ଜାତୀୟ

ଜଣେ ପୁଅ ନେତା, ଆଉ ଜଣେ ବଡ଼ ଅଧିକାରୀ; ରାସ୍ତାକଡ଼ରୁ ଏମିତି ଉଦ୍ଧାର ହେଲେ ବୃଦ୍ଧା ମା’

ଚଣ୍ଡୀଗଡ଼,୧୯ା୮:  ପଞ୍ଜାବର ଶ୍ରୀମୁକ୍ତସର ସାହିରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କାଦୁଅରେ ନିର୍ମିତ ଦୁଇ ଫୁଟର କାନ୍ଥରେ ଦୁଇ ଖଣ୍ଡ ପ୍ଲାଇରୁ ବୃଦ୍ଧାଜଣଙ୍କୁ ଉଦ୍ଧାର କରାଯାଇ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧାଙ୍କ…

ସୁଶାନ୍ତ ସିଂ ଆତ୍ମହତ୍ୟାର ଯାଞ୍ଚ୍‌ କରିବେ ଏସବୁ ୪ ଅଧିକାରୀ…

ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ମାମଲାର ଯାଞ୍ଚ୍‌ର ନେତୃତ୍ୱ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର ନେବେ। ସେ…

ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ତାମିଲନାଡୁର ମଦୁରାଇରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ…

ସ୍ବାସ୍ଥ୍ୟ ସେବାରେ ରେକର୍ଡ: ଗୋଟିଏ ଦିନରେ ସୁସ୍ଥ ହେଲେ ୬୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୯।୮: ଦେଶର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଆକ୍ରାନ୍ତଙ୍କ ସୁସ୍ଥ ହେବାରେ ବୁଧବାର ଏକ ନୂଆ ରେକର୍ଡ ହୋଇଛି। ଗୋଟିଏ ଦିନରେ ୬୦ ହଜାର ୯୧…

ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ ଭକ୍ତଙ୍କ ହାତ ମଧ୍ୟ ସାନିଟାଇଜ୍‌ କରିବେ। ମୂର୍ତ୍ତିଙ୍କ ପାଦରୁ ସାନିଟାଇଜର ଝରୁଛି। ଭକ୍ତ ପାଦତଳେ…

ଉଦ୍ଧବ-ରିଆଙ୍କୁ ଝଟ୍‌କା: ଦାଖଲ କରାଯିବ ରିଭ୍ୟୁ ପିଟିଶନ୍‌

ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାଦ୍ୱାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାର ଏବଂ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ସମସ୍ୟା…

ପ୍ରବଳ ବର୍ଷା: ଦିନରେ ବି ରାତି ଭଳି ଅନ୍ଧାର

ନୂଆଦିଲ୍ଲୀ, ୧୯।୮: ଦେଶର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ଦିଲ୍ଲୀରେ ପ୍ରବଳ ବର୍ଷାଯୋଗୁ ଦିନରେ ମଧ୍ୟ ରାତି ଭଳି ଅନ୍ଧାର ଘୋଡ଼େଇ ହୋଇ ରହିଛି। ତୁହାକୁ ତୁହା ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ମାରୁଛି। ତଳି ଅଞ୍ଚଳରେ ବର୍ଷାପାଣି…

ସୁପ୍ରିମ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସିବିଆଇ କରିବ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ

ନୂଆଦିଲ୍ଲୀ, ୧୯।୮: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୋଲିସକୁ ସହଯୋଗ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନରୁ…

ଜଳନ୍ତା ଜୁଇ ଭାସିଗଲା ବନ୍ୟାଜଳରେ

ଡେରାଡୁନ୍‌, ୧୯।୮: ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଲାଗି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନଈପଠାରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ହଠାତ୍‌ ନଦୀରେ ବନ୍ୟାଜଳ ଆସିଥିଲା। ବନ୍ୟା ଜଳରେ ଜଳନ୍ତା ଜୁଇ…

ରାଜରାସ୍ତାରୁ ବସ୍‌ ଅପହରଣ କଲେ ଅଜଣା ଲୋକେ: ୩୪ ଯାତ୍ରୀଙ୍କ ମିଳୁନି ଖୋଜ୍‌ ଖବର

ଆଗ୍ରା, ୧୯।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଆଉ ପୋଲିସକୁ ଭୟ କରୁ ନାହାଁନ୍ତି। ଏହା ସଦ୍ୟତମ ଘଟଣା ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟରେ ଘଟିଛି। ସ୍ଥାନୀୟ ରାୟଭା ଟୋଲ୍‌ ପ୍ଲାଜାଠାରେ…

ବାଘୁଣୀ କୁଡ଼ିଆ ଘରେ ଶାବକଙ୍କୁ ଦେଲା ଜନ୍ମ

ନାସିକ, ୧୯।୮: ମହାରାଷ୍ଟ୍ରର ନାସିକରେ ଏକ ନିଆରା ଘଟଣା ଘଟିଛି। ଏଠାରେ କୁଡ଼ିଆ ଘରେ ଏକ ଚିତାବାଘୁଣୀ ୪ ଶାବକଙ୍କୁ ଜନ୍ମ ଦେଇଛି। ଚିତାବାଘୁଣୀ ସ୍ଥାନୀୟ ଇଗତପୁରୀ ଅଞ୍ଚଳରେ ଏକ ପରିତ୍ୟକ୍ତ କୁଡ଼ିଆ ଘରେ ଶାବକଙ୍କୁ ଜନ୍ମ ଦେଇଥିବା ଫରେଷ୍ଟ ଡିଭିଜନ…

୩ ଦିନରେ ନିର୍ବାଚନ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କର

ନୂଆଦିଲ୍ଲୀ, ୧୯ା୮ : ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ଲାଗି ୩ ଦିନ ମଧ୍ୟରେ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିବାକୁ ନିର୍ବାଚନ କମିଶନ ମଙ୍ଗଳବାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମହାମାରୀ କରୋନା ସମୟରେ ଠିକ୍‌ଭାବେ ଯେମିତି ମତଦାନ କରାଯାଇପାରିବ, ସେଥିଲାଗି ରୋଡ୍‌ମ୍ୟାପ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri