ଜାତୀୟ

ବଳାତ୍କାର ପାଇଁ ଦାୟୀ ଜନସଂଖ୍ୟା, ଇଣ୍ଟରନେଟ୍ : ଡିଜିପି

ଜଇପୁର,୫ ।୧୦: ହାଥରସ ଗଣବଳାତ୍କାର ସହ ଦେଶର ବିଭିନ୍ନ ସ୍ଥାନରେ ଘଟୁଥିବା ଏଭଳି ଘଟଣାକୁ ନେଇ ଏବେ ସାରା ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ସମୟରେ ରାଜସ୍ଥାନ ଡିଜିପି ଭୁପେନ୍ଦ୍ର ସିଂ ଯାଦବ କହିଛନ୍ତି ଏବେ ଜମିବାଡି…

ମହାରାଷ୍ଟ୍ରରେ ଖୋଲିଲା ଫୁଡ୍ କୋର୍ଟ, ବାର୍‌, ରେସ୍ତୋରାଁ

ମୁମ୍ବାଇ,୫ ।୧୦: କରୋନା ପରିସ୍ଥିତି ବେଳକୁ ବେଳ ଜଟିଳ ହେଉଥିବା ବେଳେ ଅନ୍‌ଲକରେ ଏବେ ପ୍ରାୟ ସବୁ ଖୋଲି ଯାଇଛି କହିଲେ ଚଳେ । ହେଲେ କିଛି ରାଜ୍ୟରେ ଏବେବି ରହିଛି କିଛି କଟକଣା । ସବୁଠାରୁ ଅଧିକ କରୋନା ସଂକ୍ରମଣ…

ହାଥରସ୍‌ ଘଟଣା: ସାମ୍ପ୍ରଦାୟିକ ଦଙ୍ଗା ପାଇଁ ରାତା ରାତି ତିଆରି କରାଯାଇଥିଲା ଓ୍ବେବସାଇଟ୍‌

ନୂଆଦିଲ୍ଲୀ, ୫।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ଗୋଇନ୍ଦା ବିଭାଗ ବଡ଼ ଷଡ଼ଯନ୍ତ୍ର ସମ୍ପର୍କରେ ଗୁପ୍ତ ତଥ୍ୟ ହାସଲ କରିଛି। ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଲାଗି ରାତା ରାତି ଓ୍ବେବସାଇଟ୍‌ ତିଆରି କରାଯାଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ହାଥରସ୍‌ ଘଟଣାକୁ ନେଇ ଏଭଳି…

କଂଗ୍ରେସ ନେତା ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ

ବେଙ୍ଗାଲୁରୁ, ୫।୧୦: କର୍ନାଟକ କଂଗ୍ରେସ ପ୍ରଦେଶ କମିଟି ଅଧ୍ୟକ୍ଷ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ଏହି ଚଢ଼ାଉ କରାଯାଉଥିବା କୁହାଯାଉଛି। ବେଙ୍ଗାଲୁରୁର କନକପୁରା ବିଧାନସଭା କ୍ଷେତ୍ରର ସଦାଶିବ ନଗର ସ୍ଥିତ ହୋଡ୍ଡୁଲାହଲି…

ନୀତୀଶ୍‌ଙ୍କ ନେତୃତ୍ୱକୁ ବିରୋଧ: ଏକାକୀ ନିର୍ବାଚନ ଲଢ଼ିବ ଏଲ୍‌ଜେପି

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରବିବାର ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାରଙ୍କୁ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ବିରୋଧ କରିଛି। ଜେଡିୟୁ ସହ ଆଦର୍ଶଗତ ସମାନତା ନ ଥିବା ଦର୍ଶାଇ ଏଲ୍‌ଜେପି ବିହାର…

ମହାରାଷ୍ଟ୍ରରେ କରୋନାକୁ ହରାଇଛନ୍ତି ୮୭ ପ୍ରତିଶତ ପୋଲିସ କର୍ମଚାରୀ

ମୁମ୍ବାଇ, ୪।୧୦: ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ମହାରାଷ୍ଟ୍ର ପୋଲିସ ଲାଗି କରୋନା କେତେ ମାରାତ୍ମକ ସାବ୍ୟସ୍ତ ହୋଇଛି ତାହା ଗତ ୨୪ ଘଣ୍ଟାର ରିପୋର୍ଟରୁ ଜଣାପଡ଼ିଛି। ଶନିବାର…

ଭାଜପାରେ ସାମିଲ ହେଲେ ଏହି ସ୍ବର୍ଣ୍ଣ ବିଜୟିନୀ ମହିଳା ଶୁଟର୍‌

ନୂଆଦିଲ୍ଲୀ, ୪।୧୦: ବିହାର ନିର୍ବାଚନ ପୂର୍ବରୁ ଦିଗଂବତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ଝିଅ ତଥା ଜାତୀୟସ୍ତରର ମହିଳା ଶୁଟର୍‌ ଶ୍ରେୟାସୀ ସିଂ ଭାଜପାରେ ସାମିଲ ହୋଇଛନ୍ତି। ରବିବାର ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଦଳର ନେତା ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶ୍ରେୟାସୀ…

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ, ୪।୧୦-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଗତ କିଛିଦିନ ତଳେ ହାଇଦ୍ରାବାଦରେ ତମନ୍ନା ଏକ ୱେବ ସିରିଜ ପାଇଁ ସୁଟିଂ କରୁଥିଲେ। ଏହାପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେ କୋଭିଡ ଟେଷ୍ଟ କରିବା ପରେ…

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ କେତେ କାମ ସହଜରେ କରିପାରୁଛି। କୋଭିଡ୍‌ କେୟାର ସେଣ୍ଟର, ରେଷ୍ଟୁରାଣ୍ଟ…

ସ୍ତ୍ରୀ ଭିକ ମାଗିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପରିବାର ପରାମର୍ଶ କେନ୍ଦ୍ରକୁ ଆସିଥିବା ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ତିନି ତଲାକ୍‌ କହି ଛାଡ଼ପତ୍ର ଦେଇଛନ୍ତି। ତେବେ ତିନି ତଲାକ୍‌କୁ ଆଇନଗତ ଭାବେ ନିଷେଧ କରାଯାଇଥିବାରୁ ପୋଲିସ ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି। ଏହି…

ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୦: କରୋନା ଭାଇରସ ସଂକ୍ରମଣ ବଢି ଚାଲଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କେତେକ ଦେଶରେ ଏହା ଟ୍ରାଏଲ ବି କରାଯାଇଛି । ଇତିମଧ୍ୟରେ ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ…

କଂଗ୍ରେସ କ୍ଷମତାକୁ ଆସିଲେ ହଟାଇ ଦେବ ସମସ୍ତ କୃଷି ନିୟମ: ରାହୁଲ

ନୂଆଦିଲ୍ଲୀ,୪ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ କୃଷି ନୀତିକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ରବିବାର ପଞ୍ଜାବର ମୋଗାରେ ଏକ ମେଗା ରାଲିରେ ସମ୍ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି ଯଦି ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri