ରାକ୍ଷୀରେ କଏଦୀଙ୍କୁ ଭେଟି ପାରିବେନି ପରିବାର ସଦସ୍ୟ
ଲକ୍ଷ୍ନୌ,୨୮।୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ଜେଲ ପ୍ରଶାସନ ରାକ୍ଷୀ ପୂର୍ଣ୍ଣିମାକୁ ନେଇ କିଛି ନିୟମ କରିଛନ୍ତି। ଏଥର ରାକ୍ଷୀରେ ଜେଲରେ ଥିବା କଏଦୀମାନଙ୍କୁ ସେମାନଙ୍କର ପରିବାର ଲୋକ ଭେଟି ପାରିବେ ନାହିଁ ବୋଲି ଜେଲ ପ୍ରଶାସନ ପକ୍ଷରୁ…
ଯୋଗୀଙ୍କ ଉଦ୍ଦେଶ୍ୟରେ ପ୍ରିୟଙ୍କାଙ୍କ ଚିଠି
ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ପତ୍ର ଲେଖିଛନ୍ତି। ସେଠାକାର ଆଇନ ବ୍ୟବସ୍ଥାକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇଥିବା ବେଳେ ଏବେ ସେଠାରେ ଅପହରଣ ଭଳି…
ପେଟ୍ରୋଲ ଭରିବା ସମୟରେ କିଛି ଘଟିଲା ଏଭଳି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ
ବେମତେରା,୨୮।୭: ପେଟ୍ରୋଲ ଭରିବା ସମୟରେ କେତେକ ସାବଧାନି ଅବଲମ୍ବନ କରିବାକୁ ପଡ଼ିଥାଏ। ଟିକିଏ ବି ଅସର୍ତକତା ଦୁର୍ଘଟଣା ଘଟାଇପାରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ବେମତେରା ଜିଲାର ନଓ୍ବାଗଡ଼ର ଜୟସଓ୍ବାଲ ପେଟ୍ରୋଲ ପମ୍ପରେ। ଉକ୍ତ ପେଟ୍ରୋଲ ପମ୍ପରେ ଏକ…
ଦେଶର ୫ଟି ଅଞ୍ଚଳରେ ହେବ କରୋନା ଟୀକା ପରୀକ୍ଷଣ…
ନୂଆଦିଲ୍ଲୀ, ୨୮।୭: ଭାରତରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଷ୍ଟ୍ରାଜେନିକା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ପ୍ରତିଷେଧକ ଟୀକା ‘କୋଭି ଶିଲ୍ଡ’ର ତୃତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ଭାରତରେ କରାଯିବ। ଦେଶର ୫ଟି ଅଞ୍ଚଳରେ…
ବୁଧବାର ୧୫ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !
ନୂଆଦିଲ୍ଲୀ, ୨୮।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ଥମୁ ନ ଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଉଛି। ବୁଧବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ମା’ର ମମତା: ୫ ବର୍ଷର ରୋଗୀଣା ପୁଅକୁ ଦେଖିବାକୁ ୧୮ଶହ କିଲୋମଟିର ଗାଡ଼ି ଚଳାଇ ପହଞ୍ଚିଲେ ମହିଳା
ଜାମସେଦପୁର,୨୮।୭: କୁହାଯାଏ ମା’ର ମମତା ସବୁଠାରୁ ନିଆରା। ସେ ନିଜ ପିଲାର ସୁରକ୍ଷା ପାଇଁ ସାତ ସମୁଦ୍ର ତେର ନଈ ପାର କରିପାରେ। ଏବେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଜାମସେଦପୁରରେ। କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍ଡାଉନ…
ରାମ ମନ୍ଦିର ନିର୍ମାଣ ପାଇଁ ୫ କୋଟି ଟଙ୍କା ଦାନ କଲେ ମୋରାରି ବାପୁ
