ଜାତୀୟ

ପୋଲିସ ଆଗରେ ଗୁଳିକରି ହତ୍ୟା

ଲକ୍ଷ୍ନୌ/ବାଲିଆ, ୧୭ା୧୦: ଉତ୍ତରପ୍ରଦେଶର ବଲିଆ ଅନ୍ତର୍ଗତ ଦୁର୍ଜନପୁର ଗ୍ରାମରେ ରାଶନ ଦୋକାନ ବଣ୍ଟନ ଲାଗି ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଗୁରୁବାର ଗୁଳିମାଡ଼ କରି ଜଣଙ୍କୁ ହତ୍ୟା କରାଯାଇଛି। ଏସ୍‌ଏଚ୍‌ଜି ମଧ୍ୟରେ ପାଟିତୁଣ୍ଡ ହେବାରୁ ସବ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌)…

ଛାପା ଗଣମାଧ୍ୟମ ସବୁଠୁ ବିଶ୍ୱସନୀୟ

ନୂଆଦିଲ୍ଲୀ,୧୭ା୧୦: ଡିଜିଟାଲ ମିଡିଆର ବିସ୍ତାର ଓ ହଟଚମଟ ସୃଷ୍ଟିକାରୀ ଟେଲିଭିଜନ୍‌ ନ୍ୟୁଜ୍‌ର ବହୁଳ ପ୍ରସାର ସତ୍ତ୍ୱେ ଖବରକାଗଜ ତା’ର ବିଶେଷତ୍ୱ ବଜାୟ ରଖିଛି। ୬୬ ପ୍ରତିଶତ ଭାରତୀୟ ପ୍ରିଣ୍ଟ ମିଡିଆକୁ ସୂଚନାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ବୋଲି ବିବେଚନା କରନ୍ତି। ସିଭୋଟର…

ଉତ୍ତର ଭାରତକୁ ନଡ଼ା ପୋଡ଼ି ବିପଦ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଦିଲ୍ଲୀ ତଥା ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ପାଇଁ ନଡ଼ା ପୋଡ଼ିବା ବିପଦ ସାଜିଛି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଫସଲ ଅମଳ କରିବା ପରେ ବିଲରେ ଥିବା ମୂଳିନଡ଼ାକୁ ଜାଳି ଦେଉଥିବାରୁ ତାହା ଉତ୍ତର ଭାରତରେ…

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କରୋନା

ନୂଆଦିଲ୍ଲୀ,୧୬।୧୦-ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ଶୁକ୍ରବାର ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ହୋମ କ୍ବାରାଣ୍ଟାଇନରେ…

ଚିରାଗଙ୍କ ଦଳକୁ ‘ଭୋଟ କଟର’ପାର୍ଟି ବୋଲି କହିଲେ ଜାଭେଡକର

ନୂଆଦିଲ୍ଲୀ,୧୬ ।୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟାର ଶେଷ ଦିବସ ସହ ପ୍ରଥମ…

ମଧ୍ୟପ୍ରଦେଶ ମନରେଗା ଶ୍ରମିକ ତାଲିକାରେ ଦୀପିକା ପାଦୁକୋନ!

ଭୋପାଳ,୧୬ ।୧୦: ମଧ୍ୟପ୍ରଦେଶ ଖରଗୋନ ଜିଲାର ଏକ ଗ୍ରାମ ପଞଚାୟତରେ ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅନ୍ୟ ଅଭିନେତ୍ରୀଙ୍କ ଫଟୋ ରୋଜଗାର ଗ୍ୟାରେଣ୍ଟି ଜବ କାର୍ଡରେ ଲଗାଇ ନକଲି କରୁଥିବା ମାମଲା ସାମ୍ନାକୁ ଆସିଛି । ଏଥିରେ ପଞ୍ଚୟତ ସଚିବ…

ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ସାମିଲ ହେବ ୩-୪ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୬ ।୧୦: ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ବାୟସେନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନଭେମ୍ବର ପ୍ରଥମ ସପ୍ତାହରେ ଭାରତୀୟ ବାୟୁସେନାରେ ୩-୪ ରାଫାଲ ଯୁଦ୍ଧ ବିମାନ ସାମିଲ ହେବାର ଯୋଜନା ରହିଛି…

୭୫ ଟଙ୍କା ମୂଲ୍ୟର କଏନ ଜାରି କଲେ ମୋଦି

ନୂଆଦିଲ୍ଲୀ,୧୬ ।୧୦: ଖାଦ୍ୟ ଓ କୃଷି ସଂଗଠନ(ଏଫ୍‌ଏକ୍ୟୁ)ର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କା ମୂଲ୍ୟର ଏକ ସ୍ମୃତି କଏନ ଜାରି କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଚଳିତ ବର୍ଷ ନୋବେଲ ଶାନ୍ତି…

ଥକି ପଡିଲେଣି ନୀତୀଶ: ତେଜସ୍ୱୀ ଯାଦବ

ପାଟନା,୧୬ ।୧୦: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ବାକି ରହିଛି । ଆଉ ଏହାରି ମଧ୍ୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଭୋଟ ହାସଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି…

ଦେଶରେ ଅଛନ୍ତି ମାତ୍ର ୨ ରାଜ୍ୟପାଳ: ସଞ୍ଜୟ

ମୁମ୍ବାଇ,୧୬ ।୧୦: ଶିବସେନା ଏମ୍‌ପି ସଞ୍ଜୟ ରାଉତ ପୁଣିଥରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ନେଇ ରାଜ୍ୟପାଳ ଭଗତ ସିଂ କୋଶୟାରି ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଚାଲିଛି । ରାଜ୍ୟପାଳ…

ପାକିସ୍ତାନୀ ସେନା ଅଧିକାରୀଙ୍କ କବରକୁ ସାଇତି ରଖିଛି ଭାରତୀୟ ସେନା

ଶ୍ରୀନଗର,୧୬।୧୦:ଭାରତୀୟ ସେନା ପୁଣି ଏକ ମହାନତାର ପରିଚୟ ଦେଇଛି। ଜମ୍ମୁ-କଶ୍ମୀରର ନୌଗାମ ସେକ୍ଟରରେ ଥିବା ଜଣେ ପାକିସ୍ତାନ ଅଧିକାରୀଙ୍କ କବରର ମରାମତି କାର୍ଯ୍ୟ କରିଛି ଭାରତୀୟ ସେନା। ଶ୍ରୀନଗରେ ଥିବା ଚିନାର କ୍ରପ୍ସ ଉକ୍ତ କବର ଏବଂ ତାହା ନିକଟରେ ଥିବା…

ଫ୍ୟାଶନ ଡିଜାଇନ ଛାତ୍ର ପ୍ରସ୍ତୁତ କଲେ ଭିନ୍ନ ପିପିଇ କିଟ୍‌: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଗାନ୍ଧୀନଗର,୧୬ା୧୦: ନବରାତ୍ରି ଗର୍‌ବା ବା ଦାଣ୍ଡିଆ ବିନା ଯେପରି ଅଧୁରା ରହିଥାଏ। ବିଶେଷକରି ଗୁଜରାଟରେ ନବରାତ୍ରି ୯ ଦିନ ପର୍ଯ୍ୟନ୍ତ ଗର୍‌ବା ଉତ୍ସବ ପାଳନ କରାଯାଇଥାଏ। ଚଳିତବର୍ଷ ୧୭ ଅକ୍ଟୋବରରୁ ଏହା ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ ଯୋଗୁ ଗୁଜରାଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri