ସୁଶାନ୍ତଙ୍କ ହତ୍ୟା ପଛରେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ
ମୁମ୍ବାଇ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଇତି ମଧ୍ୟରେ ତାଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ଏପରିସ୍ଥିତିରେ ପୂର୍ବତନ ର ଅଫିସର ଏନ.କେ ସୁଦ ସୁଶାନ୍ତଙ୍କ…
ଅପରାଧୀ ପୁଅର ମୃତଦେହ ନେବାକୁ ମନାକଲେ ମା’
କାନପୁର,୧୦।୭: ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ମୃତଦେହ ବ୍ୟବଚ୍ଛେଦ ସରିଥିଲେ ମଧ୍ୟ ସନ୍ଧ୍ୟା…
ଦେଶରେ ମହିଳାଙ୍କ ତୁଳନାରେ ୨ଗୁଣା କରୋନା ସଂକ୍ରମିତ ହେଉଛନ୍ତି ପୁରୁଷ
ନୂଆଦିଲ୍ଲୀ,୧୦।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବାକୁ ଯାଉଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬,୫୦୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସୁଦ୍ଧା…
ରାହୁଲଙ୍କ ପରାମର୍ଶଦାତାଙ୍କ ନାଁ କହିଲେ ଶିବରାଜ ଦେବେ ୧ଲକ୍ଷ ଟଙ୍କା ପୁରସ୍କାର !
ନୂଆଦିଲ୍ଲୀ,୧୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସେ ଶୁକ୍ରବାର କହିଛନ୍ତି କଂଗ୍ରେସ ଶାସନ ସମୟରେ ମଧ୍ୟପ୍ରଦେଶକୁ ବହୁ ବର୍ଷ ପଛକୁ ନେଇଯାଇଛି। ଏମିତିକି ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଜଣାପଡୁନି…
ବିକାଶ ଦୁବେ ଏନ୍କାଉଣ୍ଟର: ବ୍ୟବଚ୍ଛେଦ ଘର ବାହାରେ ପୋଲିସକୁ କରାଗଲା ସମ୍ମାନୀତ
କାନପୁର,୧୦।୭: ଉତ୍ତର ପ୍ରଦେଶ କାନପୁରର ବେକରୁ ଗାଁରେ ସିଓଙ୍କ ସମେତ ୮ ପୋଲିସଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗୁରୁବାର ଗିରଫ ହୋଇଥିବା ଅପରାଧୀ ବିକାଶ ଦୁବେ ପୋଲିସ ଏନ୍କାଉଣ୍ଟରରେ ଶୁକ୍ରବାର ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ବେକରୁ ଗାଁରେ ଖୁସିର…
ବିକାଶ ଦୁବେଙ୍କ ମୃତ୍ୟୁ ଖବର ଜାଣିବା ପରେ ମିଠା ବାଣ୍ଟିଲେ ଗ୍ରାମବାସୀ
କାନପୁର,୧୦।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ହେବା ପରେ ବିଭିନ୍ନ ଆଡୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ତେବେ କାନପୁରର ବିକାରୁ ଗ୍ରାମବାସୀ ଏହି ଖବର ପାଇବା ପରେ ଗାଁରେ ମିଠାବାଣ୍ଟିଥିବା ଦେଖାଯାଇଛି। ହିଷ୍ଟ୍ରି-ସିଟରଙ୍କ ମୃତ୍ୟୁରେ ଗ୍ରାମବାସୀ ଖୁବ୍…
ବିକାଶ ଦୁବେ ଏନ୍କାଉଣ୍ଟରରେ ପ୍ରତିକ୍ରିୟା ରଖିଲେ ଅଖିଳେଶ
ଲକ୍ଷ୍ନୌ,୧୦।୭: ଉତ୍ତରପ୍ରଦେଶ କାନପୁର ବିକରୁ ଗାଁରେ ୮ଜଣ ପୋଲିସକର୍ମଚାରୀଙ୍କ ହତ୍ୟା ପଛରେ ଥିବା ମାଷ୍ଟର ମାଇଣ୍ଡ ବିକାଶ ଦୁବେଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ ଏନ୍କାଉକାଣ୍ଟର କରାଯାଇଛି। ଶୁକ୍ରବାର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେଙ୍କୁ ନାଟକୀୟ ଭାବେ ଉତ୍ତରପ୍ରଦେଶ ଏସ୍ଟିଏଫ୍…
ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ, ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳ
ନୂଆଦିଲ୍ଲୀ,୧୦।୭: କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ଶେଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବୋର୍ଡ ପରୀକ୍ଷାର ନମ୍ବର ଓ ପାସ ସାର୍ଟିଫିକେଟ ଡିଜିଲକରରେ ୪୮ ଘଣ୍ଟାପରେ ମିଳିଯିବ ବୋଲି…
କରୋନାରେ ସଂକ୍ରମିତ ନ ଥିଲେ ବିକାଶ: ରିପୋର୍ଟ ଆସିବା ପରେ ହେଲା ବ୍ୟବଚ୍ଛେଦ
କାନପୁର,୧୦।୭: କୁଖାତ୍ ଅପରାଧୀ ବିକାଶ ଦୁବେଙ୍କ ଏନ୍କାଉଣ୍ଟରରେ ମୃତ୍ୟୁ ହେବା ଘଟଣା ଜଣାପଡିବା ପରେ ଏହା ଦ୍ରୁତ ଗତିରେ ସବୁଆଡେ ପ୍ରଚାର ପ୍ରସାର ହୋଇଯାଇଥିଲା। ଶୁକ୍ରବାର ବିକାଶଙ୍କ ମୃତ୍ୟୁ ପରେ କିନ୍ତୁ ତତ୍କ୍ଷଣାତ୍ ତାଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇ ନ ଥିଲା।…
ବିକାଶ ଦୁବେ ଏନକାଉଣ୍ଟର: ଭାଇରାଲ ହେଉଛି ଏହି ଆଇପିଏସ୍ ଅଧିକାରୀଙ୍କ ପୁରୁଣା ଟୁଇଟ
ନୂଆଦିଲ୍ଲୀ,୧୦।୭: କାନପୁର ଏନ୍କାଉଣ୍ଟର ଘଟଣା ପରେ ମୋଷ୍ଟ ଓ୍ବାଣ୍ଟେଡ୍ ବିକାଶ ଦୁବେଙ୍କ ଫେରାର ହେବାଠାରୁ ଆରମ୍ଭ କରି ତାଙ୍କ ଗିରଫଦାରୀ ଓ ଏନ୍କାଉଣ୍ଟର ଉପରେ ଏବେ ପ୍ରଶ୍ନ ଉଠିଛି। ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଶେଳୀ ଉପରେ କେବଳ ବିରୋଧୀ ଦଳଗୁଡ଼ିକ ନୁହଁ ବରଂ…
ଉତ୍ତରପ୍ରଦେଶରେ ଡବଲ ଏନକାଉଣ୍ଟର୍: ବିକାଶ ପରେ ଆଉ ଜଣେ ଅପରାଧୀ ନିହତ
ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶ ପୋଲିସର ଡବଲ ଏନକାଉଣ୍ଟର। ଶୁକ୍ରବାର ସକାଳେ ମୁଣ୍ଡ ପିଛା ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କୁ ଉତ୍ତରପ୍ରଦେଶ ଏସ୍ଟିଏଫ୍ ପୋଲିସ ଏନ୍କାଉଣ୍ଟର କରିଛି। ବିକାଶ ପରେ ବାହାରିଚ୍ରେ ପୋଲିସ ଆଉ ଜଣେ…
ଶହୀଦଙ୍କ ଭଉଣୀ କହିଲେ, ‘ଆଜି ମୋ ଭାଇର ଆତ୍ମାକୁ ଶାନ୍ତି ମିଳିବ’
ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହେବାର ଗୋଟିଏ ଦିନ ପରେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଉତ୍ତର ପ୍ରଦେଶ ପୋଲିସର ଏହା ବଡ ସଫଳତା ବୋଲି କୁହାଯାଉଛି। ବିକାଶଙ୍କ ମୃତ୍ୟୁ ପରେ ଶହୀଦ ପୋଲିସକର୍ମୀ ରାହୁଲଙ୍କ…
Archives


