ସରକାରଙ୍କ ଆର୍ଥିକ ଟିକା: ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା ପାଇଁ ୬୪ ହଜାର ୧୮୦ କୋଟି ଟଙ୍କାର ପ୍ରାବଧାନ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶବାସୀଙ୍କ ପାଇଁ ସରକାର ଆର୍ଥିକ ଟିକା ଆଣିଛନ୍ତି। ସ୍ବାସ୍ଥ୍ୟ ବଜେଟରେ ୧୩୭ ପ୍ରତିଶତ ବୃଦ୍ଧି କରାଯାଇଛି। ସ୍ବସ୍ଥ୍ୟା କ୍ଷେତ୍ରକୁ ୨.୨୩ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା ପାଇଁ ବଜେଟ୍‌ରେ ୬୪ ହଜାର ୧୮୦ କୋଟି ଟଙ୍କାର ପ୍ରାବଧାନ ରହିଥିବା ସୂଚନା ଦେଇଛନ୍ତି। ସେହିପରି କରୋନା ଟିକା ଲାଗି ୩୫ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ଅମୃତ ଯୋଜନା ପାଇଁ ୨,୮୭,୦୦୦ କୋଟି ଟଙ୍କା ଘୋଷଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍‌ଗାହା ମସଜିଦ୍‌ ସିଲ୍‌ କରିବାକୁ ଦାବି…

ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି...

ଭୂସ୍ଖଳନରୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଜମ୍ମୁ,୨୬ା୫(ପି.ଟି.): ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ରମ୍ବାନା ଜିଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। କଶ୍ମୀର ସହ ଦେଶର ଅନ୍ୟାନ୍ୟ ଭାଗକୁ...

ଭାଜପା ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୧୭।୮ : କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀମାନେ ମଙ୍ଗଳବାର ଜଣେ ଭାଜପା ନେତାଙ୍କୁ ହତ୍ୟା କରିଛନ୍ତି। କୁଲଗାମ ଜିଲାର ନିର୍ବାଚନମଣ୍ଡଳୀର ଭାଜପା ଇନଚାର୍ଜରେ ଥିଲେ ଜାଭିଦ...

ମେ’ରେ ସର୍ଭିସ ସେକ୍ଟର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୬-୬: ଦେଶର ସେବା କ୍ଷେତ୍ର ଗତିବିଧି ବୃଦ୍ଧି ହାର ମେ’ର ଏକ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ସାଧାରଣ ନିର୍ବାଚନ ଯୋଗୁ ଏହା ପ୍ରଭାବିତ ହୋଇଛି...

ଆଜି ମୋଦିଙ୍କୁ ମିଳିବ ଲୋକମାନ୍ୟ ତିଲକ ପୁରସ୍କାର, ଶରଦ ପାଓ୍ବାର ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଙ୍ଗଳବାର ପୁଣେରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯିବ। ଏହି ସମୟରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)...

ଶିନ୍ଦେଙ୍କୁ ହଟାଇବା ପାଇଁ ଭାଜପା ସହ ହାତ ମିଳାଇଛନ୍ତି ଅଜିତ

ମୁମ୍ବାଇ, ୪ା୭: ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥବା ଏନ୍‌ସିପି ନେତା ଅଜିତ ପାଓ୍ବାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେଙ୍କୁ ହଟାଇବେ ବୋଲି ଉଦ୍ଧବ...

ଦିଲ୍ଲୀ ଏୟାରପୋର୍ଟରେ ଫୁଲ ଏମରଜେନ୍ସି ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀ ଏୟାରପୋର୍ଟରେ ସମ୍ପୂର୍ଣ୍ଣ ଏମରଜେନ୍ସି ଘୋଷଣା କରାଯାଇଛି। ଏଥିପାଇଁ ବିମାନ ବନ୍ଦର ଭିତରକୁ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଆଦିକୁ ଡାକି ଦିଆଯାଇଛି। ବିମାନ ବନ୍ଦରରୁ...

ଏଲ୍‌ଆଇସି ଆଜି ରାଷ୍ଟ୍ରର ଗର୍ବ

ଭୁବନେଶ୍ୱର,୨୩।୧୦: ଭୁବନେଶ୍ୱର ଡିଭିଜନ ଜୀବନ ବୀମା କର୍ମଚାରୀ ସଂଘର ୧୫ତମ ବାର୍ଷିକ ସମ୍ମିଳନୀ ଶନିବାର ସ୍ଥାନୀୟ ସୂର୍ଯ୍ୟନଗରସ୍ଥିତ ଏଲ୍‌ଆଇସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି...

Advertisement
Archives

Model This Week