ବାବା ରାମଦେବଙ୍କ କରୋନା ଔଷଧକୁ ନେଇ ବଢୁଛି ଅଡୁଆ

ଡେରାଡୁନ,୨୪।୬: ଯୋଗଗୁୁରୁ ବାବା ରାମଦେବଙ୍କ ଆୟୁର୍ବେଦ ସଂସ୍ଥା ପତଞ୍ଜଳି ମଙ୍ଗଳବାର କରୋନା ମହାମାରୀର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ସ୍ପଷ୍ଟ କରିବା ସହ ‘ଦିବ୍ୟ କରୋନିଲ ଟାବଲେଟ’ ନାମକ ଏକ ଔଷଧ ଲଞ୍ଚ ମଧ୍ୟ କରିଥିଲା। ଏବେ ଏହାକୁ ନେଇ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ ଆୟୁଷ ମନ୍ତ୍ରଣାଳୟ ଏହି ଔଷଧର ଯାଞ୍ଚ ପୂର୍ବରୁ ବିକ୍ରି କରିବାକୁ ଅନୁମତି ନ ଦେଇଥିବା ବେଳେ ଏବେ ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗ ଲାଇସେନ୍ସକୁ ନେଇ ସଫେଇ ଦେଇଛି। ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଫିସର କହିଛନ୍ତି ଯେତେବେଳେ ପତଞ୍ଜଳି ଲାଇସେନ୍ସ ପାଇଁ ଆବେଦନ କରିଥିଲା ସେଥିରେ କରୋନା କଥା ଉଲ୍ଲେଖ କରାଯାଇ ନ ଥିଲା। ଆମେ କେବଳ ଇମ୍ୟୁନିଟି ବୁଷ୍ଟର, କାଶ ଓ ଜ୍ୱର ପାଇଁ ଲାଇସେନ୍ସ ପ୍ରଦାନ କରିଛୁ। ଏବେ ଯଦି ପତଞ୍ଜଳି କରୋନା ଔଷଧ ପ୍ରସ୍ତୁତ କରିଥିବା ଦାବି କରୁଛି ତେବେ ତାକୁ ନୋଟିସ ଜାରି କରାଯିବ। ଏହି ଔଷଧ ପ୍ରସ୍ତୁତ କରିବାକୁ କିଏ ଅନୁମତି ପ୍ରଦାନ କଲେ ବୋଲି ସେଥିରେ ପ୍ରଶ୍ନ କରାଯିବ ବୋଲି ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଫିସର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପରୁ ପରିଚାଳିତ ହେଉଥିବା ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ୍‌…

ଶ୍ରୀନଗର,୩୧।୧୦ : ଜମ୍ମୁ-କଶ୍ମୀର ପୋଲିସ ୟୁରୋପରୁ ପରିଚାଳିତ ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଥିବା ଦାବି କରିଛି। ଜମ୍ମୁରେ ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ...

ପାଇଲଟଙ୍କ ପଦଯାତ୍ରା ଶେଷ, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଲାଗି ଗେହଲଟଙ୍କୁ ଦେଲେ ଚେତାବନୀ

ଜୟପୁର, ୧୫ା୫ : ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ତାଙ୍କର ୫ ଦିନିଆ ଜନ ସଂଘର୍ଷ...

ଆଧାର ଭୋଟର ପରିଚୟ ପତ୍ର ଲିଙ୍କ୍‌, ସୁପ୍ରିମ୍‌କୋର୍ଟରେ ସୁର୍ଜେୱାଲାଙ୍କୁ ଝଟ୍‌କା…

ନୂଆଦିଲ୍ଲୀ,୨୫।୭ : ସୋମବାର ଆଧାର କାର୍ଡ-ଭୋଟର ପରିଚୟ ପତ୍ର ଲିଙ୍କ୍‌ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲାଙ୍କ ଆବେଦନ ଶୁଣି ସୁପ୍ରିମକୋର୍ଟ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ଛାତ୍ର ମୃତ

ଗୁଆହାଟୀ,୨୯।୫: ଆସାମର ଗୁଆହାଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁଆହାଟିର ଜଳକୁବାରୀ ଅଞ୍ଚଳରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର...

ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଜିନତ ଧୂଆଁର ବଳୟ ଦିନକୁ ଦିନ ଅଧିକରୁ ଅଧିକ ଘନ ହେବାରେ ଲାଗିଛି। ତାପମାତ୍ର ଖସୁ ଥିବାରୁ ସ୍ଥିତି ଆହୁରି...

ଅର୍ଥମନ୍ତ୍ରୀ କ’ଣ ଆଭୋକାଡୋ ଖାଉଛନ୍ତି: ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦରେ ଉପସ୍ଥିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ। ଏବେ ପିଆଜ...

୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ

ନୂଆଦିଲ୍ଲୀ,୨୮ା୭:୨୦୨୩ ଜୁଲାଇ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ଭାବେ ଘୋଷଣା କରାଯାଇଛି। ଏହା ବିଶ୍ୱର ସବୁଠୁ ଉତ୍ତପ୍ତ ମାସ ବୋଲି ଲିପ୍‌ଜିଗ ୟୁନିଭର୍ସିଟିର ଜଳବାୟୀ...

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ...

Advertisement
Archives

Model This Week