ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପିଏଚ୍‌ଡି ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି। ଉଦ୍ୟୋଗ ମଣ୍ଡଳ ଅଧ୍ୟକ୍ଷ ସଞ୍ଜୟ ଅଗ୍ରଓ୍ବାଲଙ୍କ ଅନୁସାରେ ଆନ୍ଦୋଳନ ଯୋଗୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଉତ୍ପାଦନ ଏବଂ ପରିବହନ ସେବା ବାଧାପ୍ରାପ୍ତ ଯୋଗୁ ଏଭଳି ଆର୍ଥିକ ସଙ୍କଟ ଦେଖାଦେଇଛି। ସେହିପରି ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଏବଂ ଦେଶର ଅନ୍ୟ ଅଞ୍ଚଳରୁ ଦିଲ୍ଳୀକୁ ସାମଗ୍ରୀ ପରିବହନ ହୋଇ ପାରୁନାହିଁ। ଦିଲ୍ଲୀରେ ଇତିମଧ୍ୟରେ ୨୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିହ୍ବାର ଲାଳସା ସମ୍ବରଣ ନ କରିବାରୁ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା

ଇନ୍ଦୋର,୧୭।୭: ଦେଶର କରୋନା ସଂକ୍ରମଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସାମିଲ ରହିଛି। ଏହି ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି...

ନୈତିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ଲିଭ୍‌-ଇନ୍‌ ସମ୍ପର୍କ

ଚଣ୍ଡିଗଡ଼,୧୯ା୫: ଲିଭ୍‌-ଇନ୍‌ ରିଲେଶନଶିପ୍‌ ନୈତିକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚିତ୍ର ଟିପ୍ପଣୀ ଦେଇଛନ୍ତି। ଏହାସହ ଆବେଦନକାରୀ...

କରୋନା ନେଲା ପୁଣି ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଜୀବନ

କୋଲକାତା,୧୫।୪: ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ରେଜୁଲ...

ଧର୍ମପରିବର୍ତ୍ତନ ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ ସାବାଳକ: ହାଇକୋର୍ଟ

କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ...

ବାତିଲ ରହିବ ଟ୍ରେନ୍‌ ସେବା

ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ...

୪ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ ଗିରଫ

କୋଲକତା,୨୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମି ନ ଥିବାବେଳେ ଏବେ ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା କୁହାଯାଉଛି। ସ୍ପେଶାଲ ଟ୍ୟାକ୍ସ୍‌ ଫୋର୍ସ ପକ୍ଷରୁ କୋଲକତାର...

ୟୁକ୍ରେନ୍‌ ସଙ୍କଟ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି

ନୂଆଦିଲ୍ଲୀ,୧୬।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ୟୁକ୍ରେନ ସୀମାରୁ ରୁଷିଆ ସୈନ୍ୟମାନଙ୍କୁ ପୁନର୍ବାର ଡକାଯିବା ସତ୍ତ୍ୱେ ଉତ୍ତେଜନା ଜାରି ରହିଛି।...

ତୈଳ-ବାଷ୍ପ ଭିତ୍ତିଭୂମିରେ ଖର୍ଚ୍ଚ ହେବ ୭.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସ ଯୋଗେ ତାମିଲନାଡୁର ୩୨,୭୦୦ କୋଟି ଟଙ୍କା ମୂଲ୍ୟର ତୈଳ ଏବଂ ବାଷ୍ପ ପ୍ରକଳ୍ପଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ...

Advertisement
Archives

Model This Week