ସେଲ୍ସ ଗର୍ଲରୁ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ ଜନ୍ମ ନେଇଥିଲେ ସୀତାରାମଣ। ସୀତାରାମଣ ହାତଗଣତି ସେହି ମହିଳା ନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ…
ପିଏମ୍ କେୟାର୍ସ ଫଣ୍ଡ୍ ଏନ୍ଡିଆରଏଫ୍କୁ ହେବନି ସ୍ଥାନାନ୍ତର: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୧୮।୮: ପିଏମ୍ କେୟାର୍ସ ଫଣ୍ଡ ଏନ୍ଡିଆରଏଫ୍କୁ ସ୍ଥାନାନ୍ତର ହେବନି ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ଏହା ସହିତ ଏନେଇ କରାଯାଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଏହା ଏକ ଦାତବ୍ୟ ଫଣ୍ଡ୍ ବୋଲି କୋର୍ଟ କହିଛନ୍ତି। ତେଣୁ ଏଥିରେ…
ଗାଈକୁ ଖାଇବାକୁ ଦେଲେ ଦେଶୀବୋମା
କୋଏମ୍ବାଟୁର, ୧୮।୮: ଚାଷ ଜମିରେ ରଖାଯାଇଥିବା ଦେଶୀବୋମା ଖାଇ ଏକ ଗାଈ ଗୁରୁତର ଆହତ ହୋଇଛି। ଏହି ଘଟଣା ତାମିଲ୍ନାଡୁର କୋଏମ୍ବାଟୁରରେ ଘଟିଛି। ସ୍ଥାନୀୟ ମେଟ୍ଟୁପାଲାୟମ୍ରେ ଜଙ୍ଗଲୀ ବାର୍ହା ଶିକାର କରିବା ଲାଗି ଶିକାରୀ ଦେଶୀବୋମା ଘାସ ମଧ୍ୟରେ ରଖିଥିଲେ। ଏହାକୁ…
ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ସତ୍ୟପାଲ ମଲିକ
ଶିଲଂ,୧୮।୮: ଗୋଆର ରାଜ୍ୟପାଳ ଭାବେ କାର୍ଯ୍ୟରତ ଥିବା ସତ୍ୟପାଲ ମଲିକଙ୍କୁ ବଦଳି କରାଯାଇ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯାଇ ନ ଥିବା ବେଳେ ମହରାଷ୍ଟ୍ର ରାଜ୍ୟପାଳ ଦାୟିତ୍ୱରେ ଥିବା ଭଗତ ସିଂ…
କରୋନା ଆକ୍ରାନ୍ତ ଛାତ୍ରଙ୍କ ପାଠପଢ଼ା ନିଶା:ହସ୍ପିଟାଲ ବେଡ୍ରେ ଦେଲେ ପରୀକ୍ଷା
ଜବଲପୁର, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଜାରି ରହିଛି। ଫଳରେ ସ୍କୁଲ କଲେଜ ବନ୍ଦ ରହିଛି। ତେବେ ପାଠପଢ଼ା ଏବଂ ପରୀକ୍ଷା ଅନ୍ଲାଇନ୍ରେ କରାଯାଉଛି। ମଧ୍ୟପ୍ରଦେଶ ଜବଲପୁରରେ କେତେକ ସ୍କୁଲରେ…
ବୋହୂକୁ ଘରକୁ ଫେରାଇ ଆଣିବା ପାଇଁ ଏପରି କଲେ ଶାଶୁ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ରାଞ୍ଚି, ୧୮।୮: ବୋହୂ ଘର ଛାଡି ଚାଲିଯିବାରୁ ଶାଶୂ ନିଜ ଜିଭ କାଟି ଭଗବାନଙ୍କ ପାଖରେ ଚଢ଼ାଇଛନ୍ତି। ଏପରି କରିବା ଦ୍ୱାରା ବୋହୂ ପୁଣିଥରେ ଘରକୁ ଫେରିଆସିବେ ବୋଲି ଶାଶୁଙ୍କର ବିଶ୍ୱାସ। ଏପରି ଘଟଣା ଘଟିଛି ଝାରଖଣ୍ଡର ଜାମସେଦପୁର ଆର୍ଆଇଟି ଥାନା…
ଏମ୍ସରେ ଅମିତ ଶାହା
ନୂଆଦିଲ୍ଲୀ,୧୮।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଏହାର ପରବର୍ତ୍ତି ଚିକିତ୍ସା ଲାଗି ସେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।…
ସାପ ଲାଞ୍ଜରେ ହାତ ମାରୁଥିଲେ ଯୁବକ, ଘଟିଲା ଏମିତି
ଉନ୍ନାଓ,୧୮।୮: ଉତ୍ତର ପ୍ରଦେଶର ଉନ୍ନାଓ ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସାପ ଲାଞ୍ଜକୁ ଧରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାପ ପଛରୁ ଯୁବକଙ୍କ ହାତକୁ ଏକ ଚୋଟ ମାରିଥିଲା। ଫଳରେ ତାଙ୍କର…
ପୁଣି ସଂକ୍ରମିତ ହେଉଛନ୍ତି ସୁସ୍ଥ ହୋଇଥିବା ଆକ୍ରାନ୍ତ
ନୂଆଦିଲ୍ଲୀ, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ପ୍ରତିିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ଦିଲ୍ଲୀ ସରକାର କରୋନା ସଂକ୍ରମଣ କମୁଥିବା ସୂଚନା ଦେଇଥିବାବେଳେ ହସ୍ପିଟାଲ ପକ୍ଷରୁ ମିଳିଥିବା ତଥ୍ୟ ଏହାଠାରୁ ସମ୍ପୂର୍ଣ୍ଣ…
ରାତି ଅନ୍ଧାରରେ ଭୁଶୁଡ଼ିଲା ୪ ମହଲା କୋଠା
ମୁମ୍ବାଇ, ୧୮।୮: ଦେଶର ଆର୍ଥିକ ସହର ବଲିଉଡ୍ର ବାନ୍ଦ୍ରାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ୪ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି। କୋଠାଘରେ କେହି ରହୁ ନ ଥିଲେ। ତେବେ ଏହା ନିକଟସ୍ଥ ବିଲ୍ଡିଂ ଉପରେ ପଡ଼ିବାରୁ ଏହା…
ଦଳିତ ନାବାଳିକାଙ୍କୁ ଗଣବଳାତ୍କାର
ଲକ୍ଷ୍ନୌ, ୧୮ା୮: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ଜଣେ ଦଳିତ ନାବାଳିକା(୧୭)ଙ୍କୁ ବଳପୂର୍ବକ ଅପହରଣ କରାଯିବା ପରେ ଗଣବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଶରୀରରେ ସିଗାରେଟ୍ ଚେଙ୍କ ଦେଖିବାକୁ ମିଳିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଗୋରଖପୁର ଜିଲା ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।…
ସୋନିଆଙ୍କୁ ୧୦୦ କଂଗ୍ରେସ ନେତାଙ୍କ ପତ୍ର
ନୂଆଦିଲ୍ଲୀ, ୧୮।୮: ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ନିଲମ୍ବିତ ନେତା ସଞ୍ଜୟ ଝା ସୋମବାର ସୂଚନା ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି ନିର୍ବାଚନରେ ସ୍ବଚ୍ଛତା…
Archives


