ଜାତୀୟ

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୭୩ ବର୍ଷୀୟ ଚୌହାନ ଶୁକ୍ରବାର ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି…

ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କଲେ ଏହି ଯୁବକ, ୫-୬ ଘଣ୍ଟା ରହିବ ଥଣ୍ଡା

କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍‌ ପିନ୍ଧିବା ଏତେ ସହଜ କଥା ନୁହେଁ। ଏହାକୁ ପିନ୍ଧିବା ପରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅନେକ ଥର ଦେଖାଯାଇଛି ଯେ, ଡାକ୍ତର କିମ୍ବା ମେଡିକାଲ କର୍ମଚାରୀମାନେ ଏହାକୁ ପିନ୍ଧି ଚେତାଶୂନ୍ୟ ହୋଇଯାଇଛନ୍ତି। ଏହି…

ଅଭିଭାବକଙ୍କୁ ଆଶ୍ୱସ୍ତି, କରୋନା କମିଲେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧୫।୮: ସ୍ବାଧିନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ଦିଲ୍ଲୀର ଅଭିଭାବକଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି ଯେପର୍ଯ୍ୟନ୍ତ କରୋନା ସଂକ୍ରମଣ କମ୍‌ ହୋଇନାହିଁ ସେ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଖୋଲାଯିବ…

ତହସିଲଦାରଙ୍କ ଘରୁ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ

ହାଇଦ୍ରାବାଦ,୧୫।୮-ତେଲେଙ୍ଗାନାର ମେଦଛାଲ ମାଲକାଜଗିରି ଜିଲାର ରାଜସ୍ବ ଅଧିକାରୀଙ୍କ ଘରେ ଦୁର୍ନୀତି ନିରୋଧୀ ଶାଖା ଶୁକ୍ରବାର ରାତିରେ ଚଉାଉ କରି ନଗଦ ଏକ କୋଟି ୧୦ ଲକ୍ଷ ଟଙ୍କା ଜବତ କରିଛି। ରାଜସ୍ବ ଅଧିକାରୀ ଇରଭା ବାଲାରାଜୁ ନାଗାରାଜୁ ଏଏସ ରାଓ ନଗରସ୍ଥିତ…

ସମସ୍ତଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ

ନୂଆଦିଲ୍ଲୀ,୧୫।୮: ଦେଶର ସମସ୍ତ ଲୋକଙ୍କୁ ଏବେ ମିଳିବ ଡିଜିଟାଲ ସ୍ମାର୍ଟ ହେଲଥ୍‌ କାର୍ଡ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗର ବିବରଣୀ, ଔଷଧ ବିଷୟରେ ଆବଶ୍ୟକ ତଥ୍ୟ, ହସ୍ପିଟାଲ ଏବଂ ଔଷଧ ଦୋକାନର ତଥ୍ୟ ଆଦି ରହିବ। ଏହି ସ୍ମାର୍ଟ କାର୍ଡ ଦ୍ୱାରା…

ବନ୍ୟା ପାଣି ଭିତରେ ଠିଆ ହୋଇ ପତାକା ଉତ୍ତୋଳନ କଲେ ପୋଲିସ କର୍ମୀ

ବହରାଇଚ୍‌,୧୫।୮: ସମଗ୍ର ଦେଶରେ ୭୪ତମ ସ୍ବାଧିତନା ଦିବସ ପାଳିତ ହୋଇଛି। କରୋନା ପ୍ରକୋପ ଯୋଗୁଁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ସବ ପାଳନ କରିଛନ୍ତି। ଏହି ସମୟରେ କିଛି ଏଭଳି ଏକ ଦୃଶ୍ୟ ଆସିଛି, ଯାହାକୁ ଦେଖିଲେ ଲାଗିବ…

ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ଏହାପରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ଆରମ୍ଭରୁ ତାଙ୍କୁ କୁନି…

୭୫ ବର୍ଷ ବୟସ୍କ ବୃଦ୍ଧ କଲେ ଏପରି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲୁଧିଆନା,୧୫।୮: ପଞ୍ଜାବରେ ନିଶାର ମାୟା ଜାଲରେ ଯୁବଗୋଷ୍ଠୀ ପଡ଼ିଛନ୍ତି। ଦିନକୁ ଦିନ ଏଠାରେ ଡ୍ରଗ୍ସ୍‌ ଚୋରା କାରବାର ବଢ଼ିବା ସହିତ ନାନା ପ୍ରକାର ଅପରାଧ ବୃଦ୍ଧି ପାଉଛି। ଏନେଇ ସଚେତନତା ସୃଷ୍ଟି କରିବା ଲାଗି ୭୫ ବର୍ଷ ବୟସ୍କ ବୃଦ୍ଧ ନିହାଙ୍ଗ୍‌…

ଚନ୍ଦ୍ରରେ ଘର ତିଆରି କରିବାକୁ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ !

ବେଙ୍ଗାଲୁରୁ,୧୫।୮: ଚନ୍ଦ୍ରରେ ଘର ତିଆରି କରିବାକୁ ଭାରତୀୟ ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କରିଥିବା କୁହାଯାଉଛି। ବିଶେଷ ଧରଣର କିଛି ପଦାର୍ଥକୁ ନେଇ ଏହା ତିଆରି କରାଯାଇଛି। ଚନ୍ଦ୍ରରୁ ସଂଗ୍ରହ କରାଯାଇଥିବା ମାଟି, ବ୍ୟାକ୍ଟେରିଆ ଓ ଗୁଆର ବିନ୍ସରେ ଏହା…

୧୬ ହଜାର ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ଦେଶର ୭୪ତମ ସ୍ବାଧୀନତା ଦିବସ ଅବସରରେ ଲଦାଖରେ ୧୬ ହଜାର ଫୁଟ ଉଚ୍ଚ ପାହାଡ଼ରେ ଭାରତୀୟ ଯବାନ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ସ୍ଥାନୀୟ ପୋଙ୍ଗୋଙ୍ଗ୍‌ ତୋସ୍‌ ନଦୀ କୂଳରେ ଆଇଟିବିପି ଯବାନମାନେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର ୧୪…

ସୁଧୁରୁନି ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୫।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଆସୁ ନ ଥିବା ଶନିବାର ସକାଳେ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଏବେବି ସେ ଭେଣ୍ଟିଲେଟରରେ ରହିଛନ୍ତି। ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଥିବା ବେଳେ…

କମିଶନରଙ୍କ ସ୍ଥାନରେ କରୋନା ଯୋଦ୍ଧା କଲେ ପତାକା ଉତ୍ତୋଳନ

ବାରାଣସୀ,୧୫।୮: ଦେଶ ପାଳନ କରିଛି ୭୪ତମ ସ୍ବାଧିନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଗର୍ବର ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ବାରାଣସୀରେ କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri