ରାମବିଳାସ ପାଶୱାନଙ୍କ ମୃତ୍ୟୁକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜିତନ ରାମ
ପାଟନା,୨ ।୧୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ରାମବିଳାସ ପାଶୱାନଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ହୋଇଛି ସରଗରମ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝି ପାଶୱାନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ କରିଛନ୍ତି ।…
ବିହାର ନିର୍ବାଚନ: ୯୪ ଆସନରେ ମଙ୍ଗଳବାର ମତଦାନ
ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ମତଦାନ ମଙ୍ଗଳବାର କରାଯିବ। ଏସବୁ ଆସନ ମଧ୍ୟରୁ ୫୦ ଏବେ ଏନ୍ଡ଼ିଏ ଦଖଲରେ ରହିଛି। ସେହିପରି ୪୧ ଆସନ ମହାମେଣ୍ଟ ଖାତାରେ ରହିଛି। ୨୦୧୫ ବିଧାନସଭା ନିର୍ବାଚନରେ ଆର୍ଜେଡି, ଜେଡ଼ିୟୁ…
ଦିଲ୍ଲୀ ଏନ୍ସିଆର୍ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ହେଲେ ଗୋଟିଏ ଦିନ ପରେ ପୁଣି ବଢିବ ପ୍ରଦୂଷଣ ମାତ୍ରା
ନୂଆଦିଲ୍ଲୀ,୨ ।୧୧: ଶୀତଦିନ ଆରମ୍ଭରୁ ଅସ୍ତ୍ୟବସ୍ତ ହୋଇ ପଡିଲେଣି ଦିଲ୍ଲୀବାସୀ । ସେଠାରେ ବେଳକୁ ବେଳ ବାୟୁ ପ୍ରଦୂଷଣ ସ୍ତର ବଢି ଚାଲିଥିବା ବେଳେ ସୋମବାର ଦିଲ୍ଲୀ ଏନ୍ସିଆର୍ରେ ଏହାର ମାତ୍ରା ସାମାନ୍ୟ କମ୍ ଥିବା ଜଣାପଡିଛି । କେନ୍ଦ୍ରୀୟ ପ୍ରଦୂଷଣ…
୪୦ ଘଣ୍ଟା ଜଳିବ ମାଟିର ଏହି ଦୀପ: ଫୋନ୍କରି ଅର୍ଡର କରୁଛନ୍ତି ଲୋକେ
ଛତିଶଗଡ଼ର କୋଣ୍ଡାଗାଓଁରେ ରୁହନ୍ତି ଅଶୋକ ଚକ୍ରଧାରୀ । ବୃତ୍ତିରେ ସେ ଜଣେ କାରିଗର। ମାଟିରେ ସେ ଭିନ୍ନ ଭିନ୍ନ ଜିନିଷମାନ ତିଆରି କରି ବିକ୍ରି କରିଥାନ୍ତି। ଏବେ ସେ ମାଟିରେ ଏକ ସ୍ବତନ୍ତ୍ର ଦୀପ ତିଆରି କରିଛନ୍ତି। ଯାହାକି ୨୪ରୁ ୪୦…
୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ
ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି। ସେହିପରି ଅନ୍ୟ ୧୦୦ କୋଟି ଟିକା ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି। ଆଡଭାନ୍ସ୍ ମାର୍କେଟ…
‘ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିଲେ ଏହି ୟୁଟ୍ୟୁବର୍, ଏବେ ହେଉଛନ୍ତି ବଦ୍ନାମ: ଜାଣନ୍ତୁ କାହିଁକି
ଦକ୍ଷିଣ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ‘ବାବା କା ଢାବା’ ନିକଟରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଲୋକେ ଏହି ଢାବାକୁ ଚଳାଉଥିବା ୮୦ ବର୍ଷୀୟ କାନ୍ତା ପ୍ରସାଦ ଏବଂ ସ୍ତ୍ରୀଙ୍କ ଦୁଃଖ କାହାଣୀ ଶୁଣି ତାଙ୍କୁ ସହାୟତାର ହାତ…
ନୀତୀଶ-ତେଜସ୍ୱୀଙ୍କୁ ଟାର୍ଗେଟ କଲେ ଚିରାଗ
ପାଟନା,୨ ।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଗଲାଣି । ମଙ୍ଗଳବାର ଏଠାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏହା ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ…
ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଅଧିକ ନିସନ୍ତାନ ଦମ୍ପତି
ନୂଆଦିଲ୍ଲୀ,୨।୧୧: ନିସନ୍ତାନ ଦମ୍ପତିମାନେ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ୍ ୧ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୩ ହଜାର ୫୩୧ ଜଣ ଶିଶୁଙ୍କୁ ଅନାଥାଶ୍ରମରୁ…
ଦୀପାବଳିରେ ଫୁଟିବ ନାହିଁ ବାଣ: ଗେହଲଟ
ଜୟପୁର,୨ ।୧୧: ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ଦେଖି ଏବେ ଲୋକଙ୍କ ଜୀବନ ବଞ୍ଚାଇବା ଏକ ଚ୍ୟାଲେଞ୍ଜ ହୋଇପଡିଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବଜାରରେ ବାଣ ବିକ୍ରି…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ, ୧୦ରୁ ଅଧିକ ଆହତ
ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶର ବହରାଇଚରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ…
ଚାଇନାର ଦାଦାଗିରି: ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ନିର୍ମାଣ କରୁଛି ରେଳ ଲାଇନ୍
ନୂଆଦିଲ୍ଲୀ,୨।୧୧: ଏଲ୍ଏସିରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଦାଦାଗିରି ଆରମ୍ଭ କରିଛି। ଭାରତର ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚାଇନା ସିଚୁଆନ୍-ତିବ୍ବତ ରେଳ ଲାଇନ୍ ନିର୍ମାଣ କରିବାକୁ ଯୋଜନା କରିଛି। ଏହାର ଲମ୍ବ ୧୦୧୧ କିଲୋମିଟର ହେବ। ଏହାର ନିର୍ମାଣ ପାଇଁ…
ବିହାରକୁୁ ସମ୍ଭାଳିବାରେ ନୀତିଶ ଅକ୍ଷମ: ତେଜସ୍ବୀ
ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଆର୍ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ସେ କହିଛନ୍ତି ଯେ, ବିହାରକୁ ସମ୍ଭାଳିବାରେ ନୀତିଶ ଅକ୍ଷମ।…
Archives


