ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨୮ ।୧୨: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ଦିଲ୍ଲୀ ସ୍ଥିତି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)କୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡା. ଏନ୍.ଏସ୍. ବିସ୍ତଙ୍କ ସୂଚନା ଅନୁଯାୟୀ ତାଙ୍କ ଛାତିରେ ଇନଫେକ୍ସନ ବା…
ଶୋପିଆନ୍ ଫେକ୍ ଏନ୍କାଉଣ୍ଟର: ଶ୍ରମିକଙ୍କ ମୃତଦେହ ପାଖରେ ବନ୍ଧୁକ ରଖିଥିଲେ ସେନା କ୍ୟାପଟେନ୍
ଶ୍ରୀନଗର,୨୮।୧୨: ଜମ୍ମୁ-କଶ୍ମୀରର ଶୋପିଆନ୍ରେ ହୋଇଥିବା ଫେକ୍ ଏନ୍କାଉଣ୍ଟର ପର୍ଦ୍ଦାଫାଶ୍ ହୋଇଛି। କଶ୍ମୀର ଜୋନ୍ ପୋଲିସ ଅନୁସାରେ ୩ ଜଣ ଶ୍ରମିକଙ୍କୁ ହତ୍ୟା କରାଯିବା ପରେ ସେମାନଙ୍କୁ ଆତଙ୍କବାଦୀ ପ୍ରମାଣିତ କରିବା ଲାଗି ଅଭିଯୁକ୍ତ ସେନା କ୍ୟାପଟେନ୍ ମୃତଦେହ ପାଖରେ ବନ୍ଧୁକ ସମେତ…
ଦେଶର ହିତ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ: ରାହୁଲ
ନୂଆଦିଲ୍ଲୀ,୨୮।୧୨: ଦେଶର ହିତ ପାଇଁ କଂଗ୍ରେସ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଏନେଇ ଦଳ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ସଜାଗ ରହିଛି ବୋଲି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସୋମବାର ରାହୁଲ ଗାନ୍ଧୀ କହିଛନ୍ତି। ଟୁଇଟ୍ କରି ରାହୁଲ କହିଛନ୍ତି ଯେ,…
ଟିକାକରଣ ପାଇଁ କାଉଣ୍ଟ୍ ଡାଉନ୍ ଆରମ୍ଭ: କୋଭିଶିଲ୍ଡକୁ ମିଳିବ ମଞ୍ଜୁରୀ
ନୂଆଦିଲ୍ଲୀ,୨୮।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ କାଉଣ୍ଟ୍ ଡାଉନ୍ ଆରମ୍ଭ ହୋଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡ୍କୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଜରୁରୀକାଳୀନ ସ୍ଥିତିରେ କୋଭିଶିଲ୍ଡରେ…
ଆଜିଠାରୁ ଭାରତରେ କରୋନା ଟିକା ମକ୍ ଡ୍ରିଲ , ଜାଣନ୍ତୁ ପ୍ରଥମେ କେଉଁ ରାଜ୍ୟରେ ହେବ ଆରମ୍ଭ
ନୂଆଦିଲ୍ଲୀ,୨୮ା୧୨: ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଲାଣି। ଭାରତକୁ କରୋନା ଟିକା ଆସିବା ନେଇ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଭ୍ୟାକ୍ସିନ ଆସିବା ପୂର୍ବରୁ ଭାରତ ବିଶ୍ୱର ସବୁଠୁ ବଡ଼…
୪ ରାଜ୍ୟରେ କରୋନା ଟିକାଦାନ ଅଭ୍ୟାସ ପ୍ରକିୟା
ନୂଆଦିଲ୍ଲୀ,୨୮।୧୨: ଦେଶରେ ସାର୍ବଜନୀକ ଭାବେ କରୋନା ଟିକା ଦେବା ଲାଗି ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ମର୍ମରେ ସୋମବାର ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଆସାମ ଏବଂ ଗୁଜରାଟରେ ଅଭ୍ୟାସ ପ୍ରକିୟା (ମକ୍ ଡ୍ରିଲ୍) ଆରମ୍ଭ କରାଯିବ। ଏହାପରେ ଦେଶରେ ଟିକାଦାନ…
ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ
ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ ସେମାନଙ୍କ ସମ୍ପର୍କ ପାଇଁ ରାଜିଥିଲେ ବି ପରିବାରର ବିରୋଧ ଯୋଗୁ ମାମଲା ଆଶଙ୍କାରେ ଘର…
ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍କେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସହଯୋଗୀ ଦଳ ଭାଜପା ଆଗରେ ସର୍ତ୍ତ ରଖିଛି। ଆସନ୍ତାବର୍ଷ ହେବାକୁ ଥିବା…
ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ
ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍ଏସ୍): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସାରଦା ଗ୍ରୁପ୍ ଅଫ୍ କମ୍ପାନିଜ୍ର ଅଂଶବିଶେଷ ଥାଇ…
‘ମନ୍ କି ବାତ୍’ ବେଳେ ଥାଳି ମାଡ଼
ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମ ବେଳେ ଥାଳି ବାଡ଼େଇବା ସହ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀର ସିଙ୍ଘୁ ସୀମା,…
ମାର୍ଚ୍ଚ ୩୧ ଯାଏ ବଢ଼ିଲା ଗାଡ଼ି କାଗଜପତ୍ର ବୈଧତା
ନୂଆଦିଲ୍ଲୀ, ୨୭।୧୨ -ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ଆର୍ସି, ପର୍ମିଟ, ଫିଟ୍ନେସ୍ ସାର୍ଟିଫିକେଟ ଆଦି ଗାଡ଼ି କାଗଜପତ୍ରର ବୈଧତାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନଙ୍କର କାଗଜପତ୍ର ବୈଧତା ୨୦୨୦ ଫେବୃୟାରୀରୁ ଶେଷ ହୋଇଥିବ କିମ୍ବା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା…
ଚାଷୀଙ୍କ ଦୁଃଖ ଦେଖି ନ ପାରି ଆତ୍ମହତ୍ୟା କଲେ ଓକିଲ
ନୂଆଦିଲ୍ଲୀ,୨୭।୧୨: ନୂଆ କୃଷି ଆଇନ ବିରୋଧରେ ସିଙ୍ଘୁ ସୀମାରେ ଦୀର୍ଘ ଏକ ମାସ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ତିବ୍ରତର ହେବାରେ ଲାଗିଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପୁଣି ଜଣେ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ଜଣେ…
Archives


