ଜାତୀୟ

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ। ୨୦୧୭ରେ ସରକାର ଏଭଳି ନିୟମ ପ୍ରଚଳନ କରିଥିଲେ। ତେବେ ଏହା ଉକ୍ତ ଆଇନର ବିରୁଦ୍ଧାଚରଣ…

ସ୍ବାମୀଙ୍କୁ ମାରି ଫେସ୍‌ବୁକ୍‌ରେ ପୋଷ୍ଟ କଲେ ସ୍ତ୍ରୀ

ନୂଆଦିଲ୍ଲୀ, ୫ା୧: ସ୍ବାମୀଙ୍କୁ ହତ୍ୟା କରି ସ୍ତ୍ରୀ ଫେସ୍‌ବୁକରେ ଘଟଣା ପୋଷ୍ଟ କରିବା ଏବଂ ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ନୂଆଦିଲ୍ଲୀ ଛତରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୩୬ ବର୍ଷୀୟା ମହିଳା ଜଣକ ପ୍ରଥମେ ସ୍ବାମୀଙ୍କୁ ଛୁରି ଭୁସି…

ଡିଏସ୍‌ପି ଝିଅଙ୍କୁ ଇନ୍ସପେକ୍ଟର ବାପାଙ୍କ ସାଲ୍ୟୁଟ୍‌

ତିରୁପତି, ୫ା୧: ପୋଲିସର ଏକ ବୈଠକରେ ନିଜ ଡିଏସ୍‌ପି ଝିଅକୁ ଦେଖି ସଙ୍ଗେ ସଙ୍ଗେ ଛିଡ଼ା ହୋଇଯାଇଥିଲେ ଇନ୍ସପେକ୍ଟର ବାପା। ଉଚ୍ଚ ର଼୍ୟାଙ୍କ ଅଧିକାରୀ ହୋଇଥିବାରୁ ତାଙ୍କୁ ସମସ୍ତଙ୍କ ଉପସ୍ଥିତିରେ ମାଡାମ୍‌ ସମ୍ବୋଧିତ କରିବା ସହ ପ୍ରୋଟକଲ ଅନୁସାରେ ସାଲ୍ୟୁଟ ମାରିବା…

ଆଇନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ଯାଅ

ନୂଆଦିଲ୍ଲୀ, ୫।୧(ପି.ଟି.): କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର ହେବନି। ସେଗୁଡ଼ିକର ପ୍ରତ୍ୟାହାର ଚାହୁଁଥିଲେ ଚାଷୀ ସୁପ୍ରିମକୋର୍ଟ ଯାଆନ୍ତୁ। ସୋମବାର ଆଲୋଚନା ବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଭଳି କହିଥିବା କିଷାନ ମଜଦୁର ସଂଘର୍ଷ କମିଟି ନେତା…

ସବୁଠୁ ଗରମ ବର୍ଷ ତାଲିକାରେ ୨୦୨୦

ନୂଆଦିଲ୍ଲୀ,୪ା୧- ୧୯୦୧ ପରଠାରୁ ସବୁଠୁ ଉତ୍ତପ୍ତ ବର୍ଷ ତାଲିକାରେ ସ୍ଥାନ ପାଇଛି ୨୦୨୦। କିନ୍ତୁ ୨୦୧୬ରେ ଦେଖାଯାଇଥିବା ସର୍ବୋଚ୍ଚ ଉତାପ ତୁଳନାରେ ଏହା ଯଥେଷ୍ଟ କମ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୋମବାର କୁହାଯାଇଛି। ୨୦୨୦ ବର୍ଷରେ…

କେନ୍ଦ୍ର – ଚାଷୀ ସଂଗଠନ ବୈଠକ: ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ,୪।୧: କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ସୋମବାର ବସିଥିବା ସପ୍ତମ ପର୍ଯ୍ୟାୟ ବୈଠକରୁ କୌଣସି ସମାଧାନ ମିଳିପାରି ନାହିଁ। ଚାଷୀ ସଂଗଠନ ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ଜିଦରେ ଅଟଳ ରହିଛି। ଅନ୍ୟପକ୍ଷରେ ବୈଠକରେ ସରକରଙ୍କ ପକ୍ଷରୁ…

