ଜାତୀୟ

ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ୨,୭୪୦ କିମି ନନ୍‌ଷ୍ଟପ୍‌ ଗାଡି ଚଳାଇଲେ ସ୍ବାମୀ

ଅହମଦାବାଦ,୨୨।୭: ଅହମଦାବାଦରେ ଏକ ଅନନ୍ୟ ଘଟଣା ଦେଖିବାକୁ ମିଳିଛି। ନିଆଁରେ ପୋଡି ହୋଇଯାଇଥିବା ସ୍ତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ବାମୀ ୨,୭୪୦ କିଲୋମିଟର ନନ୍‌ଷ୍ଟପ୍‌ ଗାଡି ଚଳାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସ୍ବାମୀଙ୍କ ପ୍ରେମ ଦେଖି ପତ୍ନୀ ମଧ୍ୟ ହାର…

କବରରୁ ବାହାରି ସାକ୍ଷୀ ଦେଲା ମୃତଦେହ

ପାଟନା, ୨୨।୭: କଥାରେ ଅଛି ସତ କେବେ ଲୁଚି ରହେନା। କରିଥିବା ଅପରାଧ ଦିନେ ନା ଦିନେ ପ୍ରକାଶିତ ହେବ ବୋଲି କେତେକ କହିଥାନ୍ତି। ଏହାର ସଦ୍ୟତମ ଉଦାହରଣ ବିହାରରେ ଘଟିଛି। ଏଠାରେ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ କବରରୁ…

ବିକାଶ ଦୁବେଙ୍କ ମା’ ଦ୍ୱିତୀୟ ପୁଅକୁ ଅପିଲ୍‌, ଆତ୍ମସମର୍ପଣ କର ନହେଲେ…

କାନପୁର,୨୨।୭: କାନପୁର ଶୁଟ୍‌ଆଉଟ୍‌ର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଭାଇ ଦୀପ ପ୍ରକାଶ ଦୁବେ ଏବେ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖେଶଜୁଛି। ଏହି ସମୟରେ ବିକାଶଙ୍କ ମା’ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ ଦୀପ ପ୍ରsକାଶଙ୍କୁ ଅପିଲ୍‌…

ପିଲା ଅନଲାଇନ୍‌ ପାଠ ପଢିବା ପାଇଁ ଗାଈ ବିକିଦେଲେ କୃଷକ, ପର୍ଚୁନର ଗାଡି ଚଢି ବିଧାୟକ ଆସି ଦେଲେ ଏତିକି ଟଙ୍କାର ସହାୟତା

ଦେହରା,୨୨।୭: ହିମାଚଳ ପ୍ରଦେଶର କାଙ୍ଗଡା ଜିଲାରେ ଜ୍ୱାଳାମୁଖୀ ବିଧାନସଭା କ୍ଷେତ୍ରରେ ଥିବା ଗୁମ୍ମର ଗ୍ରାମରେ ଜଣେ ଗରିବ କୃଷକ ନିଜ ପିଲା ଅନଲାଇନ୍‌ ପାଠ ପଢିବା ପାଇଁ ଗାଈ ବିକି ଦେଇଛନ୍ତି। ଏହି ଟଙ୍କାରେ ସେ ପିଲାଙ୍କ ପାଇଁ ଏକ ସ୍ମାର୍ଟ…

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ଇଡ଼ି ଚଢ଼ାଉ: ଫର୍ଟିଲାଇଜର ଦୁର୍ନୀତି କନେକଶନ୍‌

ଜୟପୁର, ୨୨।୭: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରଙ୍କ ପାଇଁ ପୁଣି ଏକ ନୂଆ ସମସ୍ୟା ଦେଖାଦେଇଛି। ଇଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଛି। ଅଗ୍ରସେନଙ୍କ ନାମ ୨୦୦୭ରୁ ୨୦୦୯ ମଧ୍ୟରେ…

ବନ୍ୟା ସ୍ଥିତି ଅସମ୍ଭାଳ: ଖାଦ୍ୟାଭାବ ନେଲାଣି ୧୧ ଗଣ୍ଡାଙ୍କ ଜୀବନ

ଗୁଆହାଟି,୨୨ା୭ : ଉତ୍ତରଭାରତରେ ବର୍ତ୍ତମାନ ଲଗାଣ ବର୍ଷା ହେଉଥିବାରୁ ଆସାମରେ ବନ୍ୟା ସୃଷ୍ଟି ହୋଇଛି। ଏହି ବନ୍ୟାରେ ଲୋକଙ୍କ ପ୍ରାଣ ହାନି ହେବା ସହ ପଶୁପକ୍ଷୀମାନେ ମଧ୍ୟ ନିସ୍ତାର ପାଉନାହାନ୍ତି। ଆସାମର ଏହି ବନ୍ୟାରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନରେ ୧୧ ଗେଣ୍ଡା…

ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୨୨।୭: ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ କରିଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ରାଜୌରୀର ଥାନାମଣ୍ଡି ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ସମୟରେ ଏକ ଆତଙ୍କବାଦୀ ଶିବିରର ପର୍ଦ୍ଦାଫାଶ୍‌ ହୋଇଛି। ଏଠାରୁ ବିପୁଳ ପରିମାଣର ଗୁଳିଗୋଳା ସହିତ ଏକେ-୪୭ ରାଇଫଲ, ପିସ୍ତଲ, ଗ୍ରେନେଡ୍‌…

ବଞ୍ଚିଥିବାବେଳେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ, ମୃତ୍ୟୁ ପରେ ୮ ଜଣଙ୍କୁ ଦେଲେ ନୂଆ ଜୀବନ

ଥିରୁଭାନନ୍ତପୁରମ୍‌,୨୨।୭: କିଛି ଲୋକ ପୃଥିବୀକୁ ଅନ୍ୟକୁ ସହାୟତା ଦେବାକୁ ଆସିଥାନ୍ତି। ସେମିତି ଜଣେ ଯୁବକ ଥିଲେ ଅନୁଜିଥ୍‌। ୨୭ ବର୍ଷୀୟ ଏହି ଯୁବକ ଜଣଙ୍କ ନିଜ ସ୍ବଳ୍ପ ଜୀବନକାଳ ମଧ୍ୟରେ ଶହ ଶହ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ମୃତ୍ୟୁ ପରେ ମଧ୍ୟ…

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ଧ୍ରୁବାସ୍ତ୍ର: ଶତ୍ରୁ ଟ୍ୟାଙ୍କ ନିମିଷକେ ହେବ ଧ୍ୱଂସ

ନୂଆଦିଲ୍ଲୀ, ୨୨।୭: ଭାରତ ସୀମାରେ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଲଗାତାର ଉତ୍ତେଜନା ବୃଦ୍ଧି କରାଯିବା ଷଡ଼ଯନ୍ତ୍ର ଜାରି ରହିଛି। ଏପରିସ୍ଥଳେ ଦୁଇ ଶତ୍ରୁଙ୍କୁ କଡ଼ା ଜବାବ ଦେବା ଲାଗି ଭାରତୀୟ ସେନାରେ ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ରକୁ ସାମିଲ…

ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର

ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି ହୋଇଛି। ମୁମ୍ବାଇର ଓ୍ବାଡିଆ ହସ୍ପିଟାଲରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ୧୦୦ ଶିଶୁଙ୍କୁ ଭର୍ତ୍ତି କରାଯାଇଛି।…

ଭାରତରେ ସମ୍ପୂର୍ଣ୍ଣ କରୋନା ଟୀକାକରଣ ପାଇଁ ଲାଗିବ କେତେ ଦିନ…

ନୂଆଦିଲ୍ଲୀ, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଆଶା ମଧ୍ୟ ବଢ଼ିବାରେ ଲାଗିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟୀକାର ଦ୍ୱିତୀୟ ପ୍ରର୍ଯ୍ୟାୟ ଟ୍ରାଏଲ୍‌ ଆରମ୍ଭ ହୋଇସାରିଥିବା ସମ୍ପର୍କରେ ସୂଚନା…

ଲକ୍‌ଡାଉନ୍‌ରେ ଏମିତି ବଦଳିଲା ଶ୍ରମିକଙ୍କ ଭାଗ୍ୟ

ଲକ୍‌ଡାଉନ୍‌ ପାଇଁ ରୋଜଗାର ଠାରୁ ଅର୍ଥ ବ୍ୟବସ୍ଥା ସବୁକିଛି ଏବେ ସଙ୍କଟରେ। ମାତ୍ର ଏହି ସମୟରେ ମଧ୍ୟପ୍ରଦେଶର ପନ୍ନାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ଆନନ୍ଦୀ ଲାଲ କୁଶଓ୍ବାହା ନାମକ ଶ୍ରମିକ ଲକ୍‌ଡାଉନ୍‌ରେ ହୀରା ଖାଦନରେ କାମ କରୁଥିଲେ। ମଙ୍ଗଳବାର ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri