ଜାତୀୟ

ଟିଏମ୍‌‌ସିକୁ କିଣିପାରିବ ନାହିଁ

ନୂଆଦିଲ୍ଲୀ, ୩୦।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଉପରେ ଜୋର୍‌ଦାର ବର୍ଷିଛନ୍ତି। ଗୈରିକ ଦଳ କେତେଜଣ ବିଧାୟକଙ୍କୁ କିଣିନେଇପାରେ କିନ୍ତୁ ଟିଏମ୍‌ସିକୁ କଦାପି କିଣିପାରିବ ନାହିଁ ବୋଲି ବୋଲପୁରଠାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଥିଲେ। ଜନସାଧାରଣଙ୍କ…

ସଂକ୍ରମିତଙ୍କ ହେବ ଜିନୋମ୍‌ ସିକ୍ୱେନ୍ସିଂ

ନୂଆଦିଲ୍ଲୀ, ୩୦।୧୨: ଡିସେମ୍ବର ୯ରୁ ୨୨ ମଧ୍ୟରେ ଭାରତ ଫେରିଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ, ଯେଉଁମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି ସେମାନଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯିବ। ନିକଟରେ ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ଏଭଳି…

ଗୋପାଳକରୁ ଜଜ୍‌ ସୋନଲ ଶର୍ମା

ଉଦୟପୁର, ୩୦ା୧୨: ଜଣେ ଗୋପାଳକରୁ ରାଜସ୍ଥାନ ନ୍ୟାୟିକ ସେବା(ଆର୍‌ଜେଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଉଦୟପୁରର ସୋନଲ ଶର୍ମା। ୨୦୧୮ରେ ଦ୍ୱିତୀୟ ଥର ପରୀକ୍ଷା ଦେବା ପରେ ସେ ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏକ ଗରିବ ପରିବାରରେ ଜନ୍ମ ଜଣେ…

ଚାଷୀଙ୍କୁ ଲାଠିମାଡ଼

ପାଟନା, ୩୦।୧୨: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ବିହାରର ହଜାର ହଜାର ଚାଷୀ ରାଜଭବନ ଅମଭିମୁଖେ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି। ଅଖିଳ ଭାରତୀୟ…

ଭାରତରେ ୮ ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ ନ୍ୟୁରୋସାଇନ୍ସ, ହାଇଦ୍ରାବାଦର ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ଏବଂ ପୁଣେର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ…

ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ କରୁଛନ୍ତି…

କୃଷକଙ୍କ ସହ ବୈଠକ ପୂର୍ବରୁ ଶାହାଙ୍କୁ ଭେଟିଲେ ନରେନ୍ଦ୍ର ତୋମାର, ପିୟୂଷ ଗୋୟଲ

ନୂଆଦିଲ୍ଲୀ,୨୯।୧୨: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଘ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ୬ଷ୍ଠ ରାଉଣ୍ଡର ବୈଠକ । ଏହାର ଗୋଟିଏ ଦିନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ର କୃଷି…

ଭାଜପା ସରକାର ଭାଙ୍ଗିଦେବ କୃଷକ ଆନ୍ଦୋଳନ : ଅଖିଳେଶ

ଲକ୍ଷ୍ନୌ,୨୯।୧୨: ଭାଜପା ସରକାର କୃଷକଙ୍କୁ ସର୍ବଦା ଅସମ୍ମାନିତ କରିଛି। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଁ କେନ୍ଦ୍ରରୁ ଭାଜପା ସରକାର ଓପାଡ଼ି ଫୋପାଡିବ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏଭଳି କହିଛନ୍ତି ପୂର୍ବତନ ଉତ୍ତରପ୍ରଦେଶ(ୟୁପି) ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଉର୍ଦ୍ଦୁ…

ସଞ୍ଜୟ ରାଉତଙ୍କ ସମର୍ଥନରେ ଶିବ ସେନାର ପୋଷ୍ଟର

ମୁମ୍ବାଇ,୨୯।୧୨: ଶିବ ସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପିଏମ୍‌ସି ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଇବା ପରେ ରାଜ୍ୟ ରାଜନୀତି ଗରମ ହୋଇଉଠିଛି। ନିକଟରେ କେନ୍ଦ୍ରକୁ ଟାର୍ଗେଟ କରି କାହାକୁ ଡରୁ ନ ଥିବା…

ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ

ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ ନାବାଳିକାଙ୍କ ଭଉଣୀ, ଭିଣୋଇ ଏବଂ ଦୁଇ ବରଙ୍କୁ ପୋଲିସ ଗିରଫ କରିଛି। ଏପରି ଅଜବ…

କରୋନାର ନୂଆ ଷ୍ଟ୍ରେନରେ ବି କାମ କରିବ ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତା ବଢାଇ ଦେଇଛି । ଦେଶରେ ଏହା ପ୍ରବେଶ କରି ସାରିଥିବା ବେଳେ ଏହା କେତେ ମାରାତ୍ମକ ତାହା ପ୍ରମାଣିତ ନ ହୋଇଥିଲେ ବି ଏହା ପୂର୍ବାପେକ୍ଷା ଅଧିକ କ୍ଷତି କରିବ…

ଚକୋଲେଟ୍‌ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…

ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଚକୋଲେଟ୍‌ର କାର୍ବନ ପେପର ରାପର ପରି ସୁନା ଚୋରି କରୁଥିଲେ। କଷ୍ଟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri