Posted inଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବର: କନ୍ୟାଘରକୁ ଗଲେ ଟ୍ରାକ୍ଟରରେ

କର୍ନାଲ,୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଧୀରେଧୀରେ ଆନ୍ଦୋଳନକୁ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ହରିୟାଣା କର୍ନାଲରେ ଜଣେ ଯୁବକ ଆନ୍ଦୋଳନକୁ ସମର୍ଥନ କରି ବିବାହ କରିବା ଲାଗି ଟ୍ରାକ୍ଟର ନେଇ କନ୍ୟା ଘରେ ପହଞ୍ଚିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିବାହରେ ମିଳିଥିବା ଉପହାର ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ସହାୟତା ପାଇଁ ଦାନ କରାଯାଇଛି। ବରଯାତ୍ରୀମାନେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ ଦେଇ କନ୍ୟା ଘରେ ପହଞ୍ଚିଥିଲେ। ଏହା ବିବାହ ଉତ୍ସବରେ ଯୋଗଦେଇଥିବା ଅତିଥିଙ୍କୁ ବେଶ ଭାବୁକ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶମାତୃକାର ସେବା କରି ଗାଁକୁ ଫେରିବା ପରେ ସୈନିକଙ୍କୁ ଏମିତି ପାଛୋଟି ନେଲେ ଗ୍ରାମବାସୀ

ଭୋପାଳ,୬।୨: ମଧ୍ୟପ୍ରଦେଶର ବରଓ୍ବାନି ଜିଲାର ଭାରତୀୟ ସେନାରେ ୨୧ ବର୍ଷ ସେବା ପୂରଣ ପରିବା ପରେ ଘରକୁ ଫେରିଥିବା ସୈନିକଙ୍କୁ ଗ୍ରାମବାସୀ ଅଦ୍ଭୁତପୂର୍ବ ସ୍ବାଗତ ଜଣାଇଛନ୍ତି।...

ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଭାଜପା ଉପରେ ବର୍ଷିଲେ ଶିବସେନା ନେତା

ମୁମ୍ବାଇ,୨୩ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ସବୁଦଳ ପ୍ରାୟ ସେମାନଙ୍କର ସଂକଳ୍ପ ପତ୍ର ଜାରି କରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ର ଘୋଷଣାକୁ...

ଏବେ ଧରିଲା ଭୟଙ୍କର ରୂପ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ...

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ...

ଉର୍ଫିଙ୍କୁ ଗିରଫ ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୧।୧:ଅଭିନେତ୍ରୀ ଉର୍ଫି ଜାଭେଦ ନିଜ ଅଜବ ଫ୍ୟାଶନ ପାଇଁ ଜଣାଶୁଣା। ସେ ତାଙ୍କ ଫ୍ୟାଶନକୁ ନେଇ ଅଧିକାଂଶ ସମୟରେ ଟ୍ରୋଲର ଶିକାର ହୋଇଥାନ୍ତି। ଏକାସାଙ୍ଗରେ, ଏବେ...

ଟ୍ରାନ୍ସଜେଣ୍ଡର କେବେ ବି ସନ୍ତାନ ଜନ୍ମ କରିପାରିବେ ନାହିଁ: ଏମ୍‌.କେ. ମୁନିର…

ଥିରୁଭାନନ୍ତପୁରମ,୧୩।୨ : ଇଣ୍ଡିଆନ ୟୁନିଅନ ମୁସଲିମ ଲିଗର ବରିଷ୍ଠ ନେତା ଏମ.କେ ମୁନିର କହିଛନ୍ତି ଯେ ଯେଉଁମାନେ ବିଶ୍ୱାସ କରନ୍ତି ଯେ ଟ୍ରାନ୍ସଜେଣ୍ଡରମାନେ ସନ୍ତାନ ଜନ୍ମ...

‘ଅପରାଧିଙ୍କ ମଧ୍ୟରେ ଭୟ, ସମସ୍ତଙ୍କୁ ହେଲା ଯୋଗୀ ଫୋବିୟା’, ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଲେ ଗିରିରାଜ

ନୂଆଦିଲ୍ଲୀ,୨୭ ।୩: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବା ପରେ ଏବେ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ ଜାରି କରିଛନ୍ତି ।...

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।...

Advertisement
Archives

Model This Week