ଜାତୀୟ

କରୋନାରେ ସଂକ୍ରମିତ ନ ଥିଲେ ବିକାଶ: ରିପୋର୍ଟ ଆସିବା ପରେ ହେଲା ବ୍ୟବଚ୍ଛେଦ

କାନପୁର,୧୦।୭: କୁଖାତ୍‌ ଅପରାଧୀ ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ଏହା ଦ୍ରୁତ ଗତିରେ ସବୁଆଡେ ପ୍ରଚାର ପ୍ରସାର ହୋଇଯାଇଥିଲା। ଶୁକ୍ରବାର ବିକାଶଙ୍କ ମୃତ୍ୟୁ ପରେ କିନ୍ତୁ ତତ୍‌କ୍ଷଣାତ୍‌ ତାଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇ ନ ଥିଲା।…

ବିକାଶ ଦୁବେ ଏନକାଉଣ୍ଟର: ଭାଇରାଲ ହେଉଛି ଏହି ଆଇପିଏସ୍‌ ଅଧିକାରୀଙ୍କ ପୁରୁଣା ଟୁଇଟ

ନୂଆଦିଲ୍ଲୀ,୧୦।୭: କାନପୁର ଏନ୍‌କାଉଣ୍ଟର ଘଟଣା ପରେ ମୋଷ୍ଟ ଓ୍ବାଣ୍ଟେଡ୍‌ ବିକାଶ ଦୁବେଙ୍କ ଫେରାର ହେବାଠାରୁ ଆରମ୍ଭ କରି ତାଙ୍କ ଗିରଫଦାରୀ ଓ ଏନ୍‌କାଉଣ୍ଟର ଉପରେ ଏବେ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଶେଳୀ ଉପରେ କେବଳ ବିରୋଧୀ ଦଳଗୁଡ଼ିକ ନୁହଁ ବରଂ…

ଉତ୍ତରପ୍ରଦେଶରେ ଡବଲ ଏନକାଉଣ୍ଟର୍‌: ବିକାଶ ପରେ ଆଉ ଜଣେ ଅପରାଧୀ ନିହତ

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶ ପୋଲିସର ଡବଲ ଏନକାଉଣ୍ଟର। ଶୁକ୍ରବାର ସକାଳେ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ବିକାଶ ପରେ ବାହାରିଚ୍‌ରେ ପୋଲିସ ଆଉ ଜଣେ…

ଶହୀଦଙ୍କ ଭଉଣୀ କହିଲେ, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସର ଏହା ବଡ ସଫଳତା ବୋଲି କୁହାଯାଉଛି। ବିକାଶଙ୍କ ମୃତ୍ୟୁ ପରେ ଶହୀଦ ପୋଲିସକର୍ମୀ ରାହୁଲଙ୍କ…

ଗୋଟିଏ ଦିନରେ କରୋନାରେ ୪୭୫ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ,୧୦।୭: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୨୬ ହଜାର ୫୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ ହୋଇଛି ।…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ଟଳିପଡିଲେ ୪ ନକ୍ସଲ

ପାଟନା,୧୦।୯: ବିହାରର ପଶ୍ଚିମ ଚମ୍ପାରନର ବାଗହା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ସୀମା ସଶସ୍ତ୍ର ବଳ ଓ ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ପକ୍ଷରୁ…

ମୋଷ୍ଟଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନ୍‌କାଉଣ୍ଟରରେ ନିହତ!

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସ ମଧ୍ୟପ୍ରଦେଶର ଉଜ୍ଜୈନରୁ ବିକାଶକୁ ନେଇ କାନପୁର ଅଭିମୁଖେ ଯାଉଥିବାବେଳେ ଖସି ପଳାଇବାକୁ ଉଦ୍ୟମ କରିଥିଲେ…

୮ ରାଜ୍ୟରେ ୯୦% ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୦ା୭(ପି.ଟି.):ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୭୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୭,୨୯୬ରେ ପହଞ୍ଚତ୍ଛି। ଦେଶର ୮ଟି ରାଜ୍ୟରେ ୯୦ ପ୍ରତିଶତ ସକ୍ରିୟ ମାମଲା ରହିଛି। ସେହି ରାଜ୍ୟ ମଧ୍ୟରେ…

ଆସନ୍ତା କାଲିଠାରୁ ଉତ୍ତର ପ୍ରଦେଶରେ ଲକଡାଉନ

ଲକ୍ଷ୍ନୌ,୯ା୭-ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ସରକାର ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଗୁରୁବାର ସୂଚନା ଦେଇଛନ୍ତି।…

କାଲି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆସନ୍ତା ଶୁକ୍ରବାର ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଇସିଏସ୍‌ଇ ଏବଂ ଆଇଏସ୍‌ସି ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ମୋବାଇଲରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ…

ଭିଡ଼ରେ କରୋନା ରୋଗୀଙ୍କୁ ଚିହ୍ନଟ କରିବ ସ୍ନିପର ଡଗ୍‌ !

ଦୁବଇ,୯।୭: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି। କାରଣ ଏହି ରୋଗର ସଠିକ୍‌ ଚିକିତ୍ସା ନ ଥିବାରୁ ଏବେ ଏହାକୁ ମହାମାରୀ ବୋଲି କୁହାଯାଉଛି। ବଡ କଥା ହେଲା କରୋନାର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥିବା…

ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri