ଜାତୀୟ

ପିଲା ପଢ଼ିବେନି ଗୁରୁତ୍ୱପୂର୍ଣ୍ଣ ପାଠ

ନୂଆଦିଲ୍ଲୀ,୯।୭(ପି.ଟି.): କେବଳ ପିଲାଙ୍କ ପାଠପଢ଼ା ନୁହେଁ, ରାଜନୀତିରେ ମଧ୍ୟ କୋଭିଡ୍‌ର ପ୍ରଭାବ ଅସମ୍ଭାଳ ହୋଇପଡ଼ିଛି। ଏହାର ଆଭାସ ମିଳିଛି କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ସିଲାବସ୍‌ ପରିବର୍ତ୍ତନ ନିଷ୍ପତ୍ତିରୁ। କୋଭିଡ୍‌ ମୁକାବିଲା ପାଇଁ ଜାରି କଟକଣା…

ଅଭିନେତା ଜଗଦୀପଙ୍କ ପରଲୋକ

ମୁମ୍ବାଇ,୯।୭: ବଲିଉଡ୍‌ର ଜଣାଶୁଣା ଅଭିନେତା ଜଗଦୀପଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ପୂର୍ବରୁ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫିଲ୍ମ ‘ଶୋଲେ’ରେ ସୁର୍‌ମା ଭୋପାଲି ଭୂମିକାରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣି…

ଏହି ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ଆହୁରି ୭ ଦିନ ବଢ଼ିଲା ଲକ୍‌ଡାଉନ

କୋଲକାତା,୮।୭: କରୋନା ସଂକ୍ରମଣ ବଢ଼ୁଥିବା ମାମଲାକୁ ଦେଖି ରାଜ୍ୟର କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଆହୁରି ୭ଦିନ ଯାଏ ଲକ୍‌ଡାଉନ ଅବଧିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗୁରୁବାର ସନ୍ଧ୍ୟାା ୫ଟାରୁ ଏହି ଲକ୍‌ଡାଉନ ଆରମ୍ଭ ହେବ। ଏହି ଲକ୍‌ଡାଉନ ୭…

ବିକାଶ ଦୁବେଙ୍କ ଗିରଫ ହୋଇଥିବା ୩ ସହଯୋଗୀଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍‌

କାନପୁର,୮।୭: କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ୩ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ବୁଧବାର ଫରିଦାବାଦରୁ ଅଙ୍କୁର, ତାଙ୍କ ପିତା ଶ୍ରବଣ ଓ ପ୍ରଭାତଙ୍କୁ କାନପୁର ପୋଲିସ ଗିରଫ…

ଅପରାଧୀ ବିକାଶ ଦୁବେ ମାମଲା: ଚୌବେପୁର ଥାନାର ପୂର୍ବତନ ଏସ୍‌ଓ ଗିରଫ

କାନପୁର,୮।୭: ୫ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ସହାୟତା କରୁଥିବା ୨ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ବୁଧବାର ଚୌବେପୁରର ଥାନାର ନିଲମ୍ବିତ ଏସ୍‌ଓ ବିନୟ ତିୱାରୀ ଓ ସବ୍‌-ଇନ୍ସପେକ୍ଟର କେ.କେ. ଶର୍ମାଙ୍କୁ ଗରିଫ କରାଯାଇଛି। ବୁଧବାର…

ଗଲଓ୍ବାନ ପରେ ଏହି ବିବାଦୀୟ ଅଞ୍ଚଳରୁ ହଟିଲା ଚାଇନା ସେନା

ଲେହ,୮।୭: ଗତ ୨ ମାସରୁ ପୂର୍ବ ଲଦାଖରେ ଚାଇନା ଓ ଭାରତ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଏବେ କିଛି ମାତ୍ରାରେ କମ୍‌ ହେଉଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଚାଇନା ଲଦାଖର ଏକ ବିବାଦୀୟ ଅଞ୍ଚଳରୁ ନିଜ…

ଜମ୍ମୁ-କଶ୍ମୀର ଆଇପିଏସ୍‌ ଅଫିସର ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର,୮।୭: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରର ବରିଷ୍ଠ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ବୁଧବାର ନିଲମ୍ବିତ କରାଯାଇଛି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅସଦାଚରଣ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଅପରାଧୀ ବିକାଶ ଦୁବେଙ୍କ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା: ଉତ୍ତରପ୍ରଦେଶ ପୋଲିସ

କାନପୁର,୮।୭: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଯିଏ ସୂଚନା ଦେବ ତାଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ଏଭଳି ଘୋଷଣା କରିଛି ଉତ୍ତରପ୍ରଦେଶ ପୋଲିସ। କାନପୁର ଏନ୍‌କାଉଣ୍ଟରେ ୮ଜଣ ପୋଲିସ ଶହୀଦ ହେବା ପରେ ଏହା ପଛରେ ଥିବା ମାଷ୍ଟର…

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇପିଏଫ୍‌, ଗରିବ କଲ୍ୟାଣ ଯୋଜନା, ଏଗ୍ରି ଇନଫ୍ରା ଫଣ୍ଡ୍‌ ଏବଂ…

ପିପିଇ କିଟ୍‌ ପିନ୍ଧି ଆସିଲେ ଚୋର, ଆଉ ତା’ପରେ

ମୁମ୍ବାଇ,୮।୭: ଦେଶରେ କରୋନା ଲଢେଇ ଜାରି ରହିଛି। କରୋନା ଯୋଦ୍ଧା କୁହାଯାଉଥିବା ଡାକ୍ତରମାନେ କରୋନା ଜୀବାଣୁ ବିରୁଦ୍ଧରେ ଲଢିବା ପାଇଁ ପିପିଇ କିଟ ବ୍ୟବହାର କରୁଛନ୍ତି। ସେହି କିଟ୍‌ ବ୍ୟବହାର କରି ଏକ ସୁନା ଦୋକାନରୁ ଚୋରମାନେ ୭୮ ଭରି ସୁନା…

କ୍ୱାରାଣ୍ଟାଇନରେ ରହିଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୮।୭: କରୋନା ଭାଇରସ୍‌ ସାରା ଦେଶରେ ଜଟିଳ ରୂପ ଧାରଣ କରିଛି। ଅନେକ ନେତା ମଧ୍ୟ ଏହାଦ୍ୱାରା ସଂକ୍ରମିତ ହୋଇସାରିଛନ୍ତି। ଏସବୁ ଭିତରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାଣ୍ଟାଇନରେ ରହିଛନ୍ତି। ଖୁବଶୀଘ୍ର ତାଙ୍କ କରୋନା ଟେଷ୍ଟ କରାଯିବ। ସୂଚନାଯୋଗ୍ୟ,…

ପୋଲିସ ବାବୁ ସାଜିଥିଲେ ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର

ଲକ୍ଷ୍ନୌ,୮।୭: ଅପରାଧୀ ବିକାଶ ଦୁବେଙ୍କ ଇନଫର୍ମର ସାଜିଥିବା ପୋଲିସ ବାବୁଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏବେ ପୋଲିସ ହେପାଜତରେ ରଖାଯାଇଛି। ଚୌବେପୁର ଥାନା ଏସ୍‌ଓ ବିନୟ ତିଓ୍ବାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri