କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍ୟୁଭି କାର୍ ବିକ୍ରି କଲେ ଯୁବକ
ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା...
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି
ମୁମ୍ବାଇ,୨୪।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍ରେ ନେପୋଟିଜମ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ତାଙ୍କୁ ନ୍ୟାୟ ଦେବା ପାଇଁ ଏହି ମାମଲାର ଯାଞ୍ଚ କରାଯାଉ ବୋଲି ବିଭିନ୍ନ ମହଲରୁ ସ୍ବର ଉଠିଛି। ଇତିମଧ୍ୟରେ...
କରୋନା, ପେଟ୍ରୋଲ୍-ଡିଜେଲ ଦାମ୍କୁ ଅନ୍ଲକ୍ କରିଦେଇଛନ୍ତି ମୋଦି ସରକାର: ରାହୁଲ
ନୂଆଦିଲ୍ଲୀ,୨୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପେଟ୍ରୋଲ୍, ଡିଜେଲ ଦର ବୃଦ୍ଧିକୁ ନେଇ ବୁଧବାର ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ମୋଦି ସରକାର କରୋନା ମହାମାରୀ ଓ...
ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମରେ ଯୋଗ ଦେବାକୁ କମ୍ପାନୀ ଦେଉଛି ବିଭିନ୍ନ ଅଫର୍
ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ହଠାତ୍ ଲକ୍ଡାଉନ ଜାରି କରାଯାଇଥିଲା। ଫଳରେ ଦେଶରେ ଥିବା ଅଧିକାଂଶ ଦୋକାନ, କଳକାରଖାନା, କମ୍ପାନୀ ବନ୍ଦ ହୋଇଯାଇଥିଲା। ଆଉ ଏଥିରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ। କାରଣ ରୋଜଗାରର...
ପାକିସ୍ତାନ ତୁଳନାରେ ଚାଇନା ଭାରତର ବଡ଼ ଶତ୍ରୁ
ନୂଆଦିଲ୍ଲୀ,୨୪।୬: ଭାରତ ପାଇଁ ପାକିସ୍ତାନ ତୁଳନାରେ ଚାଇନା ଅଧିକ ବିପଦ ସୃଷ୍ଟି କରୁଛି। ସମ୍ପ୍ରତି ହୋଇଥିବା ଏକ ସର୍ଭେରେ ୬୮ ପ୍ରତିଶତ ଭାରତୀୟ ଏଭଳି ମତ ଦେଇଛନ୍ତି। ଚାଇନା ଭାରତର ବଡ଼ ଶତ୍ରୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୩୨ ପ୍ରତିଶତ...
ବିବାହରେ କରୋନା ରୋଗୀଙ୍କ ପାଇଁ ୫୦ ବେଡ୍ ଦାନ କଲେ ଦମ୍ପତି
ମୁମ୍ବାଇ,୨୪।୬: କରୋନା ମହାମାରୀକୁ ନେଇ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲା ଲକ୍ଡାଉନ। ଏହି ସମୟରେ କରୋନା ସଂକ୍ରମିତ ହାର କମ୍ ଥିଲେ ମଧ୍ୟ ଏବେ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେବେ କରୋନା ଯୁଦ୍ଧରେ ଲଢିବାକୁ...
ମୋଦିଙ୍କ ଉପରେ ୭୨ ପ୍ରତିଶତରୁ ଅଧିକଙ୍କର ଭରସା: ରାହୁଲଙ୍କ ଉପରେ ବିଶ୍ୱାସ କମିଛି
ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅଧିକ ଭାରତୀୟଙ୍କର ଭରସା ରହିଛି। ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ମୋଦି ପ୍ରତି ୭୨.୬ ପ୍ରତିଶତ ଆସ୍ଥା ପ୍ରକଟ କରିଛନ୍ତି। ସେହିପରି ଏନ୍ଡିଏ ଉପରେ ୭୩.୬ ପ୍ରତିଶତଙ୍କ...
ନୀତୀଶଙ୍କୁ ଟାର୍ଗେଟ କଲେ ତେଜସ୍ବୀ
ପାଟନା,୨୪।୬: ଆଗକୁ ନିର୍ବାଚନ ଥିବା ବେଳେ ମଙ୍ଗଳବାର ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ରୁ ୫ ଏମ୍ଏଲ୍ସି ନେତା ଦଳ ଛାଡିବା ଘଟଣା ଆସିଥିଲା ଚର୍ଚ୍ଚାକୁ। ମଙ୍ଗଳବାର ଏମାନେ ଦଳ ଛାଡିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ...
ବାବା ରାମଦେବଙ୍କ କରୋନା ଔଷଧକୁ ନେଇ ବଢୁଛି ଅଡୁଆ
ଡେରାଡୁନ,୨୪।୬: ଯୋଗଗୁୁରୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି ମଙ୍ଗଳବାର କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ସ୍ପଷ୍ଟ କରିବା ସହ ‘ଦିବ୍ୟ କରୋନିଲ ଟାବଲେଟ’ ନାମକ ଏକ ଔଷଧ ଲଞ୍ଚ ମଧ୍ୟ କରିଥିଲା। ଏବେ...
କରୋନାରେ ଟିଏମ୍ସି ବିଧାୟକ ତାମୋନାସ୍ ଘୋଷଙ୍କ ପରଲୋକ
କୋଲକାତା,୨୪।୬: କରୋନା ସଂକ୍ରମଣରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ବିଧାୟକ ତାମୋନାସ୍ ଘୋଷଙ୍କ ପରଲୋକ ଘଟିଛି। ବୁଧବାର ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ନମୁନା ରିପୋର୍ଟ କରୋନା...
ଫରଓ୍ବାର୍ଡ ପୋଷ୍ଟରେ ସେନା ମୁଖ୍ୟ
ଲଦ୍ଦାଖ,୨୪।୬: ଭାରତ-ଚାଇନା ସୀମା ଲଦ୍ଦାଖରେ ଜୁନ୍ ୧୫ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ଭାରତ ୨୦ ବୀର ଯବାନଙ୍କୁ ହରାଇଥିଲା। ଆଉ ଏହାର କଡା ଜବାବ ମଧ୍ୟ ଦେଇଥିଲା ଭାରତ। ଲଦ୍ଦାଖ ଗସ୍ତରେ ଥିବା ଭାରତୀୟ...
ଗୋଟିଏ ଦିନରେ ଚିହ୍ନଟ ହେଉଛନ୍ତି ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ: କ’ଣ ଏହାର କାରଣ
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାକୁ ନେଇ ଚିନ୍ତା ବି ବଢି ଯାଇଛି। ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୫,୯୬୮...
Archives


