ଜାତୀୟ

୬ ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ: ସରକାର ଦେଲେ ସୂଚନା

ନୂଆଦିଲ୍ଲୀ,୨୯।୧୨: କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଭାରତରେ ଆତଙ୍କ ଦେଖାଦେଇଛି। ବ୍ରିଟେନ୍‌ରୁ ଫେରିଥିବା ୬ ଜଣଙ୍କଠାରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ସେଥିମଧ୍ୟରୁ ବେଙ୍ଗାଲୁରୁ ଲ୍ୟାବ୍‌ରେ ପରୀକ୍ଷା କରାଯାଇଥିବା ୩ ଜଣଙ୍କ ନମୁନା…

ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟକୁ ବ୍ରିଟେନ୍‌ରୁ…

ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ ଧମକ ଦେଇଛନ୍ତି। ଏହା ତାଙ୍କର ଶେଷ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର…

ଜମି ବିବାଦ ମାମଲାରେ ଅମର୍ତ୍ତ୍ୟଙ୍କୁ ମମତାଙ୍କ ସମର୍ଥନ

କୋଲକାତା, ୨୯।୧୨ : ଶାନ୍ତି ନିକେତନରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କର ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥିଲାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମର୍ଥନ ଜଣାଇଥିଲେ। ଏଥିପାଇଁ ଅମର୍ତ୍ତ୍ୟ ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌…

ବର୍ଷା, ଶୀତ ବଢ଼ାଉଛି ଲା ନିନା

ନୂଆଦିଲ୍ଲୀ, ୨୯।୧୨ : କ୍ରମାଗତ ଦୁଇବର୍ଷ ହେଲା ଭାରତର ପାଣିପାଗକୁ ପ୍ରଭାବିତ କରିବାରେ ଲା ନିନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି। ଫଳରେ ଏଠାରେ ସ୍ବାଭାବିକଠାରୁ ଅଧିକ ବର୍ଷା ଓ ଶୀତ ଅନୁଭୂତ ହେଉଛି। ସେହିପରି ଗ୍ରୀଷ୍ମପ୍ରବାହ ମଧ୍ୟ ପୂର୍ବାପେକ୍ଷା କମିଛି।…

୧୦ ବର୍ଷ ପରେ ବନ୍ଦ ଘରୁ ଉଦ୍ଧାର

ଅହମଦାବାଦ୍‌, ୨୯ା୧୨: ଗୁଜରାଟର ରାଜକୋଟରେ ଏକ ଘରେ ୧୦ ବର୍ଷ ଧରି ବନ୍ଦ ରହିଥିବା ୩ ଭଉଣୀଭାଇଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ନାମ ଅମରେଶ(୪୨), ଭବେଶ(୩୯) ଓ ମେଘ୍ନା ବୋଲି ଜଣାପଡିଛି। ଏକ ସ୍ବେଚ୍ଛାସେବୀ ସଙ୍ଗଠନ ସେମାନଙ୍କ ବାପାଙ୍କ ସହାୟତାରେ ଉକ୍ତ…

୩୦ରେ କେନ୍ଦ୍ର-କୃଷକ ଆଲୋଚନା

ନୂଆଦିଲ୍ଲୀ, ୨୯।୧୨(ପି.ଟି.) : ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କ ଆନ୍ଦୋଳନ ଦ୍ୱିତୀୟ ମାସରେ ପହଞ୍ଚତ୍ଥିବାବେଳେ ୩୦ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ କେନ୍ଦ୍ର ସରକାର ସୋମବାର ଆନ୍ଦୋଳନରତ ୪୦ ଚାଷୀ ସଂଗଠନକୁ ଆମନ୍ତ୍ରଣ କରିଛନ୍ତି। ଆଲୋଚନା ମାଧ୍ୟମରେ ସମସ୍ତ…

କୋଭିଡ୍‌ ଭ୍ୟାକ୍‌ସିନକୁ ଦେଶରେ ଖୁବ ଶୀଘ୍ର ମିଳିବ ମଞ୍ଜୁରୀ, ୫୦ ନିୟୁତ ଡୋଜ ପ୍ରସ୍ତୁତ: ସେରମ ଇନ୍‌ଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୨୮ା୧୨: ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ୫୦ ନିୟୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଭାକ୍‌ସିନ ପ୍ରସ୍ତୁତ କରିସାରିଛି। ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଆଦର ପୁନାଓ୍ବାଲା ସୋମବାର ସ୍ପଷ୍ଟ କରିଛନ୍ତି। ଭାକ୍‌ସିନର ଜରୁରୀକାଳିନ ବ୍ୟବହାରକୁ ଖୁବ୍‌ ଶୀଘ୍ର ଭାରତୀୟ ରେଗୁଲେଟର ମିଳିପାରେ…

ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିଲା କୋଭିଡ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୨୮।୧୨-ମହାମାରୀ କରୋନାକୁ ନଜରରେ ରଖି କେନ୍ଦ୍ର ସରକାର ପୂର୍ବରୁ ଲାଗୁ କରିଥିବା ଗାଇଡ୍‌ଲାଇନକୁ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି। ଗାଇଡ ଲାଇନ ପାଳନ…

ରାଜ୍ୟରେ ଥମୁନି କରୋନା, ଫିଲ୍ମ ରିଲିଜ୍‌ କରିବାକୁ ଅଡ଼ି ବସିଛନ୍ତି ସାଉଥ୍‌ ଷ୍ଟାର ବିଜୟ

ଚେନ୍ନାଇ,୨୮ା୧୨- ତାମିଲନାଡୁରେ ଏବେ ଦିନକୁ ହଜାରେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ରାଜ୍ୟରେ ଏପର୍ଯ୍ୟନ୍ତ ୧୨,୦୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି, ଯାହାକି ପୂରା ଦେଶରେ ଦ୍ୱିତୀୟ ସର୍ବାଧିକ। ହେଲେ କଲିଉଡ୍‌ ଆକ୍ଟର ବିଜୟ ସିନେମା ହଲରେ…

ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରି ୪୧ ଅଟକ

କୋଚୀ,୨୮ା୧୨- ଶିଶୁଙ୍କ ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରୁଥିବା ଏକ ର଼୍ୟାକେଟ ଧରାପଡ଼ିଛି। କେରଳ ପୋଲିସର ସାଇବର ଓ୍ବିଙ୍ଗ୍‌ ସୋମବାର ଆଇଟି ଫ୍ରୋଫେଶନାଲଙ୍କ ସମେତ ୪୧ ଜଣଙ୍କୁ ଅଟକ ରଖି ଓ ମୋଟ ୩୩୯ଟି ମାମଲା ରୁଜ୍ଜୁ କରାଯାଇଥିବା ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ମନୋଜ…

୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରୋ ଟ୍ରେନ୍‌: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮ା୧୨- ଆଗାମୀ ୨୦୨୫ ସୁଦ୍ଧା ଦେଶର ମେଟ୍ରୋ ଟ୍ରେନ ସେବା ୨୫ଟି ସହର ଛୁଇଁବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମ ଯୋଗୁ ଦେଶରେ ପ୍ରଥମ ମେଟ୍ରୋ ସେବା ସମ୍ଭବ ହୋଇପାରି ଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri