ବିପଦ ପୁଣି ଘନେଇଲା: ଭାରତ କରୋନା ସଂକ୍ରମଣର ଏକ ନମ୍ବର ସ୍ଥାନରେ ରହିବା ଆଶଙ୍କା
ନୂଆଦିଲ୍ଲୀ, ୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବୁଧବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭ ଛୁଇଁଛି। ଗତ…
ୟୁପିର ୫ ବାହୁବଳୀ ମାଫିଆ ଡନ୍: ବିରୋଧରେ ରହିଛି ହତ୍ୟା,ଲୁଟ ଆଦି ୨୦୦ରୁ ଅଧିକ ମାମଲା
ଲକ୍ଷ୍ନୌ, ୮।୭: ଉତ୍ତରପ୍ରଦେଶରେ ମାଫିଆ ଡନ୍ଙ୍କ କାହାଣୀ ବହୁ ପୁରୁଣା। କିଛି ଦିନ ତଳେ ୮ ପୋଲିସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବିକାଶ ଦୁବେ ଫେରାର ହୋଇ ଯାଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ୩୩ ଅପରାଧୀଙ୍କ ତାଲିକା ଜାରି କରିଛନ୍ତି।…
ଏଲ୍ଏସିରେ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ
ନୂଆଦିଲ୍ଲୀ,୮।୭: ସୀମା ବିବାଦକୁ ନେଇ ପୂର୍ବ ଲଦାଖର ଗଲ୍ଓ୍ବାନ୍ ଉପତ୍ୟକାରେ ଭାରତ ଓ ଚାଇନା ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏବେ ଏଲ୍ଏସିକୁ ଲାଗି ରହିଥିବା ଭାରତୀୟ ଅଞ୍ଚଳର ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ମଙ୍ଗଳବାର…
ସଙ୍କଟରେ ସମନ୍ବୟ ଜରୁରୀ
ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ ସଙ୍କଟ, ଅନିଶ୍ଚିତ ପାଣିପାଗ, ବାୟୁ, ସ୍ଥଳ ଓ ସମୁଦ୍ରର ପ୍ରଦୂଷଣ ଭାରତ ତଥା ବିଶ୍ୱକୁ…
ତାଳଚେର ସାର କାରଖାନା ପ୍ରକଳ୍ପ କାର୍ଯ୍ୟ ବନ୍ଦ
ନୂଆଦିଲ୍ଲୀ,୮।୭: ଭାରତ-ଚାଇନା ଯୁଦ୍ଧ ଲଦାଖର ଗଲ୍ଓ୍ବାନ ଉପତ୍ୟକାରେ ହୋଇଥାଇପାରେ, କିନ୍ତୁ ତାହାର ପ୍ରଭାବ ଦୂରଦୂରାନ୍ତରେ ପଡ଼ୁଛି। ଓଡ଼ିଶାର ଦୁଇଜଣ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ ପ୍ରଥମ ୨୦ ଭାରତୀୟ ମୃତ ଯବାନଙ୍କ ମଧ୍ୟରେ ଥିବାବେଳେ ଏବେ ଦୁଇଦେଶ ମଧ୍ୟରେ…
୩୦% କମିଲା ସିବିଏସ୍ଇ ସିଲାବସ୍
ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍ଇ ଏହାର ସିଲାବସ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସିଲାବସ୍(ପାଠ୍ୟକ୍ରମ) ହ୍ରାସ ହେବ। ତେବେ ୩୦%…
ପୁଣି ଜଣେ କରୋନା ରୋଗୀଙ୍କ ମୃତଦେହ ସହ ଅସମ୍ମାନ
ଭୋପାଲ,୭।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ରୋଗୀଙ୍କ ମୃତଦେହକୁ ଅତି ଦୟନୀୟ ଅବସ୍ଥାରେ ହସ୍ପିଟାଲ କର୍ମଚାରୀ ଅଳିଆ ଗଦାରେ ଫୋପାଡି ଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
ବିଜୁଳି ବିଲ୍ ୧୦କୋଟି…
ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍ରେ ବିଦ୍ୟୁତ୍ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍ ପଠାଇଥିବା ଦେଖିବାକୁ ମିଳିଛି। ଏହା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ,…
ସିନ୍ଧିଆଙ୍କ ସହଯୋଗୀ କରୋନାରେ ପୀଡ଼ିତ
ଭୋପାଳ,୭।୭: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ଏମ୍ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହଯୋଗୀ (ପି.ଏ.) ଅନୀଲ ମିଶ୍ରା ମଙ୍ଗଳବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଅନୀଲଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବା ପରେ ତାଙ୍କର ନମୂନା ଯାଞ୍ଚ କରାଯାଇଥିଲା। ତେବେ ମଙ୍ଗଳବାର…
କାନପୁର ଏନ୍କାଉଣ୍ଟର: ବିକାଶଙ୍କ ଘର ଆବର୍ଜନାରୁ ମିଳିଲା ୩ ବୋମା
କାନପୁର,୭।୭: ଉତ୍ତରପ୍ରଦେଶ କାନପୁରର ବହୁ ଚର୍ଚ୍ଚିତ ଏନ୍କାଉଣ୍ଟରରେ ୮ ପୋଲିସ ଶହୀଦ ହେବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହାପରେ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କୁ ପୋଲିସ ଖୋଜି ଚାଲିଛି। ଚୌବେପୁର ଥାନାରୁ ତାଙ୍କୁ ସହାୟତା ମିଳୁଥିବା ଖବର…
କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା
ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ ଅକ୍ସିଜେନ୍ ମଧ୍ୟ ରଖାଯାଇଛି। ବସ୍ତି ଅଞ୍ଚଳରେ ଥିବା କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ…
ସୁଶାନ୍ତଙ୍କ ଘରେ ଲାଗି ନ ଥିଲା ସିସିଟିଭି କ୍ୟାମେରା: ସାମ୍ନାକୁ ଆସିଲା ପୋଲିସର ଚାଞ୍ଚଲ୍ୟକର ବୟାନ
ମୁମ୍ବାଇ,୭।୭: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗି ନ ଥିଲା ବୋଲି ମଙ୍ଗଳବାର ବାନ୍ଦ୍ରା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସୁଶାନ୍ତ…
Archives


