ଜାତୀୟ

କରୋନାକୁ ନାହିଁ ଭୟ: ଏବେ ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

ନୂଆଦିଲ୍ଲୀ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ଏକ ରାପିଡ୍‌ ଆଣ୍ଟିଜେନ୍‌ କରୋନା ଟେଷ୍ଟିଂ କିଟ୍‌କୁ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏହାକୁ ମାଇଁଲ୍ୟାବ୍‌ ଡିସକଭରିି ସଲ୍ୟୁସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାର ନାମ ପାଥୋକ୍ୟାଚ୍‌ କୋଭିଡ-୧୯…

କରୋନା ଯୋଗୁ ଗଲା ଚାକିରି, ୪ ମାସର ଶିଶୁକୁ ଏତିକି ଟଙ୍କାରେ ବିକି ଦେଲେ ପିତା

ଗୁଆହାଟୀ,୨୩।୭: କରୋନା ଅନେକ ଲୋକ ଚାକିରି ହରାଇଛନ୍ତି। ସାଧାରଣତଃ ଶ୍ରମିକ ଶ୍ରେଣୀର ଲୋକେ ବହୁ ଅସୁବିଧାର ସାମ୍ନାକ କରୁଛନ୍ତି। ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା ମଧ୍ୟ ସେମାନଙ୍କ ପାଇଁ ଅସମ୍ଭବ ହୋଇପଡୁଛି। ଆସାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।…

ବିବାହର ୩ଦିନ ପରେ କନ୍ୟା ସାଜିଲେ ଲୁଟେରା

ଲକ୍ଷ୍ନୌ,୨୩।୭: ବିବାହ ପରେ ଘରକୁ ବଧୂ ଆସିଲେ ପରିବାରରେ ହସଖୁସିର ମାହୋଲ ଖେଳିଯାଏ। ବୋହୁଙ୍କୁ ଘରର ଲକ୍ଷ୍ମୀପ୍ରତିମା ଭାବି ପରିବାରର ମୁରବି ତାଙ୍କୁ ଘରର ସମସ୍ତ ଦାୟିତ୍ୱ ଦେଇଥାନ୍ତି। କିନ୍ତୁ ଯେବେ ଏହି ଲକ୍ଷ୍ମୀପ୍ରତିମା ସେମାନଙ୍କୁ ଧୋକା ଦେଇଥାଏ ସେତେବେଳେ ସେମାନଙ୍କୁ…

ଚାହୁଁଚାହୁଁ ବୁଡ଼ିଗଲା କାର: ରାସ୍ତାରେ ୩ ଫୁଟ ପାଣି

ଗୁଡ଼ଗାଓଁ,୨୩।୭: ଗତ କିଛି ଦିନ ଧରି ଗୁଡ଼ଗାଓଁରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ୩ ଫୁଟର ବନ୍ୟାଜଳ ଦିଲ୍ଲୀ-ଗୁଡ଼ଗାଓଁ ଏକ୍ସପ୍ରେସ୍‌ ଓ୍ବେ ଉପରେ ପ୍ରବାହିତ ହେଉଛି। ଏକ କାର କିପରି ନିମିଷକେ ବନ୍ୟା ଜଳରେ ବୁଡ଼ିଯାଉଛି ତାହାର ଏକ ଭିଡ଼ିଓ…

ରାମମନ୍ଦିର ନିର୍ମାଣ ହେଲେ କରୋନା ବିନାଶ ହେବ

ଭୋପାଳ,୨୩।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ସେପଟେ ମଧ୍ୟପ୍ରଦେଶ ପ୍ରୋଟେମ ବାଚସ୍ପତି ରାମେଶ୍ୱର ଶର୍ମାଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଶର୍ମା କହିଛନ୍ତି…

୧୪ ପ୍ରେମିକଙ୍କ ସହ ସ୍ତ୍ରୀ ରଖିଲେ ଅବୈଧ ସମ୍ପର୍କ, ସ୍ବାମୀ କଲେ ଏମିତି

କୋଲକତା,୨୩।୭: ପଶ୍ଚିମବଙ୍ଗରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ୧୪ ଯୁବକଙ୍କୁ ୧୦୦ କୋଟି ଟଙ୍କାର ମାନହାନି ନୋଟିସ୍‌ ପଠାଇଛନ୍ତି। ନୋଟିସରେ କୁହାଯାଇଛି, ଯଦି ୨ ସପ୍ତାହ ଭିତରେ ଏହି…

ସର୍‌ନେମ୍‌ ଯୋଗୁ ଏହି ମହିଳାଙ୍କୁ ମିଳୁନି ଚାକିରି, ଲୋକେ କରୁଛନ୍ତି ଉପହାସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୭: ଅନେକ ଲୋକ ସେମାନଙ୍କର ସରନେମ୍‌ ଦ୍ୱାରା ମଧ୍ୟ ଜଣାଶୁଣା ଥାନ୍ତି। ସରନେମ୍‌ ସେମାନଙ୍କୁ ଏକ ଲୋକଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ଏସବୁ ସତ୍ତ୍ୱେ ଆସାମର ଜଣେ ମହିଳାଙ୍କୁ ତାଙ୍କ ସରନେମ୍‌ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ…

ଭାରତରେ ୧୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୩।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୯ ହଜାର ୮୬୧ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ…

ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ

ଫତେହପୁର,୨୩।୧୦: ଉତ୍ତର ପ୍ରଦେଶର ଫତେପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ପ୍ରେମିକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ଆରପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ…

ଭାଜପାରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ରାଜନୀତି ଛାଡିଲେ ଏହି ଖେଳାଳି

କୋଲକତା,୨୩।୭: ଭାଜପାରେ ଯୋଗଦେବାର ୨୪ ଘଣ୍ଟା ମଧ୍ୟରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଖେଳାଳି ମେହତବ ହୋସେନ ରାଜନୀତି ଛାଡିଛନ୍ତି। ସେ କହିଛନ୍ତି ଯେ, ସେ କୌଣସି ରାଜନୈତିକ ଦଳ ସହ ଜଡିତ ନାହଁାନ୍ତି। ପଡିଆରେ ‘ମିଡଫିଲ୍ଡ ଜେନେରାଲ’ ଭାବରେ ଜଣାଶୁଣା…

ଆଖିବୁଜିଲେ ମହାନ ଡାକ୍ତର, ମାତ୍ର ୧୦ ଟଙ୍କାରେ କରୁଥିଲେ ଚିକିତ୍ସା

ଚେନ୍ନାଇ,୨୩।୭: ଗରିବ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଚିକିତ୍ସା କରୁଥିବା ଡା. ସି ମୋହନ ରେଡ୍ଡୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। କରୋନା ମହାମାରୀ ସମୟରେ ମଧ୍ୟ ରେଡ୍ଡୀ ରୋଗୀଙ୍କ ଚିକିତ୍ସା ଜାରି ରଖିଥିଲେ। ଜୁନ…

ଏଥର ରକ୍ଷାବନ୍ଧନରେ ଚାଇନା ବନାମ ମୋଦି ରାକ୍ଷୀ

ନୂଆଦିଲ୍ଲୀ,୨୩।୭:ଚାଇନା ସାମଗ୍ରୀ ବର୍ଜନ ପାଇଁ ସାରା ଦେଶରେ ଅଭିଯାନ ଆରମ୍ଭ ହୋଇଛି। କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ନେତୃତ୍ୱରେ ଗତ ଜୁନ ୧୦ରୁ ଚାଇନା ଉତ୍ପାଦ ବୟକଟ୍‌ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା, ଯାହାକୁ ଦୃଢ ସମର୍ଥନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri