ଜାତୀୟ

ଗଛ ଡାଳରେ ସାଲାଇନ୍‌ ଷ୍ଟାଣ୍ଡ୍‌: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ହାଇଦ୍ରାବାଦ୍‌, ୧୬।୮: ତେଲଙ୍ଗାନାର ଓସମାନିଆ ଜେନେରାଲ ହସ୍ପିଟାଲରେ ରୋଗୀ ସେବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ରୋଗୀଙ୍କୁ ସାଲାଇନ୍‌ ଲଗା ଯାଇଥିବା ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ତେବେ ସାଲାଇନ୍‌ ଷ୍ଟାଣ୍ଡ୍‌ ବଦଳରେ ଗଛ…

ବନ୍ୟା ଯୋଗୁ ଚାଷ ଜମିରେ ଫସି ରହିଥିବା ୧୨ କୃଷକଙ୍କୁ ଉଦ୍ଧାର କଲା ସେନା ହେଲିକପ୍ଟର

ହାଇଦ୍ରାବାଦ,୧୬।୮: ତେଲେଙ୍ଗାନାରେ କିଛିଦିନ ହେବ ଲଗାତାର ଭାବେ ବର୍ଷା ହୋଇ ଚାଲିଛି। ଫଳରେ ଏଠାକାର ଅଧିକାଂଶ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ବନ୍ୟାଯୋଗୁ ନିକଟରେ ୧୨ ଜଣ କୃଷକ ନିଜ ଚାଷ ଜମିରେ ଫସି ଯାଇଥିଲେ। ଏହି ଖବର ଜାଣିବା ପରେ ସେନା…

ବୈଷ୍ଣୋ ଦେବୀଙ୍କୁ ପ୍ରତିଦିନ ୨ହଜାର ଭକ୍ତ ଦର୍ଶନ କରିବେ

କଟରା,୧୬।୮: ରବିବାରଠାରୁ ଆରମ୍ଭ ହୋଇଛି ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା। କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ବୈଷ୍ଣୋ ଦେବୀ ଦର୍ଶନ ବନ୍ଦ ଥିବା ବେଳେ ଦୀର୍ଘ ପ୍ରାୟ ୫ ମାସପରେ ଭକ୍ତ ପୁଣିଥରେ ମା’ଙ୍କ ଦର୍ଶନ କରିପାରିବେ। କରୋନା…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦ ହଜାର ମୁହାଁ

ନୂଆଦିଲ୍ଲୀ,୧୬।୮: କରୋନା ସଂକ୍ରମଣ ବେଳକୁ ବେଳ ଡରାଇ ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୩,୪୮୯। ଏହାସହ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୯୪୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ…

ବାପଘରକୁ ଯିବା ପାଇଁ ବାରମ୍ବାର ଜିଦ୍‌ କରୁଥିଲେ ସ୍ତ୍ରୀ, ସ୍ବାମୀ ନେଲେ ଏମିତି ପଦକ୍ଷେପ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୧୬ା୮: ରାଜସ୍ଥାନର ବୁଣ୍ଡି ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସ୍ତ୍ରୀ ବାରମ୍ବାର ବାପଘରକୁ ଯିବାକୁ ଜିଦ୍‌ ଧରିବାରୁ କ୍ରୋଧିତ ହୋଇ ଠେଙ୍ଗାରେ ପିଟିପିଟି ମାରି ଦେଇଛନ୍ତି ସ୍ବାମୀ। ସୂଚନାଯୋଗ୍ୟ, ବୁଣ୍ଡି ଜିଲା ଦାରାସ୍ଥିତ ନାୟାଗୋନର ନନ୍ଦକିଶୋର କାମରୁ…

ଏସବୁ ଅଞ୍ଚଳରେ ପ୍ରଥମେ ଆରମ୍ଭ ହେଲା ଡିଜିଟାଲ ସ୍ବାସ୍ଥ୍ୟ ମିଶନ

ନୂଆଦିଲ୍ଲୀ, ୧୬।୮: ଦେଶର ସମସ୍ତ ଲୋକଙ୍କୁ ଏବେ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧିନତା ଦିବସ ଅବସରରେ ଘୋଷଣା କରିଥିଲେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ଶୁଭାରମ୍ଭର ଗୋଟିଏ ଦିନ ପରେ ଏହି ସେବାର…

ମୋଦିଙ୍କର ଭାରତୀୟ ସେନା ଉପରେ ନାହିଁ ବିଶ୍ୱାସ: ରାହୁଲ

ନୂଆଦିଲ୍ଲୀ, ୧୬।୮: ଭାରତ-ଚାଇନା ବିବାଦ ନେଇ କଂଗ୍ରେସ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛି। ରବିବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କର ଭାରତୀୟ ସେନା ଉପରେ ଭରସା ରହିଛି।…

ପୁଣ୍ୟତିଥିରେ ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୬।୮: ଭାଜପାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ…

ଧୋନୀଙ୍କ ପରେ ଅବସର ନେଲେ ସୁରେଶ ରାଇନା

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର କିଛି ସମୟ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ସାଥୀ ଖେଳାଳି ସୁରେଶ ରାଇନା। ଉତ୍ତର ପ୍ରଦେଶ ଜନ୍ମିତ…

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ଧୋନୀ

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଧୋନୀ ଅବସର ନେଇ ସୂଚନା ଦେଇଛନ୍ତି। ଏହି ଅବସରରେ…

ଭାରତର ପୂର୍ବତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀଙ୍କ ବିୟୋଗ

ନୂଆଦିଲ୍ଲୀ, ୧୫।୮: ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡକ୍ଟର ଶଙ୍କର ଦୟାଲ ଶର୍ମାଙ୍କ ସ୍ତ୍ରୀ ବିମଳା ଶର୍ମାଙ୍କ ଶନିବାର ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଗତ ଜୁନ୍‌ ମାସରେ ବିମଳା କରୋନା ଭାଇରସ୍‌କୁ ପରାସ୍ତ କରିଥିଲେ। ଜୁନ୍‌…

ବ୍ୟାୟାମ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଜାଣନ୍ତୁ…

ନୂଆଦିଲ୍ଲୀ, ୧୫।୮: ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ସତ। ଦିଲ୍ଲୀର ଜଣେ ୧୮ ବର୍ଷୀୟ ଯୁବକ ଲକ୍ଷ୍ୟ ପ୍ରତିଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri