ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା
ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା ସହ ଶିଳାନ୍ୟାସ କରିଛନ୍ତି। ଭଗବାନ ରାମଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ…
ପୁତ୍ର ଭକ୍ତିରେ ବିହ୍ବଳ ମା’
ନୂଆଦିଲ୍ଲୀ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି। ରାମନଗରୀରେ ହୋଇଥିବା ଏହି ଭବ୍ୟ ଆୟୋଜନରେ ମୋଦି ପ୍ରଥମେ ୯ଟି ଇଟାରେ ରାମ ମନ୍ଦିରର ମୂଳଦୂଆ ପକାଇଥିଲେ। କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମରେ…
ଭୂମି ପୂଜନ ଅବସରରେ ଗୀତ ଗାଇଲେ ଏହି ରାଜନେତା
ମୁମ୍ବାଇ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିବା ସହ ଶିଳାନ୍ୟାସ କରିଛନ୍ତି। କରୋନା ଯୋଗୁ ଏହି ଅବସରରେ କେବଳ ଅଳ୍ପସଂଖ୍ୟକ ଅତିଥି ହିଁ ଯୋଗଦେଇପାରିଥିଲେ। ତେଣୁ ଭୂମି ପୂଜନରେ ସାମିଲ ହୋଇପାରି…
ରାହୁଲଙ୍କ ରାମ ଭକ୍ତି, ଅଯୋଧ୍ୟା ଭୂମିପୂଜନକୁ ନେଇ କହିଲେ ଏମିତି
ନୂଆଦିଲ୍ଲୀ,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ବୁଧବାର ଭୂମିପୂଜନ କରାଯାଇଛି। ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି, ଭଗବାନ ରାମ ହୃଦୟର ଗଭୀରତାରେ ଥିବା ମାନବିକତାର ମୂଳ ଭାବନା ଅଟନ୍ତି…
ଅଯୋଧ୍ୟାକୁ ଦେଖି ଯେଉଁମାନେ ଲଙ୍କା ଖାଇବା ଭଳି ହେଉଛନ୍ତି, ସେମାନଙ୍କ ପାଇଁ ମୁଁ ଔଷଧ ପ୍ରସ୍ତୁତ କରିବି: ରାମଦେବ
ଅଯୋଧ୍ୟା,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ନେଇ ଅନୁଷ୍ଠିତ ହୋଇଛି ଭୂମିପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ରାମମନ୍ଦିରର ଶିଳାନ୍ୟାସ କରିଛନ୍ତି। ତେବେ ଏହି ମନ୍ଦିର ନିର୍ମାଣ ନେଇ ଅନେକେ କଟୁ ମନ୍ତବ୍ୟ…
ମୋଦି ରାମମନ୍ଦିର ଭୂମିପୂଜନ କରୁଥିବା ସମୟରେ ପଶିଆସିଲେ ୨ ଛେଳି, ଆଉ ତା’ ପରେ…
ନୂଆଦିଲ୍ଲୀ,୫ା୮: ରାମମନ୍ଦିର ଭୂମି ପୂଜା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି କଡ଼ା ସୁରକ୍ଷା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁପଟରେ ଭୂମି ପୂଜା କରୁଥିଲେ, ସେଠାକୁ ଦୁଇଟି ଛେଳି ପଶି ଆସିଥିଲେ।…
ପ୍ରସିଦ୍ଧ ଗାୟକ ବାଲାସୁବ୍ରମଣ୍ୟମ କରୋନାରେ ପୀଡ଼ିତ
ମୁମ୍ବାଇ,୫।୮: ସମଗ୍ର ଦେଶରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଧନୀ ହେଉ କି ଗରୀବ ଜନତା ହୁଅନ୍ତୁ କି ନେତା କିମ୍ବା ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଇତିମଧ୍ୟରେ…
ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ ରାମମନ୍ଦିର: ବହନ କରିବ ଭାଇଚାରାର ବାର୍ତ୍ତା
ଅଯୋଧ୍ୟା, ୫।୮: ରାମମନ୍ଦିର ନିର୍ମାଣର ଭୂମି ପୂଜନ ଶେଷ ହୋଇଛି। ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ରାମମନ୍ଦିର ଅନନ୍ତକାଳ ପର୍ଯ୍ୟନ୍ତ ମାନବତା ଆସ୍ଥାର ପ୍ରତୀକ ପାଲଟିବ। ଏହା ଦେଶବାସୀଙ୍କୁ ସର୍ବଦା ଭାଇଚାରାର ବାର୍ତ୍ତା ସମ୍ପର୍କରେ…
ମାତ୍ର ୫ ଟଙ୍କା ପାଇଁ ଅଣ୍ଡା ଦୋକାନୀଙ୍କ ସହ ଘଟିଲା ଏମିତି କିଛି
ଲକ୍ଷ୍ନୌ,୫।୭: ଉତ୍ତରପ୍ରଦେଶର ବାଲିଆରେ ଜଣେ ଅଣ୍ଡା ବ୍ୟବସାୟୀଙ୍କୁ ମାତ୍ର ପାଞ୍ଚ ଟଙ୍କା ପାଇଁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ପରିବାର ସଦସ୍ୟ ଅଭିଯୋଗ…
ଭାରତର କଡ଼ା ଜବାବ: ନିୟନ୍ତ୍ରଣ ରେଖାରେ ୧୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର, ୫।୮: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନୀ ସୈନ୍ୟ ଭାରତୀୟ ସେନାଙ୍କ ପାଲଟା ଜବାବରେ ସ୍ତବ୍ଧ ହୋଇଯାଇଛନ୍ତି। ପୁଞ୍ଚ୍ ଜିଲାର କ୍ରିଷ୍ଣାଘାଟି ଏବଂ ମାନକୋଟ ସେକ୍ଟର ଉପରେ…
ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ହେବ ରାମମନ୍ଦିର: ରାଷ୍ଟ୍ରପତି
ନୂଆଦିଲ୍ଲୀ, ୫।୮: ଆଧୁନିକ ଭାରତରେ ରାମରାଜ୍ୟର ପ୍ରତୀକ ଭାବେ ରାମମନ୍ଦିର ଉଭା ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର କହିଛନ୍ତି। ଅଯୋଧ୍ୟାରେ ରାମମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବା ପରେ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି।…
କରୋନାରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଗଲେ ଚୋର, ଆଉ ତା’ପରେ
କୋଏମ୍ବାଟୁର,୫।୮: ତାମିଲନାଡୁର କୋଏମ୍ବାଟୁରରେ ଏକ ଅଭାବନୀୟ ଘଟଣା ଘଟିଛି। କରୋନା ରୋଗରେ ମୃତ ମହିଳାଙ୍କ ହାତରୁ ସୁନା ଚୁଡି କାଢି ନେଇଯାଇଛନ୍ତି ଚୋର। ଗତ ସୋମବାର କୋଏମ୍ବାଟୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସମ୍ପୃକ୍ତ ମହିଳା ଭର୍ତ୍ତି ହୋଇଥିଲେ। ଝିଅ ବି…
Archives