ନୂଆଦିଲ୍ଲୀ,୨୮।୭: ଦୀର୍ଘ ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ରାମ ମନ୍ଦିର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଗଷ୍ଟ ପ୍ରଥମ ସପ୍ତାହରେ ଏହାର ଭୂମି ପୂଜା କରାଯିବାର କର୍ଯ୍ୟକ୍ରମ ରହିଛି। ଏବେ ଏହି…
ପିଏମ୍-କେୟାର୍ସ ମାମଲା: ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୨୮।୭(ପି.ଟି.): ସୁପ୍ରିମକୋର୍ଟରେ ପିଏମ୍-କେୟାର୍ସ ପାଣ୍ଠି ମାମଲାର ଶୁଣାଣି ସୋମବାର ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ଅଦାଲତରେ କେନ୍ଦ୍ର ସରକାର ପିଏମ୍-କେୟାର୍ସ ଫଣ୍ଡ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। କରୋନା ମହାମାରୀର ମୁକାବିଲା ପାଇଁ ସ୍ବେଚ୍ଛାକୃତ ଦାନ ଗ୍ରହଣ କରିବା…
ଲଞ୍ଚ ହେଲା ‘ମୌସମ’ ଆପ୍
ନୂଆଦିଲ୍ଲୀ,୨୮।୭(ପି.ଟି.): ପାଣିପାଗ ସମ୍ପର୍କିତ ସବିଶେଷ ତଥ୍ୟ ଲୋକଙ୍କ ପାଖରେ ଉପଲବ୍ଧ ହେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମୌସମ’ ଆପ୍ ଲଞ୍ଚ୍ ହୋଇଛି। ଭୂବିଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର ଏହି ଆପ୍ର ଶୁଭାରମ୍ଭ କରିଛନ୍ତି। ଏହା ସହର ଭିତ୍ତିକ ପାଣିପାଗ ପୂର୍ବାନୁମାନ…
କ୍ୟାବିନେଟ ପ୍ରସ୍ତାବ ଫେରାଇଦେଲେ ରାଜ୍ୟପାଳ
ଜୟପୁର,୨୮।୭: ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାଜ୍ୟପାଳ କଲରାଜ ମିଶ୍ର ଏହାକୁ ଏଡାଇ ଚାଲିଛନ୍ତି। ଏପରିକି ରାଜ୍ୟ କ୍ୟାବିନେଟ ଦେଇଥିବା ପ୍ରସ୍ତାବକୁ ରାଜ୍ୟପାଳ ଫେରାଇ ଦେଇଛନ୍ତି। ସରକାର ୨୧ ଦିନିଆ ନୋଟିସ୍…
ଦୂରଦର୍ଶନରେ ପ୍ରସାରଣ ହେବାକୁ ଥିବା ରାମ ମନ୍ଦିର ଭୂମିପୂଜାକୁ ସିପିଆଇ ନେତାଙ୍କ ବିରୋଧ
ନୂଆଦିଲ୍ଲୀ,୨୭।୭: ଆଯୋଧ୍ୟାରେ ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ସମାରୋହ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶିଳାନ୍ୟାସ କରିବେ। କରୋନା ଯୋଗୁ ଏହି ସମାବେଶରେ କେବଳ ସୀମିତ ଲୋକ ହିଁ ଯୋଗ ଦେଇପାରିବେ। ତେଣୁ ରାମଲଲାଙ୍କ…
ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଭିସେରା ରିପୋର୍ଟ: ଜାଣନ୍ତୁ ମୃତ୍ୟୁ ପଛର କାରଣ
ମୁମ୍ବାଇ,୨୭।୭: ବଲିଉଡ୍ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାକୁ ଦେଢ଼ ମାସ ଉପରେ ବିତିଯାଇଛି। ହେଲେ ଏଯାଏ ତାଙ୍କ ମୃତ୍ୟୁ ପଛର କାରଣ ଉପରୁ ରହସ୍ୟ ହଟାଇପାରୁନି ମୁମ୍ବାଇ ପୋଲିସ। ସୁଶାନ୍ତଙ୍କ ମାମଲାରେ ଏଯାଏ ବାନ୍ଦ୍ରା ପୋଲିସ ୩୭ଜଣଙ୍କୁ…
Archives