ଦେଶରେ ବଢୁଛି ନୂଆ କୋଭିଡ୍‌ ଷ୍ଟ୍ରେନ

ନୂଆଦିଲ୍ଲୀ,୪।୧: ଦେଶର ବିଭିନ୍ନ ସ୍ଥାନରୁ ସୋମବାର କୋଭିଡ୍‌-୧୯ ନୂତନ ଷ୍ଟ୍ରେନର ୯ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ ନୂତନ ଷ୍ଟ୍ରେନ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ୩୮ଟି ମାମଲା ମଧ୍ୟରୁ ୧୦ଟି ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ବେଳେ ୩ଟି…

ମାଲେଗାଁଓ ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେଲେ ପ୍ରଜ୍ଞା ଠାକୁର

ମୁମ୍ବାଇ,୪ ।୧: ମହାରାଷ୍ଟ୍ରର ମାଲେଗାଁଓରେ ୨୦୦୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ସୋମବାର ଏନ୍‌ଆଇଏର ବିଶେଷ ଅଦାଲତରେ ହାଜର ହୋଇଛନ୍ତି । ହେଲେ କୋର୍ଟ ଏହି ମାମଲାର…

ମନ୍ତ୍ରୀଙ୍କ ସହ ଖାଇବାକୁ ମନା କଲେ କୃଷକ

ନୂଆଦିଲ୍ଲୀ,୪।୧: କୃଷି ଆଇନ ପ୍ରସଙ୍ଗରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଅଷ୍ଟମ ରାଉଣ୍ଡର ଏହି ଆଲୋଚନା ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେଉଛି। ଗତ ଶେଷ ଆଲୋଚନା ବିଦ୍ୟୁତ ବିଲ ଏବଂ ପ୍ରଦୂଷଣ ପ୍ରସଙ୍ଗରେ କୃଷକଙ୍କ ଦାବିକୁ…

ଛୋଟା ରାଜନଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ମୁମ୍ବାଇ,୪।୧: ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସ୍ବତନ୍ତ୍ର ସିବିଆଇ କୋର୍ଟ ରାଜନଙ୍କୁ ଏହି ଦଣ୍ଡାଦେଶ କରିଛନ୍ତି। ୨୦୧୫ରେ ପନଓ୍ବେଲ ସ୍ଥିତ ବିଲ୍ଡର ନନ୍ଦୁ ଓ୍ବାଜେକରଙ୍କୁ ଧମକାଇ ୨୬ କୋଟି ଟଙ୍କା ମାଗିଥିବା ଅଭିଯୋଗରେ ସେ ଦୋଷୀ…

ରବର୍ଟ ଭଦ୍ରାଙ୍କ ଘରେ ଆୟକର ଟିମ୍‌

ନୂଆଦିଲ୍ଲୀ,୪।୧: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ଘରେ ଆୟକର ଟିମ ପହଞ୍ଚିଛନ୍ତି। ବେନାମୀ ସମ୍ପତ୍ତି ମାମଲାରେ ଆୟକର ଅଧିକାରୀ ଭଦ୍ରାଙ୍କୁ ପଚରାଉଚରା କରୁଛନ୍ତି। ପୂର୍ବରୁ ଏନେଇ ଭଦ୍ରାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ଜାରି…

ଏବେ ନେବି ନାହିଁ କରୋନା ଟିକା: ଶିବରାଜ

ଭୋପାଳ,୪ ।୧: ଦେଶକୁ କରୋନା ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି । ଇତିମଧ୍ୟରେ ରବିବାର ୨ଟି ଭ୍ୟାକ୍ସିନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଭ୍ୟାକ୍ସିନକୁ ନେଇ ପ୍ରଥମେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?