Posted inଜାତୀୟ

କଲଭର୍ଟରେ ଧକ୍କା ହୋଇ ଓଲଟିପଡିଲା ବୋଲେରୋ: ୬ ମୃତ, ୪ ଆହତ

ସିଦ୍ଧାର୍ଥନଗର,୧୬।୧୧-ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ସଦର ପୋଲିସ ଷ୍ଟେଶନ ନିକଟରେ ସୋମବାର ଏକ ବୋଲେରୋ କଲଭର୍ଟରେ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟିପଡିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମୃତକମାନେ ହେଲେ ଶିବାଙ୍ଗୀ (୮), ହିମାଂଶୁ (୩), ଉମେଶ (୧୬), ସାବିତ୍ରୀ ଦେବୀ, ସାବସ୍ତ୍ରୀ (୬୭) ଏବଂ କମଲାବତୀ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲେଗାଓଁ ବିସ୍ଫୋରଣ ମାମଲାର ଶୁଣାଣି କ୍ୟାମେରା ସାମ୍ନାରେ ହେବନି: କୋର୍ଟ

ମୁମ୍ବାଇ,୧।୧୦: ୨୦୦୮ମାଲେଗାଓଁ ବିସ୍ଫୋରଣ ଘଟଣାର ଶୁଣାଣି କ୍ୟାମେରା ଆଗରେ କରାଯିବ ନାହିଁ ବୋଲି ମୁମ୍ବାଇର ସ୍ବତନ୍ତ୍ର କୋର୍ଟ କହିଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କ୍ୟାମେରା ଆଗରେ...

ଗୁଜରାଟରେ ବିଷାକ୍ତ ମଦ ନେଲା ୨ ଜୀବନ, ତଦନ୍ତ ଦାବି କଲେ ପରିବାର ଲୋକେ

ଅହମ୍ମଦାବାଦ,୨୯।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ଜୁନାଗଡ ଜିଲାରେ ଘଟିଛି ଅଘଟଣ। ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାକୁ ନେଇ...

କୁଲଗାମ୍‌ରେ ଏନ୍‌କାଉଣ୍ଟର…

ଶ୍ରୀନଗର,୨୦।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ନିହତ...

ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାଷଣ ଦେଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨ ।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେ ସକ୍ରିୟ ରାଜନୀତିରେ ଥିବା...

ଦେଶ ଲଢୁଛି ୨ଟି ଲଢ଼େଇ: ନୌସେନା ମୁଖ୍ୟ

ନୂଆଦିଲ୍ଲୀ,୩।୧୨: ସମ୍ପ୍ରତି ଦେଶ ଏକା ସମୟରେ ୨ଟି ଲଢ଼େଇ ଲଢୁଛି। ଦେଶ ଭିତରେ ଗୋଟିଏ ଲଢ଼େଇ କରୋନା ମହାମାରୀ ବିରୋଧରେ ଜାରି ରହିଛି। ସେହିପରି ଭାରତ...

ଅଶ୍ୱଚାଳନାରେ ସ୍ବର୍ଣ୍ଣପଦକ ଜିତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ

ନୂଆଦିଲ୍ଲୀ, ୧୪।୧୧: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ବୋହୂ ତଥା ପୂର୍ବତନ ଏମ୍‌ପି ଦିପେନ୍ଦ୍ର ହୁଡ୍ଡାଙ୍କ ସ୍ତ୍ରୀ ଶ୍ୱେତା ଇତିହାସ ରଚିଛନ୍ତି। ସେ...

ଲିଭ୍‌ଇନ୍‌-ସମଲିଙ୍ଗୀ ସମ୍ପର୍କ ମଧ୍ୟ ପରିବାର, ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ…

ନୂଆଦିଲ୍ଲୀ, ୨୯।୮ : ସୁପ୍ରିମକୋର୍ଟ କହିଛନ୍ତି ଯେ ପାରିବାରିକ ସମ୍ପର୍କ ଘରୋଇ, ଅବିବାହିତଙ୍କ ସହିତ ଜୀବନ କିମ୍ବା ସମଲିଙ୍ଗୀ ସମ୍ପର୍କ ହୋଇପାରେ। ଏଥି ସହିତ, ଏହା...

ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ

ଜମ୍ମୁ,୧୫ ।୧୦: ଜମ୍ମୁ-କଶ୍ମୀରରେ ପୁଣିଥରେ ଆତଙ୍କବାଦୀମାନେ କଶ୍ୱୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି । ଶୋପିଆନରେ ଚୌଦରିଗୁଡ ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ।...

Advertisement
Archives

Model This Week