉତ୍ତରାଖଣ୍ଡ ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ସୌଭାଗ୍ୟବତୀ’ ଯୋଜନା ରଖିଛନ୍ତି। ଏହି ଯୋଜନାରେ ରାଜ୍ୟର ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ‘ଉପଯୁକ୍ତ ଯତ୍ନ ଓ ପୋଷଣ’ ପାଇଁ ଅତ୍ୟାବଶକୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri