କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ୧୩ଟି କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯିବ। ୩୫୦୦ କିଲୋମିଟର ନୂଆ ଜାତୀୟ ରାଜପଥ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଶରେ ନୂଆ ଆର୍ଥିକ କରିଡୋର ନିର୍ମାଣ କରାଯିବ। ସେହିପରି ବିମାନ ବନ୍ଦର ଲାଗି ଟେଣ୍ଡର ଖୁବ୍‌ ଶୀଘ୍ର ହେବ। ସଡ଼କ ପରିବହନରେ ସୁବିଧା ପାଇଁ ୨୦୨୨ ସୁଦ୍ଧା ଦେଶରେ ୮୫୦୦ କିଲୋମିଟର ନୂଆ ରାଜପଥ ନିର୍ମାଣ ହେବ। ଏଥିଲାଗି ଚଳିତ ବଜେଟରେ ଲକ୍ଷେ ୧୮ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ୨୨୧୭ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି। ପୁରୁଣା କାର ପାଇଁ ନୂଆ ସ୍କ୍ରାପ୍‌ ନୀତି ଅଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଖା ମେନନ ପ୍ରଥମ ମହିଳା ନାସ୍‌କମ୍‌ ମୁଖ୍ୟ

ବେଙ୍ଗାଲୁରୁ,୨୫।୪:ଆସେନଞ୍ଚର ଇଣ୍ଡିଆର ଚେୟାରପର୍ସନ ରେଖା ମେନନ ଆଇଟି ଶିଳ୍ପ ସଂଘ ନାସ୍‌କମ୍‌ର ପ୍ରଥମ ମହିଳା ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପଦବୀରେ...

ମୁକ୍ତ, ଅବାଧ ଇଣ୍ଟରନେଟ ଆକ୍ରମଣର ସମ୍ମୁଖୀନ: ପିଚାଇ

ନୂଆଦିଲ୍ଲୀ, ୧୩।୭: ମୁକ୍ତ ଓ ଅବାଧ ଇଣ୍ଟରନେଟ ବିଭିନ୍ନ ଦେଶରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଛନ୍ତି। ଅଧିକାଂଶ ଦେଶ ତଥ୍ୟ...

ନ୍ୟାୟ ଦେବ କିଏ: ରାଜସ୍ଥାନରେ ଭାଜପା,ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ

ବାରାଂ/ହାଥରସ, ୫।୧୦: ଉତ୍ତରପ୍ରଦେଶର ହାଥରସ୍‌ ଏବଂ ରାଜସ୍ଥାନର ବାରାଂରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ରିପୋର୍ଟ…

ନୂଆଦିଲ୍ଲୀ, ୯।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନେଇ ଏଏସ୍‌ଏଲ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ...

ଦାବେନ୍ଦରଙ୍କୁ ପାକ୍‌ ବ୍ୟବହାର କରୁଥିଲା

ନୂଆଦିଲ୍ଲୀ,୭।୭: ଜମ୍ମୁ-କଶ୍ମୀରର ନିଲମ୍ବିତ ଡିଏସ୍‌ପି ଦାବେନ୍ଦର ସିଂଙ୍କ ସମେତ ୬ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତ ଶାଖା(ଏନ୍‌ଆଇଏ) ସୋମବାର ଚାର୍ଜଶିଟ୍‌ ଦାଖଲ କରିଛି। ଏମାନେ ଆତଙ୍କବାଦୀ...

ରାଜ୍ୟସଭାରେ ହଙ୍ଗାମା: ଏଏପିର ୩ ଏମ୍‌ପିଙ୍କୁ ବାହାର କଲେ ମାର୍ଶଲ

ନୂଆଦିଲ୍ଲୀ,୩।୨: କୃଷି ଆଇନକୁ ନେଇ ବୁଧବାର ମଧ୍ୟ ରାଜ୍ୟସଭା ଅଚଳ ହୋଇପଡ଼ିଛି। ବିରୋଧୀ ଦଳ ସଦସ୍ୟ କୃଷି ଆଇନକୁ ନେଇ ଗୃହରେ ହଙ୍ଗାମା ଆରମ୍ଭ କରିଛନ୍ତି।...

ବିବାହ କରିବାକୁ ଜିଦ୍‌ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ

ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...

ଦିଲ୍ଲୀ ହିଂସା: ୨୦୦ ଅଟକ

ନୂଆଦିଲ୍ଲୀ,୨୮।୧: ଟ୍ରାକ୍ଟର ରାଲି ହିଂସା ଘଟଣାରେ ଦିଲ୍ଲୀ ପୋଲିସ ୨୦୦ ଲୋକଙ୍କୁ ଅଟକ ରଖିଛି। ଏପର୍ଯ୍ୟନ୍ତ ୨୫ ଏତଲା ଦାଏର ହୋଇଥିବାବେଳେ ସେଥିରେ ୧୩ କୃଷକ...

Advertisement


Archives

Model This Week