ଜାତୀୟ

୨୦ ବର୍ଷର ଲୋକସେବା: ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୭।୧୦: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲୋକସେବାକୁ ୨୦ ବର୍ଷ ପୂରଣ ହୋଇଛି। ଇତିମଧ୍ୟରେ ସେ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୦୧ ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିଦିନଠାରୁ…

କାଢା ପିଇଲେ ଯକୃତ ନଷ୍ଟ ହେବାର କୌଣସି ପ୍ରମାଣ ନାହିଁ: ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୭।୧୦: ଅଧିକ ଦିନ ଧରି କାଢା ପିଇଲେ ଯକୃତ କ୍ଷତି ହେବାର କୌଣସି ପ୍ରମାଣ ନାହିଁ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଭୁଲ ଧାରଣା। କାରଣ ଘରେ ଖାଦ୍ୟ ରାନ୍ଧିବା ସମୟରେ…

ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା: ଏଲଜେପିରେ ଯୋଗଦେଲେ ଉଷା ବିଦ୍ୟାର୍ଥୀ

ନୂଆଦିଲ୍ଲୀ, ୭।୧୦: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିିଳିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ଦଳର ୨ ବରିଷ୍ଠ ନେତା ଏଲ୍‌ଜେପିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଷ୍ଟାଲଓ୍ବାର୍ଟ ରାଜେନ୍ଦ୍ର ସିଂ ଏଲ୍‌ଜେପିରେ ଯୋଗଦେଇଥିଲେ।…

କୁମ୍ଭମେଳାରେ ପ୍ରତିଦିନ ୫୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବେ

ଡେରାଡୁନ୍‌, ୭।୧୦: ଆଗକୁ କୁମ୍ଭମେଳା ଆସୁଛି। ୨୦୨୧ ଜାନୁୟାରୀ ୧୪ରେ କୁମ୍ଭମେଳାର ଆରମ୍ଭ ହେବ। ଏହି ସମୟରେ ପ୍ରତିଦିନ ୩୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ହରିଦ୍ୱାରର ଗଙ୍ଗାରେ ବୁଡ଼ ପକାଇବେ। ଏହାକୁ ଦୃଷ୍ଟିରେ ରଖି ଗଙ୍ଗା ସଫେଇ କାର୍ଯ୍ୟ ଜାରି…

ପାଲାନିସାମି ଏଆଇଏଡିଏମ୍‌କେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୭।୧୦: ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ ପକ୍ଷରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ. ପାଲାନିସାମିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବୁଧବାର ଉପମୁଖ୍ୟ ମନ୍ତ୍ରୀ ଓ.ପନିରସେଲଭାମ୍‌ ସୂଚନା ଦେଇଛନ୍ତି। ଏହାଦ୍ୱାରା ଗତ ଏକ ସପ୍ତାହ…

ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର: ମରିସସ୍‌ରୁ ଆସିଥିଲା ୫୦ କୋଟି

ନୂଆଦିଲ୍ଲୀ, ୭।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର ପାଇଁ ମରିସସ୍‌ରୁ ୫୦ କୋଟି ଟଙ୍କା ଆସିଥିଲା। ଏସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଶହେ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।…

ଶାହିନବାଗ ମାମଲା: ରାସ୍ତାରେ ଧାରଣା ଦେବା ଭୁଲ, କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୭।୧୦: ଦିଲ୍ଲୀର ଶାହିନବାଗ୍‌ ମାମଲା ନେଇ ସୁପ୍ରିମକୋର୍ଟ(ଏସ୍‌ସି) ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସରକାରଙ୍କୁ ବିରୋଧ କରି ସର୍ବସାଧାରଣ ରାସ୍ତାରେ ଧାରଣା ଦେବା ଅନ୍ୟାୟ ଏବଂ ଭୁଲ। ଦୀର୍ଘଦିନ ଧରି ସର୍ବସାଧାରଣ ସ୍ଥଳକୁ ଅବରୋଧ କରିବା ଠିକ୍‌ ନୁହେଁ ବୋଲି…

ହାଥରସ୍‌ ପୀଡ଼ିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଇ !

ଲକ୍ଷ୍ନୌ, ୭।୧୦: ଉତ୍ତରପ୍ରଦେଶର ହାଥରସ୍‌ ମାମଲାରେ ପ୍ରତି ଦିନ ନୂଆନୂଆ ଖବର ଆସିବାରେ ଲାଗିଛି। ଏବେ ଅଭିଯୁକ୍ତଙ୍କ ଆଇନଜୀବୀ ଏ.ପି.ସିଂଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ, ପୀଡ଼ିତାଙ୍କୁ ତାଙ୍କ ଭାଇ ହତ୍ୟା କରିଛନ୍ତି। ଏବେ ଏହାକୁ…

ଭାରତୀୟ ସେନାଙ୍କ ହାତରେ ଅତ୍ୟାଧୁନିକ ରାଇଫଲ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ, ୭।୧୦: ଭାରତୀୟ ସେନାଙ୍କ ହାତରେ ଏବେ ସିଗ୍‌ ସୌସର ଆସଲ୍ଟ ରାଇଫଲ ରହିବ। କେନ୍ଦ୍ର ସରକାର ୭୨ ହଜାର ୫୦୦ଟି ରାଇଫଲ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା ଏଲ୍‌ଏସି ଏବଂ ଏଲ୍‌ଓସିରେ ସେନାର ଶକ୍ତି ବୃଦ୍ଧି ପାଇବ…

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ସବ ମନା

ନୂଆଦିଲ୍ଲୀ,୭।୧୦: କରୋନା ଯୋଗୁ କେତେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏ ସବୁ ଜୋନ୍‌ରେ କୌଣସି ଉତ୍ସବ କାର୍ଯ୍ୟକ୍ରମ କରାଯାଇପାରବ ନାହିଁ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରର ଲୋକ, ସଙ୍ଗଠକ, କର୍ମଚାରୀ,…

ନୀତୀଶଙ୍କ ନେତୃତ୍ୱକୁ ଭାଜପାର ସମର୍ଥନ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଦେଖାଦେଇଥିବା ଫାଟ କ୍ରମଶଃ ମଳିନ ପଡ଼ିଯାଇଛି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଜେଡିୟୁକୁ ବିରୋଧ କରିବ ଓ ଏନ୍‌ଡିଏ ସହ ରହିବ ବୋଲି କହି ଦ୍ୱନ୍ଦ୍ୱ ସୃଷ୍ଟି କରିଥିବାବେଳେ ଭାଜପା ଅକଳରେ…

ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୭।୧୦: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଶୋପିଆନର ସୁଜନ ଜନପୋରା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଏବେ ବି ସେଠାରେ ଅପରେଶନ ଜାରି ରହିଛି। ନିହତ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri